Latest Odisha News

BREAKING NEWS

Yearly Archives

2022

ଧାରାବାହିକ ଉପନ୍ୟାସ : ଚୋରାବାଲି (୧୩)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୩  ସକାଳୁ ଆରମ୍ଭ କରିଛି କି ନାଁ ବୈଭବ ଭାରି ଗମ୍ଭୀର ଓ ଶକ୍ତ ଭାବେ ଉତ୍ତର ଦେଲେ, ଆସୁଆସୁ କହିଥିଲି ପରା, ମନେ ନାହିଁକି! ନିଦ ବାଉଳାରେ ମନେ ରଖିନ ବୋଧେ । ସିଟି ବାହାରେ ଅଚାନକ କାମ ପଡିଗଲ । ଫୋନ୍ ଚାର୍ଜ…

ଭୀମ ପୃଷ୍ଟି ପାଇଲେ ‘ଜଗଦୀଶ କଥା ସମ୍ମାନ’

ଭୁବନେଶ୍ୱର : ଜଗଦୀଶ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ ବିଶିଷ୍ଟ କଥାକାର ଜଗଦୀଶ ମହାନ୍ତିଙ୍କର ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଲେଖକ ଭୀମ ପୃଷ୍ଟିଙ୍କୁ 'ଜଗଦୀଶ କଥା ସମ୍ମାନ' ଏବଂ ମଣିରାମ ଜେନାଙ୍କୁ 'ଜଗଦୀଶ ଯୁବ ସମ୍ମାନ' ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ…

ବ୍ରିଟେନରେ ଭୟଙ୍କର ହେବାରେ ଲାଗିଛି ସାମୁଦ୍ରିକ ଝଡ଼ ‘ୟୁନାଇସ୍’, ସତର୍କ ରହିବାକୁ ପାଣିପାଗ ବିଭାଗର ନିର୍ଦ୍ଦେଶ

ଲଣ୍ଡନ: ବ୍ରିଟେନରେ ଭୟଙ୍କର ହେବାରେ ଲାଗିଛି ସାମୁଦ୍ରିକ ଝଡ଼ ‘ୟୁନାଇସ୍’ । ଯାହାକୁ ନେଇ ସାରା ଦେଶରେ ରେଡୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗଗ ବିଭାଗ ପକ୍ଷରୁ କୁହାଯାଇଛି କି, ଏହି ସାମୁଦ୍ରିକ ଝଡ଼ ପ୍ରଭାବରେ ଭୀଷଣ ତୁଷାରପାତ ହେବା ସହ ତାପମାତ୍ରା ମଧ୍ୟ ହ୍ରାସ ପାଇବ ।…

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ବିବାଦିୟ ବୟାନ, ରାଷ୍ଟ୍ରଦୂତ ଡାକି ଆପତ୍ତି ଜଣାଇଲା ଭାରତ

ନୂଆଦିଲ୍ଲୀ: ସିଙ୍ଗାପୁର ସଂସଦରେ ବିତର୍କ ସମୟରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ ଦେଇଥିବା ବୟାନ ବିବାଦ ସୃଷ୍ଟି କରିଛି । ସେ ଏକ ଉଦାହରଣ ଦେଇ କହିଥିଲେ ଯେ, ଜବାହରଲାଲ ନେହେରୁଙ୍କ ଦେଶ ଭାରତର ଲୋକସଭାରେ ଏବେ ଅଧାରୁ ଅଧିକ ସାଂସଦଙ୍କ ନାଁରେ ଅପରାଧିକ ମାମଲା ରହିଛି । ଯଦିଓ…

ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ: ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନରେ କିଟ୍

ଭୁବନେଶ୍ୱର: ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ପୁଣି ସଫଳତା ହାସଲ କରି ଶ୍ରେଷ୍ଠ ସ୍ଥାନରେ ରହିଛି କିଟ୍ ବିଶ୍ୱବିଦ୍ୟାଳୟ । ମଙ୍ଗଳବାର ଟାଇମ୍ସ ହାଇଅର ଏଜୁକେସନ ପକ୍ଷରୁ ସୂଚନା ଦିଆଯାଇଛି । ୫୦ବର୍ଷରୁ କମ୍ ସମୟ ମଧ୍ୟରେ ପ୍ରତିଷ୍ଠା ଲାଭ କରିଥିବା ବିଶ୍ୱର ଖ୍ୟାତି ସମ୍ପନ୍ନ…

[ଦେଖନ୍ତୁ ଭିଡିଓ] ମସୁରୀରେ ରହସ୍ୟମୟ ଆଲିଶାନ୍ ‘ସେଭୋୟେ’ ହୋଟେଲ

ଭୁବନେଶ୍ୱର : ଆମ ଚାରିପାଖେ ବହୁତ ସ୍ଥାନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର । କିଛି ମନଲୋଭା ପରିବେଶ ଥିବା ବେଳେ କିଛି ମୁହୁର୍ତ୍ତ ଶାନ୍ତି ପାଇଁ ସେହି ସ୍ଥାନରେ ସମୟ ବିତାଇବାକୁ କିଏ ବା ନ ଚାହେଁ। ହେଲେ ଏମିତିକି କିଛି ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନ ରହିଛି । ଯାହା…

ପଞ୍ଚାୟତ ନିର୍ବାଚନରେ ବିଜେପି ହିଂସାକାଣ୍ଡ କରୁଥିବା ଅଭିଯୋଗ, ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର:  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା ବିଜେଡି । ବିଜେପି ନେତାମାନେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ ବୁଥରେ ହିଂସାକାଣ୍ଡ…

ଓଡ଼ିଶା ପୋଲିସର ଡିଏସପି ପଦରେ ନିଯୁକ୍ତ ହେଲେ ବରିଷ୍ଠ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ୱର: ଓଡ଼ିଶା ପୋଲିସର ଡିଏସପି ପଦରେ ଯୋଗ ଦେଲେ ଟୋକିଓ ଅଲମ୍ପିକ୍ସର ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା । ବୀରେନ୍ଦ୍ର ଲାକ୍ରା ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ତାଙ୍କୁ ରାଜ୍ୟ ସରକାର ଅର୍ଥ ପୁରସ୍କାର ସହ ପୋଲିସ ଡିଏସପି ପଦରେ ନିଯୁକ୍ତି ଦେବେ ବୋଲି ସାକାର…

ଜିଲ୍ଲା ପରିଷଦ ଆଇନରେ ସଂଶୋଧନ କଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର: ଜିଲ୍ଲା ପରିଷଦ ଆଇନରେ ସଂଶୋଧନ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ନିର୍ବାଚନ ସମୟରେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ । ନିର୍ବାଚନ ବେଳେ ରାଜନୈତିକ ଦଳମାନେ ସେମାନଙ୍କ ପ୍ରଧିକୃତ ପ୍ରତିନିଧିଙ୍କୁ ନିଯୁକ୍ତି କରି ସେମାନଙ୍କ ନାମ ରାଜ୍ୟ…

ଅନୁଗୁଳରେ କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ଅନୁଗୁଳ :କୋଇଲା ଟ୍ରେନରେ ନିଆଁ । ଅନୁଗୁଳ ଷ୍ଟେସନରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗି ଯାଇଛି ।ଗୁରୁବାର ଅପରାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ହଠାତ୍ ଟ୍ରେନରେ ନିଆଁ ଲାଗି ଯାଇଥିଲା । ଖବର ପାଇଁ ଅନୁଗୁଳ ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ । ଉତ୍ତାପ…