Latest Odisha News

BREAKING NEWS

Yearly Archives

2022

ସାହିତ୍ୟ ଆତ୍ମାନୁଭବର ଉଚ୍ଚାରଣ : ପଦ୍ମଜା ଶରଣ

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରତିଷ୍ଠିତ ପ୍ରତିଭା ପଦ୍ମଜା ଶରଣ। ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଚ୍ଛକ ପ୍ରତିବିମ୍ବ, ମଣିଷର ସଂସାର ସଂଘର୍ଷ ଓ ଜୀବନାଦର୍ଶ । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ…

ଦ୍ୱିତୀୟ ଦିନରେ ବି ଆଗରେ ବିଜେଡ଼ି

ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନରେ ଭୋଟ୍ ଗଣତି ଚାଲିଛି । ଦ୍ୱିତୀୟ ଦିନରେ ୧୨ଟା ୩୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୨୨୮ଟି ଜୋନରେ ଆଗୁଆ ରହିଛି । ବିଜେପି ୨୬ ଏବଂ କଂଗ୍ରେସ ୧୬ ଜୋନରେ ଆଗୁଆ ରହିଥିବାବେଳେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୧ ଜୋନରେ ଆଗୁଆ ରହିଛନ୍ତି । ତେବେ ରାଜ୍ୟର…

କାଲିଠୁ ସ୍କୁଲ୍‌ ଯିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସୋମବାରଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ ଖୋଲିବ । ଆରମ୍ଭ ହେବ ଅଫ୍‌ଲାଇନ୍‌ ପାଠପଢ଼ା । । ଆସନ୍ତା ସପ୍ତାହରେ ପାଠ ପଢ଼ାହେବ ନାହିଁ କେବଳ ଆକ୍ଟିଭିଟି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ପିଲାମାନେ ଗତ ଦୁଇ ବର୍ଷ ହେବ…

ଆଇସିସି ମହିଳା ବିଶ୍ୱକପ ୱାର୍ମ ଅପ ମ୍ୟାଚ: ସ୍ମୃତିଙ୍କ ମୁଣ୍ଡରେ ବାଜିଲା ବଲ

ମୁମ୍ବାଇ: ଚଳିତ ଆଇସିସି ମହିଳା ବିଶ୍ୱକପ ୱାର୍ମଅପ ମ୍ୟାଚରେ ଭାରତର ଷ୍ଟାର ଖେଳାଳି ସ୍ମୃତି ମାନ୍ଧନା ଆଘାତପ୍ରାପ୍ତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ୱାର୍ମ ଅପ ମୁକାବିଲାରେ ବ୍ୟାଟିଂ କରୁଥିବା ବେଳେ ତାଙ୍କ ମୁଣ୍ଡରେ ବଲ ବାଜିଛି । ଫିଜିଓ ଓ ଡାକ୍ତର ତାଙ୍କ ଆଘାତ ଅନୁଧ୍ୟାନ କରିବା…

ଘର ମାଲିକ ପିଲାମାନଙ୍କ ଯତ୍ନ ପାଇଁ ୟୁକ୍ରେନରୁ ଭାରତ ଆସିବାକୁ ମନା କଲେ ନେହା

କୀଭ: ୟୁକ୍ରେନରେ ରହି ପାଠ ପଢ଼ୁଥିବା ୧୭ ବର୍ଷୀୟା ହରିୟାଣାର ନେହା ଏବେ ଅନେକଙ୍କ ପାଇଁ ଆଦର୍ଶ ସାଜିଛନ୍ତି । ଭାରତ ସରକାର ଏଠାରେ ରହି ଯାଇଥିବା ଛାତ୍ରମାନଙ୍କୁ ସକୁଶଳେ ସ୍ୱଦେଶ ଫେରାଇ ଆଣୁଥିବା ବେଳେ ନେହା କିନ୍ତୁ ଆସିବାକୁ ମନା କରି ଦେଇଛନ୍ତି । ଏହି ଡାକ୍ତରୀ ପଢ଼ୁଥିବା ଛାତ୍ରୀ ସେଠାରେ…

