Latest Odisha News

BREAKING NEWS

Yearly Archives

2022

ପରଲୋକରେ ଓଡ଼ିଆ ସାହିତ୍ୟ ଜଗତର ପାଟଦେଈ ବୀଣାପାଣି ମହାନ୍ତି

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଜଣେ ଅର୍ଥନୀତିର ଅଧ୍ୟାପିକା ଭାବରେ ସେ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପ୍ରାୟ ୨୫ ଟି ଗଳ୍ପ ସଙ୍କଳନ ଏବଂ ତିନୋଟି ଉପନ୍ୟାସର ସେ କାଳଜୟୀ ସ୍ରଷ୍ଟା…

ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଆକ୍ରମଣ; ୯ ଜଣ ଗିରଫ

ମୟୂରଭଞ୍ଜ: ଜିଲ୍ଲାପାଳଙ୍କ ଗାଡିକୁ ପଥର ମାଡ କରିବା ମହଙ୍ଗା ପଡିଲା। ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କୁଳିଅଣା ଥାନା ପୋଲିସ। ଅଭିଯୁକ୍ତମାନେ ହେଲେ ଅଶୋକ କୁମାର ସାହୁ, ସଞ୍ଜୟ କୁମାର ସେଠି, ବିନେସ କୁମାର ବାରିକ, ନୀଲକମଲ ବାରିକ, ଅର୍ଜୁନ ସେଠି, ସୁନାରାମ ହାଁସଦା, ଜାନୁ ହାଁସଦା,…

କଳାହାଣ୍ଡି କପ କ୍ରିକେଟ: ସୁପର ଲିଗରେ ଭଦ୍ରକ

କଟକ: ଚଳିତ କଳାହାଣ୍ଡି କପ କ୍ରିକେଟରେ ରବିବାର ଭଦ୍ରକ ସୁପର ଲିଗ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଗୋଲ୍ଡ ଗ୍ରୁପ ଏ ଓ ବିର ଶୀର୍ଷ ଟିମର ଏହି ମୁକାବିଲାରେ ବାଲେଶ୍ୱରକୁ ୨ ୱିକେଟରେ ଭଦ୍ରକ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ବାଲେଶ୍ୱର ୫୦ ଓଭରରେ ୨୩୭ ରନ କରି ଅଲଆଉଟ ହୋଇଥିଲା । ହାତରେ…

ଅଟ୍ଟାରୀ ବର୍ଡର ନିକଟରୁ ଜବତ ହେଲା ୭୦୦ କୋଟି ଟଙ୍କାର ହେରୋଇନ

ଅଟ୍ଟାରୀ: ଅଟ୍ଟାରୀ ବର୍ଡର ନିକଟରେ କଷ୍ଟମ ବିଭାଗକୁ ବଡ ସଫଳତା ମିଳିଛି । ପାକିସ୍ତାନ ଚେକ ପୋଷ୍ଟ ମାଧ୍ୟମରେ ଆଫଗାନିସ୍ତାନରୁ ଆସୁଥିବା ଏକ ଟ୍ରକକୁ ଅଟ୍ଟାରୀ ବର୍ଡର ନିକଟରେ କଷ୍ଟମ ବିଭାଗ ଚେକିଂ କରିବା ବେଳେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । ଏଥିରେ ୧୦୨ କିଲୋଗ୍ରାମର ହେରୋଇନ ଯାହାର…

କେନ୍ଦ୍ରାପଡ଼ାରେ ଡକାୟତି ଗ୍ୟାଙ୍ଗ ର ୧୬ ଗିରଫ

କେନ୍ଦ୍ରାପଡ଼ା: ତନ୍ତିଆପାଳ ସାମୁଦ୍ରିକ ଥାନା କାକଟପୁର ଗାଁର କାର୍ତ୍ତିକ ସ୍ୱାଇଁ ଘର ଡକାୟତି ଘଟଣାରେ ଶନିବାର ମୋଟ୍ ୧୬ ଜଣ ଗିରଫ ହୋଇଛନ୍ତି । ୯ଜଣ ଡକାୟତ ଓ ଚୋରି ଜିନିଷ କିଣିଥିବା ୭ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡା…

