Latest Odisha News

BREAKING NEWS

Yearly Archives

2022

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୬)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୬ କର ସାର୍‌ଙ୍କ କହିବା ମୁତାବକ ତାଙ୍କୁ କୈଣସି ମାନସିକ ଚାପଠାରୁ ଦୂରେଇ ରଖିବାକୁ ପଡିବ । ଯେତେ ଏକୁଟିଆ ହେବେ, ସେତେ ୟାଡୁସିଆଡ଼ୁ ଭାବିବେ । କଥା ବୁଲେଇ ଦେଲା କୁମାର । ହୋଉ ତେବେ ଚାଲନ୍ତୁ, ଘରେ ବସି ଆଲୋଚନା…

ହାଇଦ୍ରାବାଦର ଏକ କବାଡିଆ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ୧୧ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ: ହାଇଦ୍ରାବାଦର ଏକ କବାଡିଆ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୧୧ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେଠାରୁ ଜଣେ ବ୍ୟକ୍ତିଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଚାରିଆଡେ ଆତଙ୍କ…

ବାଇଡେନଙ୍କ ବୟାନ, ଖୁବଶୀଘ୍ର ବଦଳିବ ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟ

ନ୍ୟୁୟର୍କ: ପୋଲାଣ୍ଡ ଗସ୍ତ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୟାନ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି ।  ଆମେରିକାର ଏହି ୪୬ ତମ ରାଷ୍ଟ୍ରପତି କହିଛନ୍ତି ଯେ ଖୁବ୍ ଶୀଘ୍ର ବଦଳିବ ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟ। ଆଉ ଏହାର ନେତୃତ୍ୱ ନେବ ଆମେରିକା । ଏଥିପାଇଁ ଆମେରିକା ବିଶ୍ୱର…

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି: ଆଗକୁ ଖାଦ୍ୟ ସଙ୍କଟ ନେଇ ସତର୍କ ବାଣୀ

ଦିଲ୍ଲୀ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି । ଏହାରି ଭିତରେ ଯୁଦ୍ଧ ୨୭ଦିନରେ ପହଞ୍ଚିଥିବା ବେଳେ ସପିଂ ମଲରେ କ୍ରେମଲିନ ସେନାର ବୋମାମାଡରେ ୮ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ସତର୍କ କରାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । କହିଛନ୍ତି ୟୁକ୍ରେନ ଖାଦ୍ୟଶସ୍ୟ ଉତ୍ପାଦନକାରୀ ରାଷ୍ଟ୍ର…

ଆଜି ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ:  ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ହେବ ବନକଲାଗି ନୀତି । ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର…

ହୁତ ହୁତ ହୋଇ ଜଳିଗଲା କାଠ ଗୋଦାମ, ୧୧ ଜୀବନ୍ତଦଗ୍ଧ

ସିକନ୍ଦରାବାଦ: ତେଲେଙ୍ଗାନା ସିକନ୍ଦରାବାଦର ଭୋଇଗୁଡା ଅଞ୍ଚଳରେ ଥିବା ଏକ କାଠ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାରମ୍ଭିକ ଭାବେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଜଣେ ନିଆଁର ଆଁରୁ ବର୍ତ୍ତିଯାଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ…

ବିଧାୟକ ପ୍ରଶାନ୍ତଙ୍କ ଗାଡ଼ି ନମ୍ବର ବଦଳାଗଲା ନା ପୂର୍ବରୁ ବଦଳାଯାଇଥିଲା

ଭୁବନେଶ୍ୱର: ଗିରଫ ହୋଇ ବାଣପୁର ଜେଲରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହେବ ବୋଲି ସୂଚନା ରହିଛି । ଯେଉଁ ଗାଡି ବ୍ୟବହାର କରୁଥିଲେ ବିଧାୟକ ସେଥିରେ ଲାଗିଥିବା ଗାଡି ନମ୍ବର ଆଉ ଗୋଟିଏ ଗାଡିର । ସେହି ଗାଡିଟି ହ୍ୟୁଣ୍ଡାଇ କ୍ରେଟାର ଏବଂ…

ଜାମିନ୍ ଖାରଜ, ବାଣପୁର ଜେଲରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ବାଣପୁର: ଖାରଜ ହେଲା ଜାମିନ୍, ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଜିଲ୍ଲା ଦୌରା ଜଜ କୋର୍ଟରୁ ଆମ୍ବୁଲାନ୍ସ ଯୋଗେ ନିଆଯାଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବାଣପୁର କୋର୍ଟରେ ହାଜର କରାଯାଇଥିଲା । ରାତି ୯ଟା ୧୦ ମିନିଟରେ ହାଜର ହେବା…

ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ: ୪ ମୃତ, ୪ରୁ ଅଧିକ ହସ୍ପିଟାଲରେ ଚିକିତ୍ସାଧୀନ

ବ୍ରହ୍ମପୁର: ଗୋଷ୍ଠୀ ସଂଘର୍ଷରେ ଚାଲିଗଲା ତିନି ଭାଇ ଏବଂ ଜଣେ ପୁତୁରାର ଜୀବନ । ବିଳମ୍ବିତ ରାତିରେ ଗଞ୍ଜାମ ଶେରଗଡ ବ୍ଲକର ହିଞ୍ଜିଳି ଥାନା ନିକଟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ଚାରି ଜଣ ପ୍ରାଣ ହରାଇଥିବା ବେଳେ ଆଉ କିଛି ହସ୍ପିଟାଲରେ…

‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ, ବହି ପଢ଼ା ଆଗ୍ରହ ସୃଷ୍ଟି ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ସୁନ୍ଦରଗଡ଼: କରୋନା ମହାମାରୀର ପ୍ରକୋପ କମିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ ପୁଣିଥରେ ଆରମ୍ଭ କରାଯାଇଛି। ଆଜିର ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ଏହି ଅଭିଯାନ…