Latest Odisha News

BREAKING NEWS

Yearly Archives

2022

ହିଜାବ ବିବାଦରେ ମୁଣ୍ଡ ଖେଳଉଛି ଅଲ-କାଏଦା, ବିଜେପି-କଂଗ୍ରେସର କଡ଼ା ସମାଲୋଚନା

ବେଙ୍ଗାଲୁରୁ: ହିଜାବ ବିବାଦରେ ବୁଧବାର ମୁଣ୍ଡ ପୁରେଇଛି ଅଲ-କାଏଦା । କର୍ଣ୍ଣାଟକ ହାଇକୋର୍ଟକୁ ବିରୋଧ କରି ମନ୍ତବ୍ୟ ରଖିଛନ୍ତି ଅଲ-କାଏଦା ମୁଖ୍ୟ ଏମାନ-ଅଲ-ଜୱାହିରି । ସେ ଏକ ୮ ମିନିଟ୍ ୪୩ ସେକେଣ୍ଟର ଭିଡିଓ ଜାରି କରିଛନ୍ତି । କର୍ଣ୍ଣାଟଙ୍କ ହାଇକୋର୍ଟଙ୍କ ରାୟକୁ ମୁସଲମାନ ବିରୋଧୀ ବୋଲ…

ଜାଲରେ ପଡିଲା ବିଚିତ୍ର ଜୀବ, ବେବି ଡ୍ରାଗନ୍ ?

ଭୁବନେଶ୍ୱର: ୟୁକ୍ରେନ୍ ଉପରେ ଯୁଦ୍ଧର କଳା ବାଦଲ । ଏତିକି ବେଳେ ଋଷିଆରୁ ଆସିଛି ତାଜୁବକର ଖବର । ସମୁଦ୍ରରୁ ଧରାପଡିଛି ଏକ ଅଦ୍ଭୁତ ଜୀବ । ଦେଖଣାହାରୀ ଦାବି କରିଛନ୍ତି ଜୀବଟି ଅବିକଳ ବେବି ଡ୍ରାଗନ୍ ଭଳି ଦେଖାଯାଉଛି । ଋଷିଆର ରୋମନ୍ ଫେଡୋର୍ଟସୋ ନାମକ ଜଣେ ୩୯ ବର୍ଷୀୟ ବ୍ୟକ୍ତି ନରୱେ…

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ : ସ୍ୱାସ୍ଥ୍ୟ ପ୍ରତି ସେଚେତନ ରହିବା ନିହାତି ଆବଶ୍ୟକ

ଭୁବନେଶ୍ୱର : ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ସଫଳ ଜୀବନ ପାଇଁ ସୁସ୍ଥ ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସ୍ୱାସ୍ଥ୍ୟ ଭଲ ନରହିଲେ ମଣିଷ ଠିକ୍ ଭାବେ ଜୀବନ ଯାପନ କରିପାରିବ ନାହିଁ । ସ୍ୱାସ୍ଥ୍ୟପ୍ରତି ସଚେତନ ରହିବା ଲାଗି ପ୍ରତିବର୍ଷ ଏପ୍ରିଲ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ…

କେନ୍ଦ୍ର ମନା କରୁଛି ମୁମ୍ବାଇରୁ ଚିହ୍ନଟ ସଂକ୍ରମିତ ଏକ୍ସଇ ଭେରିଏଣ୍ଟ ନୁହଁ, ମୁମ୍ବାଇ ଏବେ ମାସ୍କ-ଫ୍ରି

ମୁମ୍ବାଇ: କରୋନା ସଂକ୍ରମଣ ପ୍ରାୟ କମି ଆସୁଥିବା ବେଳେ ହଠାତ୍ ମୁମ୍ବାଇରୁ ଆସିଲା ନୂଆ ଭେରିଏଣ୍ଟ ଖବର । ସଙ୍ଗେସଙ୍ଗେ ସାରା ଦେଶରେ ଖେଳିଗଲା ଖବର । ନୂଆ ଭେରିଏଣ୍ଟକୁ ନେଇ ଲୋକେ ହଠାତ୍ ଚିନ୍ତିତ ହୋଇପଡ଼ିଲେ । ତେବେ ଅଧିକାଂଶ ଲୋକେ ଟୀକା ନେଇଥିବାରୁ ଡର ଟିକେ କମ୍ । ତେବେ କରୋନା ସଂକ୍ରମଣ…

ଲିଙ୍ଗରାଜ ପି.ଏଚ୍ ହେବ ଷ୍ଟେସନ, ଭୁବନେଶ୍ୱର ଷ୍ଟେସନର ହେବ ନବୀକରଣ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଲେ ସ୍ୱୀକୃତି

