Latest Odisha News

BREAKING NEWS

Yearly Archives

2022

କୁମାରଙ୍କ ଅଭିଯୋଗ ନେଇ ମୁହଁ ଖୋଲିଲେ କେଜ୍ରିୱାଲ: କବି ଅଟନ୍ତି,କିଛି ବି କହିପାରିବେ

ଚଣ୍ଡୀଗଡ: କୁମାର ବିଶ୍ୱାସଙ୍କ ମାରାତ୍ମକ ଅଭିଯୋଗ ନେଇ ମୁହଁ ଖୋଲିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି କୁମାର ବିଶ୍ୱାସ ଜଣେ ହାସ୍ୟ କବି । ବୋଧହୁଏ ଏହା ତାଙ୍କର କୌଣସି କବିତାର ଅଂଶ ହୋଇପାରେ । କବି ଅଟନ୍ତି କିଛି ବି କହିପାରିବା ଅଧିକାର କରିଛନ୍ତି । ଯଦି…

ନିଖୋଜ ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ଵାମୀ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର

ଢେଙ୍କାନାଳ :ନିଖୋଜ ସମିତି ସଭ୍ୟ ପ୍ରାର୍ଥୀଙ୍କ ସ୍ଵାମୀ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ସିମିଳିଆ ଓଭରବ୍ରିଜ ନିକଟରୁ ନିଖୋଜ ସରପଞ୍ଚ ପ୍ରାର୍ଥୀଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ସାଙ୍କୁଲେଇ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାରତୀ ରଥଙ୍କ ସ୍ୱାମୀ…

ବୁଥରୁ ଭୋଟ ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ, ମତଦାନ ବନ୍ଦ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ଦୁଇଟି ବୁଥରୁ ଦୁର୍ବୃତ୍ତମାନେ ଭୋଟ ବାକ୍ସ ନେଇ ପଳାଇଛନ୍ତି । ଆଜି ସକାଳ ୬ଟା ବେଳେ ଦୁର୍ବୃତ୍ତମାନେ ସଦର ବ୍ଲକ ପଟସରା କେନ୍ଦ୍ରର ୧ ଓ ୨ ନମ୍ବର ବୁଥରୁ ଭୋଟ ବାକ୍ସ ନେଇ ପଳାଇଥିଲେ । ମତଦାତାମାନେ ବୁଥକୁ ଆସିବା ପରେ ଏହି ଘଟଣାକୁ ନେଇ ଉତ୍ତେଜନା…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

କୋରାପୁଟ : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ।ସୁନାବେଡା ଏନଏସିର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି ।ଏହି ଚଢାଉରେ ୫ ଜଣ…

ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଜାରି

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଜାରି ।  ରାଜ୍ୟର ୩୦ ଜିଲ୍ଲାର ୬୮ବ୍ଲକରେ ୧୮୬ ଜିଲ୍ଲାପରିଷଦ ଜୋନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ମତଦାନ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ମୁତୟନ ହୋଇଛନ୍ତି ୨୪୦ ପ୍ଲାଟୁନ ପୁଲିସ ଫୋର୍ସ । ୧୫୧୪ ପଂଚାୟତର ୨୦…

ପୁଣି ଖସିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୬୭୧କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୭୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୩୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପିଣୀ ମା ଯୋଗମାୟାଙ୍କ ଉତ୍ପତି ରୂପକ ମହାରାତ୍ରି (ମହାଷ୍ଟମୀର ଅବସାନ ଘଟିଛି, ଆଜି ମାଙ୍କ ମହାନବମୀ । ସାରା ସଂସାରକୁ ନିଜର ମାତୃ ସୁଲଭ ଦେବୀ…

ଭାଷା ଭାଗବତ : ଭାଷା ରଥ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୦  ସ୍ବଭାଷା ସୁବିଶାଳ ରଥ ଲୋଡ଼େ ସହସ୍ରାଧିକ ହାତ ଧରିବେ ତାହାର ଦଉଡ଼ି ଲକ୍ଷ୍ୟ ପର୍ଯଂତ ନେବେ ଭିଡ଼ି ନୁହେ ଏ ଛୋଟ ଠେଲାଗାଡ଼ି ଗଳି କଂଦିରେ ରଡ଼ି ଛାଡ଼ି ପଣ୍ୟ ପସରା ସେଠି ମେଲି ଏକାକୀ ଜଣେ ନେବ ଠେଲି…

କବିତା : ମଉଳା ମୂହୁର୍ତ୍ତ

ବଳରାମ ପୂଜାରୀ ଅନେକ ଅପାସୋରା ଅସମ୍ପୂର୍ଣ୍ଣକୁ ମୁକ୍ତ କରୁଥିଲି ମୁଁ , ବାହୁଡୁଥିଲେ ଟିକ୍ ଟିକ୍ କରୁଥିବା ଛାତିଏ ଛାତିଏ ବତୁରା ସ୍ମୃତି, ଭିଡିମୋଡି ହେଉଥିଲେ, ଆଉକିଛି ଅନନ୍ୟା ଅତିତ , ବାହୁନୁଥିଲେ କିଛି ପ୍ରଶ୍ନିଳ ପ୍ରବାହ, କିଛି!!ମୋତେ ନିଃଶବ୍ଦ କରୁଥିଲେ ତ !! କିଛି…

ସ୍ୱପ୍ନ ବୃତ୍ତାନ୍ତ

ଲୋପାମୁଦ୍ରା ପରିଡ଼ାଙ୍କ ସ୍ମୃତିର ଫରୁଆରୁ ……  ସେଥର ଥାଏ ଗ୍ରୀଷ୍ମ ଋତୁ । ଚୈତ୍ର ମାସ । ବାଙ୍ଗାଲୋର ଏକ ଶୁଷ୍କ ମାଳଭୂମି ହେଇଯାଏ ସେତେବେଳେ । ପାଣିର ଅଭାବ ଦେଖାଦିଏ । ଟ୍ଯାଙ୍କର  ପାଣି କିଣି ଚଳନ୍ତି ଅଧିକାଂଶ ଲୋକେ । ଆମର ଏଠି ରହିବା ଚାରି ବର୍ଷ ହବଣି । ସେଦିନ ରାତିରେ ଆମେ…