ଭାଷା ଭାଗବତ : ନୂତନ ଲିଖନ ପଦ୍ଧତି
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୨
ସବୁ ତ ହେଲାଣି ନୂତନ
କିଛି ବି ନାହିଁ ତତ୍କାଳୀନ
ଇଂଧନ ରଂଧନ ଭୋଜନ
ପରିଧାନ ଓ ପ୍ରସାଧନ
ଲୋକଂକ ଗମନାଗମନ
ନିମଂତେ କେତେ ଭଳି ଯାନ
ଗାୟନ ନର୍ତନ ଭଜନ
କୀର୍ତନ ପରି କାର୍ଯମାନ
କେଉଁଟି ନାହିଁ ପୂର୍ବ ଭଳି
ସବୁ ତ ଗଲାଣି…