ଖେରୀ ହିଂସା ମାମଲା: ଆତ୍ମସମର୍ପଣ କଲେ ଆଶୀଷ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ତାଗିଦ ଯୋଗୁ ଲଖିମପୁର ଖେରୀ ହିଂସା ମାମଲାରେ ଆଜି ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ଆଶୀଷ ମିଶ୍ରା । ଅପରାହ୍ନରେ ସେ ଖେରୀ କୋର୍ଟରେ ସେ ଆତ୍ମସମର୍ପଣ କରିଥିଲେ । ଏପ୍ରିଲ ୧୮ରେ ଜାମିନ ରଦ୍ଦ କରିବା ସହ ସପ୍ତାହକ ମଧ୍ୟରେ ଆତ୍ମସମର୍ପଣ…

ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର

ଭୁବନେଶ୍ୱର: ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର ହେଉଛନ୍ତି । ଠିକ ସମୟରେ ରୋଗର ଚି଼ହ୍ନଟ, ପରୀକ୍ଷଣ ଓ ଚିକିତ୍ସା ଦ୍ୱାରା ହିଁ ଶିଶୁ ମାନଙ୍କୁ ଏଭଳି ସମସ୍ୟାରୁ ଦୂରେଇ ରଖି ହେବ । ଏହି ମତ ରଖିଛନ୍ତି ଚଣ୍ଡିଗଡ ସ୍ଥିତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ରିସର୍ଚ୍ଚ…

ଭାରତର କଡା ପଦକ୍ଷେପ: ରଦ୍ଦ ହେଲା ଚାଇନିଜ ଟୁରିଷ୍ଟ ଭିସା

ନୂଆଦିଲ୍ଲୀ:ଚୀନ ବିପକ୍ଷରେ ରବିବାର ଭାରତ ଆଉ ଏକ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଚାଇନିଜଙ୍କ ପାଇଁ ଦିଆ ଯାଉଥିବା ଟୁରିଷ୍ଟ ଭିସାକୁ ଭାରତ ରଦ୍ଦ କରିଛି । ପୂର୍ବରୁ ଚାଇନାରେ ପାଠ ପଢ଼ୁଥିବା ୨୨ ହଜାର ଭାରତୀୟ ଛାତ୍ରଛାତ୍ରୀ କଟକଣା ଯୋଗୁ ଯାଇପାରୁ ନାହାନ୍ତି । ଏ ନେଇ ଭାରତ ସରକାର ବାରମ୍ବାର…

ଲାଞ୍ଚ ନେଇ ଧରାପଡ଼ିଲେ ଦିଲ୍ଲୀ ପୋଲିସ କନେଷ୍ଟବଳ; ଇନସ୍ପେକ୍ଟରଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ୱର: ଲାଞ୍ଚ ନେଇ ଧରା ପଡ଼ିଲା ଦିଲ୍ଲୀ ପୋଲିସ୍ । ଅମିତ ଲାହୁଚା ନାମକ ଜଣେ କନେଷ୍ଟବଳକୁ ସିବିଆଇ ଭୁବନେଶ୍ୱର ଶାଖା ଲାଞ୍ଚ ନେବା ବେଳେ ଧରିଛି । ସାଢ଼େ ଚାରି ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛି ଅମିତ ଲାହୁଚା । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖାର କନେଷ୍ଟବଳ ଅମିତ ଏକ…

ମହିଳା ଟି୨୦ : ନକଆଉଟକୁ ଉନ୍ନୀତ ହେଲା ଓଡିଶା

ଭୁବନେଶ୍ୱର: ଥିରୁୱନ୍ତପୁରମରେ ଚାଲିଥିବା ଜାତୀୟ ମହିଳା ଟି୨୦ କ୍ରିକେଟରେ ଓଡିଶା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ନକଆଉଟରେ ପ୍ରବେଶ କରିଛି । ରବିବାର ମୁକାବିଲାରେ ଓଡିଶା ୨ ରନରେ ତାମିଲନାଡୁକୁ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି । ଏପ୍ରିଲ ୨୮ରୁ ସୁରଟରେ ନକଆଉଟ ପର୍ଯ୍ୟାୟ…