Latest Odisha News

BREAKING NEWS

Yearly Archives

2022

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ, ଗମ୍ଭୀରାରୁ ବାବା ଲୋକନାଥଙ୍କ ଦର୍ଶନ

ପୁରୀ : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ । ଏହି ଅବସରରେ ପୁରୀର ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ଗମ୍ଭୀରାରୁ ବର୍ଷ ତମାମ ସଞ୍ଚିତ ହୋଇ ରହିଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ ପଙ୍କ ହିସାବରେ ପରମ୍ପରା ଅନୁସାରେ କଢ଼ାଯିବ। ବର୍ଷ ତମାମ ଜଳରାଶି ମଧ୍ୟରେ ଧ୍ୟାନସ୍ଥ ରହିବା ପରେ…

ୟୁକ୍ରେନରେ ଋଷ ସେନାର ଆକ୍ରମଣ ଜାରି : ସହଯୋଗର ହାତ ବଢାଇଲେ ଅନ୍ୟ ରାଷ୍ଟ୍ର

ଦିଲ୍ଲୀ: ୟୁକ୍ରେନରେ ଏବେବି ଜାରି ରହିଛି ଋଷ ସେନାର ଆକ୍ରମଣ । ଏହା ମଧ୍ୟରେ ସେନା ୟୁକ୍ରେନର ଅନେକ ପ୍ରାନ୍ତ ଅଧିକାର କରିନେବା ସହ ଏବେ ବି ବିସ୍ଫୋରଣ ଓ ରକେଟ ମାଡ ଜାରି ରଖିଛି । ଅନ୍ୟପଟେ କାହାରି କଥା ଶୁଣୁନଥିବା ଋଷ ଉପରେ ଆକ୍ରୋଶ ମନୋଭାବ ପୋଷଣ କରିଛନ୍ତି ୟୁରୋପୀୟ ରାଷ୍ଟ୍ର  ।…

ଆଜି ରାଜ୍ୟରୁ ୨୫୧ କରୋନା ପଜିଟିଭ୍, ୫ ଜିଲ୍ଲାରେ ନୂଆ ସଂକ୍ରମିତ ଶୂନ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସିଛି କରୋନା । ଦୈନିକ ସଂକ୍ରମଣ ଖସୁଛି । ଏବେ ତିନି ଶହ ଭିତରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୫୧ ସଂକ୍ରମିତ । ୨୫ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୪୬ ଓ…

ଖାରକିଭରେ ଗ୍ୟାସ ପାଇପ୍ ଲାଇନ୍ ଉଡ଼ାଇଲା ରୁଷ ସେନା

କିଭ୍(ୟୁକ୍ରେନ୍): ତୀବ୍ର ହେଉଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଜୋରଦାର ଲଢ଼େଇ ଚାଲିଛି । ରୁଷ୍ ସେନା ଆଗକୁ ଆଗକୁ ବଢୁଥିବା ବେଳେ ଅଟକାଇବା ପାଇଁ ଭରପୁର ପ୍ରୟାସ ଚଳାଇଛି ୟୁକ୍ରେନ୍ ସେନା । ଘନ ଘନ ବିସ୍ଫୋରଣ କରୁଛି ପୁଟିନ୍ ସେନା । ମିସାଇଲ୍ ମାଡ କରୁଛି । ୟୁକ୍ରେନର ଦ୍ୱିତୀୟ ବୃହତ ସହର…

ଦିଲ୍ଲୀରେ ପହଞ୍ଚିଲେ ୟୁକ୍ରେନରେ ଫସିଥିବା ଆଉ ୨୫୦ ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରନରେ ଯୁଦ୍ଧ ଘନଘଟା ଭିତରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ । କେନ୍ଦ୍ର ସରକାରଙ୍କ ସହଯୋଗରେ ସେଠାରେ ଥିବା ଭାରତୀୟ ଘର ବାହୁଡ଼ା କରୁଛନ୍ତି । ୟୁକ୍ରେନରୁ ଆଉ ୨୫୦ ଭାରତୀୟ ନାଗରିକ ଫେରିଛନ୍ତି । ଆଜି ସକାଳୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ସେମାନଙ୍କୁ ରୋମାନିଆର…

