Latest Odisha News

BREAKING NEWS

Yearly Archives

2022

ନାଇଜେରିଆ ତେଲ ରିଫାଇନରୀରେ ବିସ୍ଫୋରଣ: ଶତାଧିକ କର୍ମଚାରୀ ମୃତ, ଅନେକ ଆହତ

ନାଇଜେରିଆ ତେଲ ରିଫାଇନରୀରେ ବିସ୍ଫୋରଣ । ଶତାଧିକ କର୍ମଚାରୀ ମୃତ, ଅନେକ ଆହତ ହୋଇଥିବା ଜଣାପଡିଛି । ଦକ୍ଷିଣ ପୂର୍ବ ନାଇଜେରିଆର ଏକ ତେଲ ରିଫାଇନାରୀରେ ବିସ୍ଫୋରଣ ହୋଇଛି । ଏଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ବହୁ ସଂଖ୍ୟାରେ କର୍ମଚାରୀ ଆହତ ହୋଇଛନ୍ତି । ବିସ୍ଫୋରଣର…

ଚଷାନିମଖଣ୍ଡିରେ ୨ଜଣଙ୍କୁ ହତ୍ୟା : ବାଇକରେ ଫେରୁଥିବା ବେଳେ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଗଞ୍ଜାମ : ଦିଗପହଣ୍ଡିରେ ଡବଲ ମର୍ଡର। ଚଷାନିମଖଣ୍ଡିରେ ୨ଜଣଙ୍କୁ ହତ୍ୟା କରାଯାଇଛି । ପାଖ ଗାଁରୁ ରାତିରେ ବାଇକରେ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି । ମୃତକ ହେଉଛନ୍ତି ସରୋଜ ପାତ୍ର ଓ ସୁଦର୍ଶନ ସୁଆର ।…

ରାଜଧାନୀରେ ଡବଲ ମର୍ଡର ଘଟଣା : ନିର୍ଯାତନା ଯୋଗୁ ହତ୍ୟା କରିଥିଲା ଅଭିଯୁକ୍ତ

ଭୁବନେଶ୍ଵର: ରାଜଧାନୀରେ ଡବଲ ମର୍ଡର ଘଟଣା । ଏନେଇ  ପୋଲିସ ସୂତ୍ରରୁ ଏକ ରୋଚକ ତଥ୍ୟ ମିଳିଛି । ସ୍ତ୍ରୀ ଓ ଶାଳୀ ନିର୍ଯାତନା ଦେଉଥିବାରୁ ରାଗରେ ହତ୍ୟା କରିଥିଲା ଅଭିଯୁକ୍ତ  । ରାଗର ବଶବର୍ତ୍ତୀ ହୋଇ ଦୁହିଁଙ୍କୁ ଶେଷ କରିଦେବା ପାଇଁ ନିଷ୍ପତ୍ତି ନେଇଥିଲା ବିଜୟ କେତନ ସେଠୀ । ଆଉ ଶେଷରେ…

ଗଞ୍ଜାମ ରମ୍ଭାରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୫ ଆହତ

ଗଞ୍ଜାମ : ଗଞ୍ଜାମ ରମ୍ଭାରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୁରୀରୁ ଦର୍ଶନ ସାରି ତାମିଲନାଡ଼ୁ ଫେରୁଥିଲେ ୫୦ ତୀର୍ଥଯାତ୍ରୀ । ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ବସ୍ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ…

ପାଣିପାଗ ବିଭାଗର ସତର୍କ ସୂଚନା:ଆସନ୍ତା ୨୫ରୁ ୨୭ ବର୍ଷିବ ନିଆଁ

ଭୁବନେଶ୍ୱର: ବଢ଼ିବ ତାତି । ଜଳିବ ଓଡ଼ିଶା । ରାଜ୍ୟରେ ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ୩ ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୫ରେ ସୋନପୁର, ବୌଦ୍ଧ ଓ ବଲାଙ୍ଗିରରେ ପ୍ରଚଣ୍ଡ…

ଭାଷା ଭାଗବତ : ଭାଷା ନିୟଂତ୍ରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୫  କୋଷର କର୍ତନ ବର୍ଧନ ପ୍ରକ୍ରିୟା ଅଟେ ଅଂତହୀନ ଏହା ତ ଜୀବନ ଲକ୍ଷଣ ସୃଷ୍ଟିର ଅକାଟ୍ଯ ବିଧାନ ଶବ୍ଦର ଜନମ ମରଣ ଜୀବଂତ ଭାଷାର ଲକ୍ଷଣ ନୁହେ କାହାର ଇଚ୍ଛାଧୀନ ଏ ବିଧି ହୋଇନାହିଁ ଆନ ପ୍ରତି ମୁହୂର୍ତେ ଯୋଗ, ଲୋପ ଚଳୁଛି,…

ଶିଶୁ ଗଳ୍ପ : ମାଟି ମାଆର ଅମୂଲ୍ୟ ରତ୍ନ

କୁଞ୍ଜ ବିହାରୀ ସାହୁ  ଇଂରେଜ ଶାସନ ଅମଳର କଥା । ବିଦେଶୀ ଶାସକ ଭାରତୀୟଙ୍କୁ ଗୋଲାମ କରି ରଖିଥିଲେ । 'ଯୋର ଯାର ମୁଲକ ତାର' ନ୍ୟାୟରେ ଶାସନ କରୁଥିଲେ । ଶିକ୍ଷାନୁଷ୍ଠାନରେ ତନ୍ତବୁଣା କପଡ଼ା ବ୍ୟବହାର ଉପରେ କଟକଣା । ସେଥିପାଇଁ ଯେଉଁ ପିଲା ତନ୍ତବୁଣାର ଜାମା- ପ୍ୟାଣ୍ଟ ପିନ୍ଧି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୮ ଆପଣ ବିଶ୍ୱାସ କରିପାରିବେନି ମୁଁ ଏ ଭିତରେ ଆପଣଙ୍କୁ କେତେ ଥର ମନେ ପକେଇସାରିଲିଣି । ଆପଣଙ୍କ ସହ ମୋ'ର କୈଣସି ସମ୍ପର୍କ ନାହିଁ । ଥରେ ମାତ୍ର ଦେଖା । ହେଲେ, କେଜାଣି କାହିଁକି ମନେହେଲା ସାରା ସଂସାରରେ କେଦାର…

ଭାରତୀୟ ଜନ ସଂଚାର ସଂସ୍ଥାନରେ ‘ଇମ୍‍କା’ର ଦଶମ ‘କନେକସନ୍‌-୨୦୨୨’

ଢେଙ୍କାନାଳ : ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମ୍‍ସି)ର ପ୍ରେକ୍ଷାଳୟରେ ଆଇଆଇଏମ୍‍ସି ପୁରାତନ ଛାତ୍ର ସଂଘ ‘ଇମ୍‍କା’ ଓଡି଼ଶା ଶାଖାର ଦଶମ ମିଳନ ଉତ୍ସବ ‘କନେକସନ-୨୦୨୨’(ସଂଯୋଗ ୨୦୨୨) ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ମୃଣାଳ ଚାଟାର୍ଜୀ ମୁଖ୍ୟ ଅତିଥି…

ଅନୁବାଦ ଗଳ୍ପ : ଶରଣାର୍ଥୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୨  ମୂଳ ଇଂରାଜୀ: ରାଜ ଗିଲ  ଆମେ କୁଆଡ଼େ ଯାଉଛୁ? ସେଠାରେ କେତେବେଳେ ପହଞ୍ଚିବା ? ପିଲାଟି ନିଜ ବାପାକୁ ଏଇ ପ୍ରଶ୍ନ ବାରମ୍ବାର ପଚାରୁଥିଲା ଓ ଗୋଡ଼ ଘୋଷାରି ଘୋଷାରି ଆଗକୁ ଚାଲୁଥିଲା । ସେ ଇଲାକାଟି ଥିଲା ଲୁଣାମାଟିର ଅଞ୍ଚଳ ।…