Latest Odisha News

BREAKING NEWS

Yearly Archives

2022

ଋଷିଆକୁ ଝଟକା ଦେଲା ୟୁଟ୍ୟୁବ

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଛି ମହାଯୁଦ୍ଧ । ୟୁକ୍ରେନକୁ ଘେରି ଆକ୍ରମଣ କରୁଛି ଋଷିଆ । ଏହାରି ଭିତରେ ଋଷିଆକୁ ଝଟକା ଦେଇଛି ୟୁଟ୍ୟୁବ । ଋଷିଆର ମିଡିଆ ସଙ୍ଗଠନ ଓ ଅନ୍ୟ ଋଷି ଚ୍ୟାନାଲ ଉପରେ ପ୍ରତିବନ୍ଧକ ଲଗାଇଛି ୟୁଟ୍ୟୁବ । ଅସାଧାରଣ ପରିସ୍ଥିତିକୁ ଦର୍ଶାଇ ୟୁଟୁବ କହିଛି ଯେ,…

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମାଇଲ୍ଡ ବ୍ରେନ୍ ଷ୍ଟ୍ରୋକ୍ !

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୀତନ ରାମ ମାଞ୍ଝି ଅସୁସ୍ଥ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପାଟନାର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ରିପୋର୍ଟରୁ ତାଙ୍କୁ ମାଇଲ୍ଡ ବ୍ରେନ୍ ଷ୍ଟ୍ରୋକ୍…

ବେଲାରୁଷରେ ଆଲୋଚନା ପାଇଁ ରୁଷ ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ୟୁକ୍ରେନ

କୀଭ: ୟୁକ୍ରେନରେ ୪ର୍ଥ ଦିବସରେ ମଧ୍ୟ ରୁଷର ଆକ୍ରମଣ ଜାରୀ ରହିଛି । ଏହି ଅବସରରେ ବେଲାରୁଷରେ ଆଲୋଚନା ପାଇଁ ୟୁକ୍ରେନକୁ ରୁଷ ପ୍ରସ୍ତାବ ଦେଇଥିଲା । ତେବେ ୟୁକ୍ରେନ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି । ଆମେ ଯୁଦ୍ଧର ସମାପ୍ତି ଚାହୁଁଚୁ । ମାତ୍ର ବେଲାରୁଷରେ ଏହି ଆଲୋଚନା ସମ୍ଭବପର…

ଭଦ୍ରକ: ୭ଟି ବ୍ଲକର ୭ଟି ଜିଲ୍ଲାପରିଷଦ ଜୋନରୁ ସବୁଯାକ ପୋଛିନେଲା ବିଜେଡି

ଭଦ୍ରକ: ଭଦ୍ରକ ଜିଲ୍ଲାର ୨୮ ଜିଲ୍ଲା ପରିଷଦ ଜୋନରୁ ଗତକାଲି ପ୍ରଥମ ଦିନର ଭୋଟ ଗଣତିରେ ୭ବ୍ଲକର ୭ଟି ଜିଲ୍ଲା ପରିଷଦ ଜୋନରୁ ସବୁଯାକ ଜୋନ ବିଜେଡି ପୋଛି ନେଇଛି। ଚାନ୍ଦବାଲି ବ୍ଲକର ୧ନମ୍ୱର୍ ଜିଲ୍ଲା ପରିଷଦ ଜୋନରୁ ବିଜେଡି ପ୍ରାର୍ଥୀ ପ୍ରିନ୍ସ ରାକେଶ ନାୟକ ୧୫,୨୭୦ ଖଣ୍ଡ ଭୋଟ ପାଇଥିବା ବିଜୟୀ…

ରୁଷିଆ ଉପରେ କଟକଣା ଲଗାଇବ ସୁଇଫ୍ଟ, ପୁତିନ ସରକାର ବ୍ୟବହାର କରି ପାରିବନି ୬୩୦ ବିଲିୟନ ଡଲାର

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷ ଉପରେ ବିଶ୍ୱ ସମୁଦାୟ ଅଶାନ୍ତି ହୋଇ ଉଠିଛନ୍ତି । ସୋସାଇଟ ଫର ୱାର୍ଲ୍ଡ ୱାଇଡ ଇଂଟରବ୍ୟାଙ୍କ ଫାଇନାନ୍ସିଆଲ ଟେଲିକମ୍ୟୁନିକେଶନ (ସୁଇଫ୍ଟ) ଏ ନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଚାର କରୁଛି । ସୁଇଫ୍ଟ କଟକଣା ଲଗାଇଲେ ୬୩୦ ବିଲିୟନ ବୈଦେଶିକ ମୁଦ୍ରାର…