ପଞ୍ଚାୟତ ରେଜଲ୍ଟ: ଏଯାଏ ୨୩୦ ଜିଲ୍ଲା ପରିଷଦ ଜୋନରେ ଜିତିଛି ବିଜେଡି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନେଇ ଭୋଟ୍ ଗଣତି ଚାଲିଛି । ଗତକାଲି ଗଣନା କରାଯାଇଥିବା ୩୧୫ ଜିଲ୍ଲା ପରିଷଦ ଜୋନରୁ ୨୫୬ଟିର ଫଳାଫଳ ପ୍ରକାଶ ପାଇଛି । ଏଯାଏ ୨୩୦ଟି ଜୋନ୍‌ରେ ବିଜେଡି ପ୍ରାର୍ଥୀ ବାଜି ମାରିଛନ୍ତି । କଂଗ୍ରେସ ୧୨ ଓ ବିଜେପି ୧୦ଟି ଆସନରେ ବିଜୟୀ ହୋଇଛନ୍ତି । ଅନ୍ୟାନ୍ୟ ଦଳ…

ପଟ୍ଟାଙ୍ଗିରେ ଜିତିଲେ ସ୍ୱାଧୀନ ପ୍ରାର୍ଥୀ, ହାରିଲେ ସର୍ବଦଳୀୟ ପ୍ରାର୍ଥୀ

କୋରାପୁଟ: ସର୍ବଦଳୀୟ ନେତାଙ୍କ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କଲେ ଭୋଟର । ଜିତିଲେ ସ୍ୱାଧୀନ ପ୍ରାର୍ଥୀ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ଜୋନ୍-୧ରେ ଜିତିଲେ କୋଟିଆ ଝିଅ ଟିକାଇ ଗେମେଲ । ସେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିଥିଲେ । ୩ହଜାରରୁ ଅଧିକ ଭୋଟ ବ୍ୟବଧାନରେ ସର୍ବଦଳୀୟ ପ୍ରାର୍ଥୀ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅଂଶ ବିଶେଷ ବ୍ରହ୍ମ ହିଁ ଜଗତର କାରଣ ଅଟେ । ବେଦାନ୍ତରେ ବର୍ଣ୍ଣିତ ହୋଇଛି "ଶାସ୍ତ୍ର ଯୋନିତ୍ୱାତ "ଅର୍ଥାତ ବ୍ରହ୍ମ ହିଁ ଜଗତ ଉତ୍ପତିର ମୂଳ କାରଣ ଅଟେ ।…

ଭାଷା ଭାଗବତ : ଦ୍ବିରୂପୀ ବନାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୯  ସ୍ବର୍ଣ୍ଣିମ ସ୍ପର୍ଦ୍ଧିତ ବର୍ଦ୍ଧିଷ୍ଣୁ ସ୍ବର୍ଣିମ ସ୍ପର୍ଧିତ ବର୍ଧିଷ୍ଣୁ ଉଭୟ ରୂପ ଚଳେ ଯେଣୁ ପରିଷ୍କୃତକୁ ଏବେ ମାନୁ ମୁହୂର୍ତ୍ତ ସୌହାର୍ଦ୍ଦ୍ୟ ତଦୂର୍ଦ୍ଧ୍ବ ମୁହୂର୍ତ ସୌହାର୍ଦ ତଦୂର୍ଧ୍ବ ଉଭୟ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୨  ମୁଁ ଭାବୁଛି କୋଉଠି ଗୋଟେ ଜଏନ୍ କରିବି । କିଛି ହେଲେ କରିବି । ଘରେ ଭାରି ବୋର୍ ଲାଗୁଛିା’ ମୁଁ ଭାବିଲି ଏଇ ସାତ ଆଠଦିନ ଭିତରେ ତୁମେ ଲାଇନ୍‌କୁ ଆସିଯାଇଥିବ । ପୁଣି ଷ୍ଟାର୍ଟ କଲ? କ'ଣ କରିବି ! ସତ…