[ଭିଡିଓ] ରାତି ପାହିଲେ ପୌର ଭୋଟ : ସୁବର୍ଣ୍ଣପୁରରେ ବୁଥ୍ ମୁହାଁ ପୋଲିଂ ପାର୍ଟି
ସୁବର୍ଣ୍ଣପୁର : ରାତି ପାହିଲେ ହେବ ଭୋଟ । ଏବେଠାରୁ ପୋଲିଂ ପାର୍ଟି ବୁଥ୍ ମୁହାଁ ହେଲେଣି । ସୁବର୍ଣ୍ଣପୁର ଜିଲ୍ଲାରେ ଗୋଟିଏ ପୌର ପରିଷଦ ଓ ଦୁଇଟି ଏନଏସି ତରଭା ଓ ବନିକାରେ ମତଦାନ ହେବ । ସେଥିପାଇଁ ବୁଥ ଗୁଡିକରେ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି ।ସୋନପୁରେ ୧୫ ଟି ୱାର୍ଡ…