Latest Odisha News

BREAKING NEWS

Yearly Archives

2022

ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ: ଲଗାତର ଦ୍ୱିତୀୟ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ବୁଧବାର ଦିନ ପୁଣି ଥରେ ତୈଳ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲର ଦାମ ବଢାଇଛନ୍ତି । ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ହୋଇଛି। ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୭.୦୧…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଅବା ବର୍ତ୍ତମାନ ଆଲୋଚନା କରୁଥିବା ନୀଳାଦ୍ରୀନାଥ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା ଚାରିଯୁଗରେ ଅଛି । ସେଥିପାଇଁ ହିଁ ଆମେ ପରମ ପୁରୁଷ, ପରଂବ୍ରହ୍ମ, ପୁରୁଷୋତ୍ତମ,…

ଭାଷା ଭାଗବତ : ସ୍ବରୁଚି, ସ୍ବଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୩  ଭାଷାରେ ବହୁ ଶବ୍ଦ ଅଛି ସ୍ବରୁଚି ଜାଣି ନେଉଁ ବାଛି କେଉଁଟି ଶୁଦ୍ଧ କି ଅଶୁଦ୍ଧ ବୁଝିବା ରୂପଗତ ଭେଦ ଭାଷା ମାତ୍ରକେ ଆଂଚଳିକ କଥା ମାତ୍ରକେ ସାମୟିକ ସ୍ଥାନ ଓ କାଳ ଅନୁଯାୟୀ କିଛି ବି ନୁହେ ଚିରସ୍ଥାୟୀ ଯେ କହେ କିଂବା…

ବିଶ୍ୱ ଜଳ ଦିବସ: କେମିତି ପାଣି ହେଲା ଦେଶର ବଡ ବ୍ୟବସାୟ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜଳ ଏପରି ଏକ ପ୍ରାକୃତିକ ସମ୍ପଦ ଯାହା କେବଳ କୃଷି ଉଦ୍ଦେଶ୍ୟରେ କିମ୍ବା ପିଇବା ପାଇଁ ବ୍ୟବହୃତ ହୁଏ ନାହିଁ ବରଂ ଏହା ଜୀବନ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଳ ବିନା ଜୀବନ ଅସମ୍ଭବ। ତେଣୁ କୁହାଯାଏ ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ବି ସୃଷ୍ଟି ନାଶ ।…

ସରିଗଲା ପ୍ରଚାର, ମୈଦାନକୁ ଓହ୍ଲାଇଲେନି ବିଜେପିର ହେବିଓ୍ୱେଟ୍

ଭୁବନେଶ୍ୱର: ମହାନଗର ନିଗମ ଏବଂ ପୌର ନିର୍ବାଚନ ପାଇଁ ପ୍ରଚାର ସରିଗଲା କିନ୍ତୁ ମୈଦାନକୁ ଓହ୍ଲାଇଲେନି ବିଜେପିର ହେବିଓ୍ୱେଟ୍ ନେତା । ପଞ୍ଚାୟତ ନିର୍ବାଚନର ପରାଜୟ ପରେ ବିଜେପି ମହାନଗର ଏବଂ ପୌର ନିର୍ବାଚନ ଉପରେ ଜୋରଦାର ଫୋକସ କରିବ ଏବଂ ପଞ୍ଚାୟତ ନିର୍ବାଚନର ଭୁଲରୁ ଶିକ୍ଷାଲାଭ କରି ଶାସକ…

ବିଜେପିର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ, ସନ୍ଦେହ ଘେରରେ ଡକ୍ଟରେଟ ଶିକ୍ଷାଗତ ଯୋଗ୍ୟତା

ଭୁବନେଶ୍ୱର: ସରିଛି ପ୍ରଚାର, ଏବେ ଅନ୍ଧାରି ବିଜେର ସମୟ । ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ପଡିବ ଭୋଟ୍ । କିନ୍ତୁ ପ୍ରଚାର ବେଳେ ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କ ଶିକ୍ଷାଗତ ଯୋଗ୍ୟତା ଏବେ ସନ୍ଦେହ ଘେରକୁ ଆସିଛି । ସୁନୀତି ତାଙ୍କ ନାଁ ପୂର୍ବରୁ…

ଦି କଶ୍ମୀର ଫାଇଲ୍ସ ପାଇଁ ଗୀତ ଗାଇବାକୁ ରାଜି ହୋଇ ଯାଇଥିଲେ ଲତା ମଙ୍ଗେସକର !

