Latest Odisha News

BREAKING NEWS

Yearly Archives

2022

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ଭେନ୍ୟୁ ଘୋଷଣା କଲା ବିସିସିଆଇ

ଭୁବନେଶ୍ୱର: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି୨୦ ସିରିଜ ପାଇଁ ଭେନ୍ୟୁ ଘୋଷଣା କରିଛି । ଏହି ୫ମ୍ୟାଚ ବିଶିଷ୍ଟ ସିରିଜ ଜୁନ ୯ରୁ ଆରମ୍ଭ ହେବ । କାର୍ଯ୍ୟସୂଚୀ: ପ୍ରଥମ ଟି୨୦: ଜୁନ ୯ (ଦିଲ୍ଲୀ) । ଦ୍ୱିତୀୟ ଟି୨୦: ଜୁନ ୧୨ (କଟକ) । ତୃତୀୟ ଟି୨୦: ଜୁନ ୧୪…

ନୂତନ ଫର୍ମାଟରେ କଳାହାଣ୍ଡି କପ କ୍ରିକେଟ

ଭୁବନେଶ୍ୱର: କଳାହାଣ୍ଡି କପ କ୍ରିକେଟ ଏଥର ନୂତନ ଫର୍ମାଟରେ ଖେଳାଯାଉଛି । ଏପ୍ରିଲ ୯ରୁ କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧାର ବିଭିନ୍ନ ଗ୍ରାଉଣ୍ଡରେ ଏହା ଖେଳାଯାଇଥିଲା । ଗତ ବାର୍ଷିକ କାର୍ଯ୍ୟକାରିଣୀ ବୈଠକରେ ଡାଇମଣ୍ଡ, ଗୋଲ୍ଡ ଏବଂ ସିଲଭର ୩ଟି ଗ୍ରୁପର ଦଳ ଚୟନ କରିବା ପାଇଁ ପ୍ରସ୍ତାବ ଗ୍ରହଣ…

ପାଠ ପଢ଼ିବା ପାଇଁ ଆଫଗାନିସ୍ତାନରେ ତାଲିବାନ ସରକାର ଲାଗୁ କଲା ଅଡ, ଇଭେନ ଫର୍ମୁଲା

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ବିଶ୍ୱ ବିଦ୍ୟାଳୟରେ ଛାତ୍ର ଏବଂ ଛାତ୍ରୀଙ୍କ ପାଇଁ ଅଡ ଇଭେନ ଫର୍ମୁଲା ଲାଗୁ କରିଛି । ଛାତ୍ରଛାତ୍ରୀଙ୍କୁ ଏକତ୍ର ପଢ଼ିବା ନେଇ କଟକଣା ଲାଗୁ କରାଯାଇଛି । ନୂତନ ନିୟମ ଅନୁସାରେ ଦିନେ ଛାତ୍ର ଆସିଲେ ଅନ୍ୟ ଦିନ ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ଆସିବେ ।…

ପାମ ତେଲ ରପ୍ତାନୀ ଉପରେ କଟକଣା ଲଗାଇଲା ଇଣ୍ଡୋନେସିଆ, ବଢ଼ିଲା ଭାରତର ଚିନ୍ତା

ନୂଆଦିଲ୍ଲୀ: ପାମ ତେଲ ରପ୍ତାନୀ ଉପରେ ଇଣ୍ଡୋନେସିଆ କଟକଣା ଲଗାଇଛି । ତେବେ ଏହାର ପ୍ରଭାବରେ ଭାରତରେ ପାମ ଅଏଲର ଦାମ ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଦେଶରେ ପାମ ତେଲର ସଙ୍କଟ ଦେଖା ଦେଇଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ କହିଛନ୍ତି…

ମିଳିଗଲା କି ପରଗ୍ରହୀଙ୍କ ଠିକଣା !

ଭୁବନେଶ୍ୱର: ପରଗ୍ରହୀ ବା ଏଲିୟନ୍ସଙ୍କ ଠିକଣା ମିଳିଥିବା ନେଇ ଜଣେ ବୈଜ୍ଞାନିକ ଦାବୀ କରିଛନ୍ତି । ତାଙ୍କର ଏହି ଦାବୀ ପରେ ରହସ୍ୟ ଅନାବୃତ ହେବ ବୋଲି ଆଶା କରାଯାଉଛି । ପୂର୍ବରୁ ୟୁଏଫଓ ଓ ଏଲିୟନ୍ସକୁ ଦେଖିଥିବା ନେଇ ଦାବୀ ହେଉଥିଲେ ମଧ୍ୟ କୌଣସି ବଳିଷ୍ଠ ପ୍ରମାଣ ମିଳିପାରି ନାହିଁ । ତେବେ…

ଜଳୁଛି ରାଜଧାନୀ : ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର : ସବୁଠୁ ଉତ୍ତପ୍ତ ସହର ରାଜଧାନୀ । ତତଲା କଡେଇରେ ସିଝୁଛି ଓଡିଶା । ସାରା ରାଜ୍ୟରେ ଅସହ୍ୟ ଗରମ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଲାଣି । ଆଜି ଭୁବନେଶ୍ୱରର ତାପମାତ୍ରା ୪୧.୭ ରହିଛି । ଯାହାକି ଚଳିତ ବର୍ଷର ସର୍ବାଧିକ ।ସେହିପରି ଗତକାଲି ଭୁବନେଶ୍ୱର ତାପମାତ୍ରା ୪୦.୮ ରେକର୍ଡ…

୭ ଦଫା ଦାବି ପୂରଣ ପରେ ତୋଷାଳୀ ସିମେଣ୍ଟ ଶ୍ରମିକମାନେ ଆନ୍ଦୋଳନ ପ୍ରତ୍ୟାହୃତ କଲେ

କୋରାପୁଟ : ଦାବି ପୂରଣ ପରେ ତୋଷାଳୀ ସିମେଣ୍ଟ ଶ୍ରମିକମାନେ ଆନ୍ଦୋଳନ ପ୍ରତ୍ୟାହୃତ କଲେ । ସାତ ଦଫା ଦାବି ନେଇ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକରେ ଆମ୍ପାବାଲି ସ୍ଥିତ ଆଇଏଫଟିୟୁ ଶ୍ରମିକ ମାନଙ୍କ ୭ ଦଫା ଦାବିକୁ ପୂରଣ କରିବେ କମ୍ପାନୀ ,ତୋଷାଳୀ ସିମେଣ୍ଟ ଶ୍ରମିକମାନଙ୍କ ଆନ୍ଦୋଳନ ପ୍ରତ୍ୟାହୃତ…

ରାୟଗଡା ପିତାମହଲ ନିକଟରେ ଅଘଟଣ : ୩୦ରୁ ଉର୍ଦ୍ଧ୍ବ ମଇଁଷି ପଲଙ୍କ ଉପରେ ମାଡିଗଲା ଟ୍ରେନ

ରାୟଗଡା : ରାୟଗଡା ପିତାମହଲ ନିକଟ ରେଳ ଟ୍ରାକରେ ଅଘଟଣ । ୩୦ରୁ ଅଧିକ ମଇଁଷି ଉପରେ ମାଡିଗଲା ଟ୍ରେନ । ଘଟଣା ସ୍ଥଳରେ ପ୍ରାୟ ୩୦ରୁ ଅଧିକ ମଇଁଷିଙ୍କ ଜୀବନ ଚାଲିଯାଇଛିା ରାୟଗଡା ପିତାମହଲ ଗାଁରେ ଏପରି ଦୁଃଖଦ ଘଟଣା ଘଟିଛି । ଶନିବାର ସନ୍ଧ୍ୟା ସମୟରେ ପିତାମହଲ ଗାଁରେ ରେଳ ଧାରଣା ଦେଇ ମଇଁଷି…

ଇସ୍ରୋ ବୈଜ୍ଞାନିକ ପ୍ରସ୍ତୁତ କଲେ ମହାକାଶରେ ବ୍ୟବହାର ହୋଇ ପାରୁଥିବା ଇଟା

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଘର କରିବା ସ୍ୱପ୍ନ ଧିରେ ଧିରେ ସାକାର ହେବାରେ ଲାଗିଛି । ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ମହାକାଶରେ ବ୍ୟବହାର ହୋଇ ପାରୁଥିବା ଇଟା ପ୍ରସ୍ତୁତ କରିଛନ୍ତି । ଏଥିରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଭରପୂର ସହଯୋଗ କରିଛି । ଏହି ସ୍ପେସ…

ଟିଭି ବିତର୍କରେ ଅଶାଳୀନ ଭାଷା ବ୍ୟବହାର ଓ ମନଗଢା ଦାବି କରୁଥିବା ସାମ୍ବାଦିକଙ୍କ ପାଇଁ ସୂଚନା ଓ ପ୍ରସାରଣ…

ଦିଲ୍ଲୀ : ଟିଭି ବତର୍କରେ ଆଶାଳୀନ ଭାଷା ବ୍ୟବହାର ଓ ମନଗଢା ଦାବି କରୁଥିବା ସାମ୍ବାଦିକ ମାନଙ୍କ ପାଇଁ ମନ୍ତ୍ରାଳୟର ଜରୁରୀ ପରାମର୍ଶ । ଚାଞ୍ଚଲ୍ୟକର ଓ ଶୀର୍ଷକ ବ୍ୟବହାର ନକରିବାକୁ ଘରୋଇ ଚାନେଲମାନଙ୍କୁ ସତର୍କ କରାଇଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ଘରୋଇ ଟିଭି ସମାଚାର ଚ୍ୟାନେଲ ଗୁଡିକରେ…