Latest Odisha News

BREAKING NEWS

Yearly Archives

2022

ସନ୍ଧ୍ୟାରେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ଯିବେ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିପାରନ୍ତି ବୋଲି ସୂଚନା ମିଳିଛି ।ଏକାମ୍ର ଯୋଜନାର ସମୀକ୍ଷା କରିପାରନ୍ତି ମୁଖ୍ୟମନ୍ତ୍ରୀ ।ଏକାମ୍ର ଯୋଜନାରେ ଲିଙ୍ଗରାଜ ମନ୍ଦିର ଏବଂ…

ମାତ୍ର ୨ ହଜାର ଟଙ୍କାର ଋଣ, କ୍ରେଡିଟ୍ ସ୍କୋର୍ ଚିନ୍ତାରେ ସନ୍ନି ଲିଓନ୍‌

ମୁମ୍ବାଇ: ଏକ ଛୋଟ ଅଙ୍କର ଋଣ ପାଇଁ ଚିନ୍ତାରେ ପଡିଥିଲେ ଅଭିନେତ୍ରୀ ସନ୍ନି ଲିଓନ୍ । ତାଙ୍କ ପାନ୍ କାର୍ଡ ଜରିଆରେ ମଂଜୁର ହୋଇଥିଲା ମାତ୍ର ୨ ହଜାର ଟଙ୍କା ମୂଲ୍ୟର ଲୋନ୍ । ତେବେ ଏହି ୨ ହଜାର ସନ୍ନି ନୁହେଁ ବରଂ ଅନ୍ୟ କେହି ଉଠାଣ କରି ଭରିନଥିଲେ । ଖାସ୍ ଏହି କାରଣରୁ ନିଜ ସିବିଲ୍ ସ୍କୋର୍…

ଜାଣିଛନ୍ତି କି? ବିରଳ ବ୍ଲଡ୍ ଗ୍ରୁପର ଅଧିକାରୀ ଅଭିନେତା ହ୍ରିତିକ୍ ରୋଶନ୍

ମୁମ୍ବାଇ: ବଲିଉଡର ଗ୍ରୀକ୍‌ଗଡ୍ ତଥା ସୁପରଷ୍ଟାର୍ ହ୍ରିତିକ ରୋଶନ୍ । ନିକଟରେ ଏହି ଅଭିନେତା ଜଣକ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ରକ୍ତଦାନ କରିଥିଲେ । ଆପଣ ଭାବୁଥିବେ ରକ୍ତଦାନ କରିବା ନିହାତି ଏକ ପୁଣ୍ୟ କାମ । ହେଲେ ଏହି ଘଟଣାକୁ ନେଇ ଏତେ ଚର୍ଚ୍ଚା କାହିଁକି ? ତେବେ ଏଠି ରକ୍ତଦାନ…

ଜଗତସିଂହପୁର ନିର୍ବାଚନୀ ହିଂସା : ବିଜେପି ନାଁରେ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର : ବିଜେପି ନାଁରେ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି । ଜଗତସିଂହପୁରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ସମୟରେ ବିଜେପି ନେତା ଓ କର୍ମୀମାନେ ହିଂସାକାଣ୍ଡ କରିଛନ୍ତି । ପଞ୍ଚାୟତ ନିର୍ବାଚନ ହାରିବା ଭୟରେ ବିଜେପି ହିଂସାକାଣ୍ଡ କରୁଛି ବୋଲି…

ପୁଣି ଥରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଅଭିଯୋଗ

ଭଦ୍ରକ : ପୁଣି ଥରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ । ଖବର ସଂଗ୍ରହ କରୁଥିବା ବେଳେ ସାମ୍ବାଦିକଙ୍କୁ ମାଡ଼ ମରାଯାଇଛି। ଭଦ୍ରକ ଚାନ୍ଦବାଲି ଗୋପୀନାଥପୁର ହଳଦିଆ ବୁଥରେ ଘଟଣା ଘଟିଛି । ୧୨ ଓ ୧୩ ନମ୍ବର ବୁଥରେ ଖବର ସଂଗ୍ରହ କରୁଥିବା ସମୟରେ କିଛି ଜଣ ସାମ୍ବାଦିକଙ୍କୁ…

ମୌଳିକ ସୁବିଧା ନଥିବାରୁ ଭୋଟ ବର୍ଜନ କଲେ ଗ୍ରାମବାସୀ

ପଦ୍ମପୁର : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ବରଗଡ ଜିଲ୍ଲାରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି  ।ଦୁଇଟି ବ୍ଲକରେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ । ରାଜବୋଡାସମ୍ବର ବ୍ଲକର ୨ ଟି ଗାଁ ଓ ଗାଇସିଲାଟ ବ୍ଲକର ଗୋଟିଏ ଗାଁ ର ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ…

ଅହମ୍ମଦାବାଦ ବୋମା ବିସ୍ଫୋରଣ ମାମଲା: ଦେଶର ଇତିହାସରେ ପ୍ରଥମ ଥର ପାଇଁ ଏକକାଳୀନ ୩୮ଜଣଙ୍କୁ ମୃତ୍ୟୁଦଣ୍ଡ

ଅହମ୍ମଦାବାଦ: ୧୩ ବର୍ଷ ପରେ ୨୦୦୮ ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାର ଶୁଣାଣୀ କରି ସ୍ୱତନ୍ତ୍ର କୋର୍ଟ ୩୮ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଦେଶରେ ପ୍ରଥମ ଥର ପାଇଁ ଏକାକାଳୀନ ଏତେ ଜଣଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଛି । ସମସ୍ତ ୪୯ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟ ୧୧ଜଣଙ୍କୁ…

ସଚିନଙ୍କୁ କୋହଲି ଏମିତି କଣ ଉପହାର ଦେଲେ ଯେ, ତାଙ୍କ ଆଖିରୁ ଅଶ୍ରୁ ଧାର ବୋହିଗଲା

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକ ସାକ୍ଷାତକାରରେ ବିରାଟ କୋହଲିଙ୍କ ଏକ ଉପହାର କିପରି ତାଙ୍କ ଆଖିରୁ ଲୁହ ଝରାଇଥିଲା ତାହା କହିଛନ୍ତି । ୧୬ ନଭେମ୍ବର ୨୦୧୩ରେ ସଚିନ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ଡ୍ରେସିଂ ରୁମରେ…

ବଣ୍ଡାଘାଟିରେ ପଂଚାୟତ ପାଇଁ ଭୋଟିଂ

ମାଲକାନଗିରି: ଚାଲିଛି ପଞ୍ଚାୟତ ନିର୍ବାଚନ । ବିଭିନ୍ନ ସ୍ଥାନରେ ଜୋରଦାର ପ୍ରଚାର ପ୍ରସାର ସାଙ୍ଗକୁ ବିଭିନ୍ନ ରଣନୀତି ଆପଣାଉଛନ୍ତି ପ୍ରାର୍ଥୀ ମାନେ। ସେପଟେ ଭୋଟିଂ ସମୟରେ ବିଭିନ୍ନ ବୁଥ ଗୁଡିକରେ ସୁରକ୍ଷା ଉପରେ ବି ବିଶେଷ ଗୁରୁତ୍ୱ ଦିଆଯାଉଛି । ସେହିଭଳି ବଣ୍ଡାଘାଟିରେ ମଧ୍ୟ ଶୃଙ୍ଖଳିତ…

କହି ହେଉଥାଏ ପରକୁ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’   ଗାଁ ମଝିରେ ସଭା ବସିଥାଏ। ଏତେ ପାଟିତୁଣ୍ଡ ଯେ, ଗାଁଟା ପୂରା ଉଠୁଥାଏ ପଡୁଥାଏ। ସେଦିନ ସଭାରେ ପ୍ରସଙ୍ଗଟା ଏମିତି ଥିଲା ଯେ, କି ପିଲା କି ବୁଢ଼ା .. ଗାଁର ସମସ୍ତେ ଏକାଠି ହୋଇଥାନ୍ତି ତାରି ଉପରେ ତର୍କ କରିବାକୁ। ଗାଁର…