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ । ଆଜି ସକାଳେ ତାଙ୍କ ଆକାଉଣ୍ଟକୁ କବଜାକୁ ନେଇଥିଲେ ହ୍ୟାକର । ମେସେଜ ବି ପୋଷ୍ଟ ହୋଇଥିଲା । ଯେଉଁଥିରେ ଲେଖାଥିଲା ରୁଷିଆ ଲୋକଙ୍କ ସହ ଠିଆ ହୁଅନ୍ତୁ । କ୍ରିପଟୋ କରେନ୍ସୀ ଦାନକୁ ସ୍ୱୀକାର କର ।…

ଜାଗର ପାଇଁ ଗାଇଡଲାଇନ୍‌ ଜାରି, କୋଭିଡ୍ ପ୍ରୋଟକଲ ପାଳନ ନିର୍ଦ୍ଦେଶ

ଭୁବନେଶ୍ୱର : ମହାଶିବରାତ୍ରୀ ଜାଗର ଲାଗି ସ୍ୱତନ୍ତ୍ର ରିଲିଫ କମିଶନର(SRC) ଗାଇଡଲାଇନ୍ ଜାରି କରିଛନ୍ତି। ମନ୍ଦିର, ମେଳା ଓ ଉତ୍ସବରେ ଏକାଠି ହେବା ବେଳେ କୋଭିଡ୍ ପ୍ରୋଟକଲ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ରାଜ୍ୟରେ କୋଭିଡ ସଂକ୍ରମଣର ହ୍ରାସ ପାଇଛି। ତେଣୁ ମହାଶିବରାତ୍ରୀ ଅବସରରେ…

ହସ୍ପିଟାଲରେ ଭର୍ତ୍ତି ହେଲେ ଇଶାନ କିଷାନ, ମୁଣ୍ଡରେ ବାଜିଥିଲା ବଲ୍

ଧର୍ମଶାଳା(ହିମାଚଳପ୍ରଦେଶ): ହସ୍ପିଟାଲରେ ଭର୍ତ୍ତି ହେଲେ ଟିମ୍ ଇଣ୍ଡିଆର ଓପେନିଂ ବ୍ୟାଟ୍ସମ୍ୟାନ୍ ଇଶାନ୍ କିଷାନ । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ବେଳେ ମୁଣ୍ଡରେ ବଲ୍ ବାଜିଥିଲା । ଏହାପରେ ଚିକିତ୍ସା ପାଇଁ ତାଙ୍କୁ କାଙ୍ଗଡା ସ୍ଥିତ ଫୋର୍ଟିସ୍ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି…

୨୯୫ ଜିଲ୍ଲା ପରିଷଦ ଜୋନ୍ ରେଜଲ୍ଟ: ବିଜେଡି ଏକାକୀ ଜିତିଛି ୨୬୩

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ପୁଣି ଶଙ୍ଖ ନାଦ । ବର୍ତ୍ତମାନ ସୁଦ୍ଧା ଗଣତିରେ ଦମ୍ ଦେଖାଉଛି ବିଜେଡି । ବିଭିନ୍ନ ଜିଲ୍ଲାରେ କ୍ଲିନ୍ ସୁଇପ୍ ଅଭିମୁଖେ ଅଗ୍ରସର ହେଉଛି ଦଳ । ବର୍ତ୍ତମାନ ସୁଦ୍ଧା ୨୯୫ ଜିଲ୍ଲା ପରିଷଦ ଆସନରେ ଗଣିତ ପରେ ଫଳାଫଳ ପ୍ରକାଶ ପାଇଛି । ଏଥିରୁ ବିଜେଡି ଏକାକୀ ୨୬୩…

ଦିଲ୍ଲୀ ବିମାନ ବନ୍ଦରରେ ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ, ଫେରିଲେ ୨୫୦ ଭାରତୀୟ ଛାତ୍ରଛାତ୍ରୀ

ଦିଲ୍ଲୀ : ୟୁକ୍ରେନରୁ ୨୫୦ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱଦେଶ ଫେରିଛି ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ । ଆଜି ଦିଲ୍ଲୀ ବିମାନବନ୍ଦରରେ ଏହି ବିମାନ ଅବତରଣ କରିବା ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା । ବିମାନଟି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିବା…