Latest Odisha News

BREAKING NEWS

Yearly Archives

2022

ପୁଷ୍କର ହେବେ ଉତରାଖଣ୍ଡ ସିଏମ : ଧୋନୀଙ୍କ ପରି ଦଳକୁ ଜିତାଇ ନିଜ ୱିକେଟ ହରାଇଥିଲେ

ଡେରାଡୁନଁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବା ସହ ପୁଷ୍କର ସିଂ ଧାମି ଦ୍ୱିତୀୟ ଥର ପାଇଁ ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତି ନିଆଯାଇଛି । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ମୀନାକ୍ଷୀ ଲେଖି ପ୍ରମୁଖ ଉପସ୍ଥିତ ଥିଲେ ।…

ଫିଲ୍ମ ‘ଗଲ୍ଲି ବୟ’ ରାପର୍ ଧର୍ମେଶ ପରମାର୍‌ଙ୍କ ମୃତ୍ୟୁ

ମୁମ୍ବାଇ: ଫିଲ୍ମ ଗଲ୍ଲି ବୟରେ ଶୁଣିବାକୁ ମିଳିଥିଲା ଭଳିକିଭଳି ରାପ୍ । ଏହି ଫିଲ୍ମ ପାଇଁ ନିଜ ପ୍ରତିଭା ଦେଖାଇଥିଲେ ଏକାଧିକ ରାପର୍ । ଏହି ତାଲିକାରେ ସାମିଲ ଥିଲେ ରାପର୍ ମ୍ୟାକ୍ ତୋଡ୍ ଫୋଡ୍ ଓରଫ ଧର୍ମେଶ ପରମାର୍ । ତେବେ ନିକଟରେ ଏହି ୨୪ ବର୍ଷୀୟ ରାପର୍‌ଙ୍କର ମୃତ୍ୟୁ ଘଟିଛି । ଧର୍ମେଶ…

ସୁନା ଦୋକାନରେ ଜିଏସଟି ବିଭାଗର ଚଢାଉ

କଟକ : ଅଳଙ୍କାର ଦୋକାନରେ ଜିଏସଟି ବିଭାଗର ଚଢାଉ । କଟକ ସିଟି ଜିଏସ ଟି ବିଭାଗ ପକ୍ଷରୁ କଟକ ଜିଲ୍ଲା ନିଆଳି ଥାନା ସମ୍ମୁଖରେ ଥିବା ମା’ ଅଳଙ୍କାର ସୁନା ଦୋକାନ ଉପରେ ଚଢାଉ ହୋଇଛି ।ଚଢାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର , କମ୍ପ୍ୟୁଟର ଓ  ଗଛିତ ସୁନା  ଜିଏସଟି ବିଭାଗ ଜବତ କରିଛି ।…

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣା , ଅବସରପ୍ରାପ୍ତ ସରକାରୀ ଅଫିସର ନିରଞ୍ଜନ ସେଠୀ ଗିରଫ

 ଭୁବନେଶ୍ୱର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା ।ଏହି ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ ।ମାମଲା ସହ ସଂପୃକ୍ତ ଅଭିଯୋଗରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀଙ୍କୁ ଭଦ୍ରକ ପୋଲିସ ଗିରଫ କରିଛି ।ଏହା ସହ ରାଜ୍ କମୁନିକେସନ ମାଲିକ ରଞ୍ଜନ…

ବିବାହର ୪ ବର୍ଷ ପରେ ଗୁଡ ନ୍ୟୁଜ ଶେୟାର କଲେ ସୋନମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କାପୁର ବିବାହର ୪ ବର୍ଷ ପ୍ରଶଂସକଙ୍କ ସହ ଗୁଡ ନ୍ୟୁଜ ଶେୟାର କରିଛନ୍ତି । ସୋସିଆଲ ମିଡିଆରେ ସୋନମ ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି ବୋଲି କହିଛନ୍ତି । ସେ ଶେୟାର କରିଥିବା ଫଟୋରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି । ପତି ଆନନ୍ଦ ଆହୁଜା…

୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ଚୀନ ବିମାନ ଦୁର୍ଘଟଣାଗ୍ରସ୍ତ

ଗୁଆଙ୍ଗସି: ଚୀନରେ ଆଜି ଏକ ବଡ ଧରଣର ବିମାନ ଦୁଘଟଣା ଘଟିଛି । ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ହଠାତ କ୍ରାଶ ହୋଇ ଯାଇଥିଲା । ଆଖି ପିଛୁଳାକେ ୨ ମିନିଟ ମଧ୍ୟରେ ୩୦,୦୦୦ ଫୁଟ ତଳକୁ ଏହା ଖସି ପଡିଥିଲା । କେତେଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି ସେ ନେଇ କୌଣସି ରିପୋର୍ଟ ପ୍ରକାଶ ପାଇ…

[ଦେଖନ୍ତୁ ଭିଡିଓ] ପୌର ନିର୍ବାଚନ ନେଇ ମାହୋଲ ସରଗରମ: ନିର୍ବାଚନୀ ରାଲିରେ ଷ୍ଟାର ପ୍ରଚାରକ

ଯାଜପୁର: ପାଖେଇ ଆସୁଛି ପୌର ନିର୍ବାଚନ । ଆସନ୍ତା କାଲି ସରିବ ନିର୍ବାଚନ ପ୍ରଚାର । ଏଥିପାଇଁ ପ୍ରତ୍ୟେକ ପୌରାଂଚଳରେ ସରଗରମ ଚାଲିଛି ପ୍ରଚାର । ରାଜ୍ୟର ଅନ୍ୟତମ ପୁରାତନ ଯାଜପୁର ପୌରପାଳିକାରେ ମଧ୍ୟ ପ୍ରଚାର ଜୋରଦାର କରାଯାଇଛି । ବିଜୁ ଜନତା ଦଳ ପକ୍ଷରୁ ବିଶାଳ ବାଇକ ରାଲି କରାଯାଇଛି ।…

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ , ମାଓ ଗତିବିଧି ଓ ନିର୍ବାଚନ ସୁପରିଚାଳନା ନେଇ ଆଲୋଚନା

କୋରାପୁଟ : କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ । କୋରାପୁଟ ବିଏସଏଫ୍ ସେକ୍ଟରରେ ଅବତରଣ କରିବା ପରେ ଦକ୍ଷୀଣ ପଶ୍ଚିମ ଡିଆଇଜିଙ୍କ ସହ ଆଜି ନିର୍ବାଚନୀ ସମୀକ୍ଷା  ମାଓ ଅପରେସନ ଓ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା…

ପୌର ନିର୍ବାଚନ ପ୍ରସ୍ତୁତି: ମୋଟ୍ ୪୦ ଲକ୍ଷ ୫୫ ହଜାର ଭୋଟର

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆସନ୍ତାକାଲି ସରିବ ପ୍ରଚାର । ଭୋଟ୍ ଗ୍ରହଣ ତାରିଖ ପାଖେଇବା ସହ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ ଯାଏ ମତଦାନ ଚାଲିବ । ଭୋଟ୍ ଗ୍ରହଣ କାମରେ ନିୟୋଜିତ ହେବେ ମୋଟ୍ ୨୨ ହଜାର ପୋଲିଂ କର୍ମଚାରୀ ।…

କୋଭିଡ ପୁଣିଥରେ ଭୟାବହ ଆଣିପାରେ, ଚେତାଇଲେ ଆନ୍ଥୋନି ଫାଉସି

ନ୍ୟୁୟର୍କ: ପ୍ରଥମ ଏବଂ ଦ୍ୱିତୀୟ ବର୍ଷ ତୁଳନାରେ କରୋନା ମହାମାରୀ ତୃତୀୟ ବର୍ଷରେ ସେତେଟା ଘାତକ ନାହିଁ । ଟିକାକରଣ ଓ ଲୋକଙ୍କ ସଚେତନତାରୁ କରୋନା ଦୁର୍ବଳ ହୋଇଛି ବୋଲି ବିଶେଷଜ୍ଞ କହିଛନ୍ତି । କିନ୍ତୁ କରୋନାର ଦ୍ୱିତୀୟ ଏବଂ ପ୍ରଥମ ଲହର କେତେ ଗମ୍ଭୀର ଥିଲା ତାହା ଆମେରିକା, ଇଟାଲୀ,…