ମୁମ୍ବାଇ: ଅନୁପମ ଖେର ଅଭିନୀତ ଓ ବିବେକ ରଂଜନ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ଦି କଶ୍ମୀର ଫାଇଲ୍ସ ଭାରତୀୟ ଫିଲ୍ମ ଇତିହାସରେ ସଫଳତାର ନୂତନ ଅଧ୍ୟାୟ ଯୋଡିଛି । ନିକଟରେ ଏକ ସାକ୍ଷାତକାରରେ ବିବେକ କହିଛନ୍ତି ଏହି ଫିଲ୍ମର ଏକ ଗୀତ ପାଇଁ ସେ ମହାନ ଗାୟିକା ଲତା ମଙ୍ଗେସରକରଙ୍କ ସହ ଯୋଗାଯୋଗ…

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ସୁନାର ପାହାଡ଼ରେ ଟନ୍ ଟନ୍ ସୁନା

 ଭୁବନେଶ୍ୱର : ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । ଏହି ଘଟଣା ବିଶ୍ୱାସ ନହେଲେ ବି ସତ । ଏମିତି ଏକ ରହସ୍ୟମୟୀ ସୁନାର ପାହାଡ଼ ରହିଛି । ଏହି ପାହାଡରେ ଟନ୍ ଟନ୍ ସୁନା ରହିଥିବା କଥା କୁହାଯାଇଛି । ହେଲେ ଏହି ସ୍ଥାନରୁ କିନ୍ତୁ ଆଜି ଯାଏଁ କେହି ବି ଟିକେ ମାତ୍ର ସୁନା ଉତ୍ତୋଳନ କରିପାରିନାହିଁ। ଏତେ…

ପୁଣି ବିଗିଡିଲା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା , ଏୟାର ଆମ୍ୱୁଲାନ୍ସରେ ଯିବେ ଦିଲ୍ଲୀ ଏମ୍ସ

ଦିଲ୍ଲୀ : ପୁଣି ବିଗିଡିଲା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା । ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଞ୍ଚିରୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯିବ  । ଲାଲୁଙ୍କ କିଡନୀ ଓ ହାର୍ଟରେ ସମସ୍ୟା ଥିଲା । ସେ କିଛି ଦିନ ହେବ ରାଞ୍ଜି ହସ୍ପିଟାଲରେ ଚିକିତ୍ସିତ…

[ଦେଖନ୍ତୁ ଭିଡିଓ] ଜଳ ବିହୁନେ ସର୍ବନାଶ, ଜଳ ବହୁଳେ ସର୍ବନାଶ: ଜୀବନ ପାଇଁ ଜଳ ଜରୁରୀ

 ଭୁବନେଶ୍ୱର : ଜଳ ହିଁ ଜୀବନ। ଜଳ ବିନା ଆମ ବଞ୍ଚିବା ଅସମ୍ଭବପର । କଥାରେ ଅଛି ଜଳ ବିହୁନେ ସର୍ବନାଶ , ଜଳ ବହୁଳେ ସର୍ବନାଶ । ବିନା ଜଳରେ ଦୂବ ବି କଇଁଳିବା ଅସମ୍ଭବ । ଜଳ ଅଛି ମାନେ, ଜୀବନ ରହିଛି । ଜୀବନ ପାଇଁ ଜଳର ମୂଲ୍ୟ ଅତି ଜରୁରୀ । ପୃଥିବୀର ପ୍ରାୟ ୭୧.୪ ପ୍ରତିଶତ ଜଳପୂର୍ଣ୍ଣ ଅଟେ ।…