ୟୁକ୍ରେନର ସୁମି ସହରରେ ଋଷର ସେନାର ରକେଟ୍ ମାଡ଼: ଚାଲିଗଲା ୭ ବର୍ଷ ଶିଶୁର ଜୀବନ

ନୂଆଦିଲ୍ଲୀ: ୟୁକ୍ରେନର ପୂର୍ବ ଇଲାକାରେ ଋଷର ରକେଟ୍ ମାଡ଼ । ଋଷର ରକେଟ୍ ମାଡ଼ରେ ଚାଲିଗଲା ଜଣେ ୭ ବର୍ଷ ଶିଶୁର ଜୀବନ । ଏଥିସହିତ ଆଉ ୬ ଜଣଙ୍କର ଜୀବନ ଏଥିରେ ଚାଲିଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ଋଷର ଗୁଳିମାଡ଼ ଜାରି ରହିଛି । ୟୁକ୍ରେନ ଉପରେ ଚାରିପଟୁ ଋଷ ଆକ୍ରମଣ…

ମନୋଜ ମନୋଜ୍ଞ ପୃଥିବୀର ବିଷ୍ଣୁ ଶର୍ମା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପ୍ରଜ୍ଞା ପୁରୁଷ, ବାଗ୍ମୀ ପୁରୁଷ, ଯୁଗ ଶତାବ୍ଦୀ ପୁରୁଷ, ବିଶ୍ୱ ପୁରୁଷ ମନୋଜ ଦାସ, ଓଡ଼ିଆ ସାହିତ୍ୟ ଜଗତରେ ନୁହଁନ୍ତି କି ଭାରତୀୟ ସାହିତ୍ୟ ଜଗତରେ ନୁହଁନ୍ତି ସେ ଅନ୍ତର୍ଜାତୀୟ ସାହିତ୍ୟ ଜଗତର ଜଣେ ଶ୍ରେଷ୍ଠ ମନୋଜ୍ଞ ପୁରୁଷ । କହିବାର ଅର୍ଥ ବିଶ୍ୱର…

ମୟୂରଭଞ୍ଜ ଜିଲ୍ଲାର ୨୬ଟି ଜିଲ୍ଲା ପରିଷଦ ଆସନରୁ ୨୫ରେ ବିଜେଡି ବିଜୟୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଚାଲିଛି ଗଣତି ପ୍ରକ୍ରିୟା । ଗତକାଲି ୨୬ଟି ଜିଲ୍ଲା ପରିଷଦ ପାଇଁ ଗଣତି ସରିଥିବା ବେଳେ ଆଜି ଆଉ ୨୬ଟି ଆସନ ପାଇଁ ଚାଲିଛି ଗଣତି ପ୍ରକ୍ରିୟା । ତେବେ ମୟୂରଭଞ୍ଜ ଜିଲ୍ଲାରେ ବିଜୟ ଆଡକୁ ମାଡି ଚାଲିଛି ବିଜେଡି । ମୟୂରଭଞ୍ଜ ଜିଲ୍ଲାର ୨୬ ଜିଲ୍ଲା ପରିଷଦ ଆସନରୁ…

ଚନ୍ଦ୍ରଶେଖର ରଥ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ

ଭୁବନେଶ୍ୱର : ଚନ୍ଦ୍ରଶେଖର ରଥ ଫାଉଣ୍ଡେସନ ଆନୁକୂଲ୍ୟରେ, ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ର ଶେଖର ରଥ ଚତୁର୍ଥ ସ୍ମାରକୀ ଅଭିଭାଷଣ କାର୍ଯ୍ୟକ୍ରମ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ସାହିତ୍ୟିକ ସ୍ୱର୍ଗତଃ ରଥ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ହେବା ସହ ସମସ୍ତଙ୍କ ପାଇଁ ଆଦର୍ଶ…

[ଦେଖନ୍ତୁ ଭିଡିଓ] ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ: ଦ୍ୱିତୀୟ ଦିନରେ ବି ଆଗୁଆ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଆଜି ଦ୍ୱିତୀୟ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଜାରି ରହିଛି ।  ଦ୍ୱିତୀୟ ଦିନରେ ୧୨ଟା ୩୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୨୨୮ଟି ଜୋନରେ ଆଗୁଆ ରହିଛି । ବିଜେପି ୨୬ ଏବଂ କଂଗ୍ରେସ ୧୬ ଜୋନରେ ଆଗୁଆ ରହିଥିବାବେଳେ ଅନ୍ୟାନ୍ୟ ଦଳର…