ଭୁବନେଶ୍ୱର : କେନ୍ଦ୍ରରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ୱରେ ଦୁଇଟି ପ୍ରକଳ୍ପ ପାଇଁ ସାଂସଦ ଅପରାଜିତା କେନ୍ଦ୍ରରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନିବେଦନ କରିଥିଲେ ।ତାହା ଆଜି ସଫଳ ରୂପାୟନ ହୋଇଛି । ଏକାମ୍ର ନିର୍ବାଚନ…

କଟକ ମହାନଗର ନିଗମ ଡେପୁଟି ମେୟର ହେଲେ ଦମୟନ୍ତୀ ମାଝୀ

କଟକ : କଟକ ମହାନଗର ନିଗମ ଡେପୁଟି ମେୟର ହେଲେ ଦମୟନ୍ତୀ ମାଝୀ । ବିନା ପ୍ରତିଦ୍ୱନ୍ଦିରେ ବିଜୟ ମୁକୁଟ ପିନ୍ଧିଛନ୍ତି ଦମୟନ୍ତି । କଟକରେ ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବେ ବିଜୟୀ ହୋଇଥିଲେ ଦମୟନ୍ତୀ । ସେ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଅର୍ଥନୀତି ବିଭାଗରେ ପିଜି ଦ୍ୱିତୀୟ ବର୍ଷ ପାଠ…

[ଭିଡିଓ] ଦୀପ ଜାଳିଦେଲା ୬ ବଖରା ଘର, ଜଣେ ଗୁରୁତର

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଜଗନ୍ନାଥପୁର ପଂଚାୟତ ଅଧିନସ୍ତ ସୀତାପୁର ଗାଁରେ ଘରପୋଡି ଘଟଣା । ଅଗ୍ନିକାଣ୍ଡରେ ଦୁଇଟି ପରିବାର ବେସାହାରା ହୋପଡିଥିଲାବେଳେ ଜଣକର ଅବସ୍ଥା ଗୁରୁତର ରହିଛି । ଗତକାଲି ରାତିରେ ସୀତାପୁର ଗାଁର ବିଜୟ କୁଣ୍ଡିଙ୍ଗ ଓ ପାତିକା ନରେଶଙ୍କ ପରିବାର ଲୋକେ…

XE ଭାରିଆଣ୍ଟକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ , ଗହଳିରେ ମାସ୍କ ପିନ୍ଧନ୍ତୁ : ଡିଏମଇଟି ନିର୍ଦ୍ଦେଶକ

ଭୁବନେଶ୍ୱର : କରୋନାର ନୂଆ ଭାରିଆଣ୍ଟ XEକୁ ନେଇ ଭୟଭୀତ ହେବା ଦରକାର ନାହିଁ ।ସମସ୍ତେ ମାସ୍କ ପିନ୍ଧିବା ଜରୁରୀ । ଏହା ପ୍ରାଥମିକ ପର୍ଯ୍ୟାୟ ଗତକାଲି ଚିହ୍ନଟ ହୋଇଛି ।ଏଥିପ୍ରତି ଭୟଭୀତ ହେବା ଦରକାର ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ଡକ୍ଟର ରମାରମଣ ମହାନ୍ତି କହିଛନ୍ତି । ଗତକାଲି…

ବିଜେବି କଲେଜରେ ଜାଲ ସାର୍ଟିଫିକେଟ ଦେଖାଇ ଆଡମିଶନ ମାମଲା , ୨ ଅଟକ

ଭୁବନେଶ୍ୱର : ବିଜେବି କଲେଜ ଜାଲ ସାର୍ଟିଫିକେଟରେ ଆଡମିଶନ ମାମଲା । ଏହି ମାମଲାରେ ତନାଘନା ଜାରି ରଖିଛି ପୋଲିସ । ଦୁଇ ଜଣଙ୍କୁ ଏହି ଘଟଣାରେ ଅଟକ ରଖିଛି ବରଗଡ ଥାନା ପୋଲିସ । ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟଲ ଦେଇ ବିଜେବି କଲେଜରେ ଆଡମିଶନ କରିଛନ୍ତି କି ନାହିଁ ସେନେଇ ପୋଲିସ ପଚରା ଉଚରା…

ଫସଲ ନଷ୍ଟ , ଋଣ ନେଲା ଚାଷୀଙ୍କ ଜୀବନ , କ୍ଷତିପୂରଣ ଦାବି କଲେ ପରିବାର

ଯାଜପୁର : ଜୀବନ ନେଇଗଲା ଋଣ ଭାର । ଋଣ ଭାର ସହି ନପାରି ଜୀବନ ହାରିଦେଲେ ଚାଷୀ ।ଯାଜପୁର ଜିଲ୍ଲା ବିଂଝାରପୁରର ଜରି ନାଉବାଙ୍କ ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଭାଗଚାଷୀ ନବଘନ ଧଳ ଧାର କରଜ ସୁଝି ନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଅଦିନିଆ ବର୍ଷା…