Latest Odisha News

BREAKING NEWS

Yearly Archives

2022

ବିଜେପି ବିରୋଧରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର : ବିଜେପି ବିରୋଧରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ ଆଗରେ ଫେରାଦ ହେଲା ବିଜେଡି । ବିଜେପି କର୍ମୀ ଓ ନେତା ମାନେ ବିଜେଡି ନେତା ଓ କର୍ମୀ ମାନଙ୍କୁ ନିର୍ବାଚନ ମଇଦାନରେ ମରଣାତ୍ମକ ଆକ୍ରମଣ କରୁଛନ୍ତି । ଅନେକ ସ୍ଥାନରେ ବିଜେଡି ନେତା ମାନଙ୍କୁ ଧମକ ମଧ୍ୟ ଦିଆଯାଉଛିା…

[ଭିଡିଓ] ମତଦାନ ଖବର ସଂଗ୍ରହ ବେଳେ ୪ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ଅଭିଯୋଗ

ପିପିଲି: ନିର୍ବାଚନ ସମୟରେ ମତଦାନ ଖବର ସଂଗ୍ରହ କରିବାକୁ ଯାଇ ୪ଜଣ ଗଣମାଧ୍ୟମ ପ୍ରତିନିଧି ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା କଣାସ ବ୍ଲକରେ ଘଟିଛି ଏହି ଘଟଣା । ଆକ୍ରମଣର ଶିକାର ହୋଇଥିବା ଗଣମାଧ୍ୟମ ପ୍ରତିନିଧି ହେଲେ ନ୍ୟୁଜ ୧୮ ଓଡ଼ିଆର ରିପୋର୍ଟର ସୁମନ୍ତ ସୁନ୍ଦରାୟ ଓ…

ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ , ସ୍ଥଗିତ ହେଲା ନିର୍ବାଚନ

ନବରଙ୍ଗପୁର : ନିର୍ବାଚନ ସଂଗ୍ରାମ ପୂର୍ବରୁ ଜୀବନ ସଂଗ୍ରାମରେ ହାରିଗଲେ ସରପଞ୍ଚ ପ୍ରାର୍ଥୀ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି . ମାଳିଗୁଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାଗିରଥୀ ଅମନାତ୍ୟଙ୍କ ମୃତ୍ୟୁ ହୋଇଯାଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ହୋଇପଡିଥିଲେ । ରାତିରେ ଦେହ…

କୃଷ୍ଣପ୍ରସାଦ ବୋମାମାଡ଼ ଘଟଣା: ବିଜେଡି ଉପରେ ଆରୋପ ଲଗାଇଲା ବିଜେପି

ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଆନ୍ଦଳା ଗ୍ରାମପଞ୍ଚାୟତରେ ଆନ୍ଦଳା ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ସଂଘର୍ଷ ଓ ବୋମାମାଡ଼ ଫଳରେ ୪୦ରୁ ଅଧିକ ଲୋକ ଏଠାରେ ଗୁରୁତର ହୋଇଛନ୍ତି । ଏହି ଘଟଣାରେ ୨୫ରୁ ଅଧିକ ବାଇକ୍ ନଷ୍ଟ ହୋଇଥିବା…

ବ୍ରହ୍ମଗିରିରେ ନିର୍ବାଚନୀ ହିଂସା ଘଟି ୪ ଗରୁତର

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ନିର୍ବାଚନୀ ହିଂସା ଘଟିଥିବା ଜଣାପଡ଼ିଛି । ଏହି ହିଂସାକାଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, ଆଜି ରାହାଡ଼ମଲ ଗ୍ରାମପଞ୍ଚାୟତର ନିଶିଭଅଁରର ବୁଥ ନମ୍ବର ୮ରେ ମତଦାନ ଚାଲିଥିଲା । ଏହି…

ପଞ୍ଚାୟତ ନିର୍ବାଚନ : ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ସରିଲା ପ୍ରଥମ ପଯ୍ୟାୟ ମତଦାନ ।  ରାଜ୍ୟରେ ୩୦ ଟି ଜିଲ୍ଲାରେ ୭୧ ଟି ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ମତଦାନ । ସକାଳ ୭ ଟାରୁ ଦିନ ୧ ଟାଏ ଯାଏ ମତଦାନ ଚାଲିଥିଲା । ଭୋଟର ମାନେ ଆସି ନିଜେ ନିଜେ ମନସ୍ଥ କରିଥିବା ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି…

ଏନଏସଏ ଅଜିତ ଡୋଭାଲଙ୍କ ଘରେ ପଶିବାକୁ ଉଦ୍ୟମ କରି ଜଣେ ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଘରେ ପଶିବାକୁ ଉଦ୍ୟମ କରି ଜଣେ ଜଣେ ବ୍ୟକ୍ତି ଗିରଫ ହୋଇଛି । ସବୁଠାରୁ କଡା ସୁରକ୍ଷା ବଳୟକୁ ସେ କାହିଁକି ଭଙ୍ଗ କରିବାକୁ ଉଦ୍ୟମ କରିଥିଲା ତାହା ବର୍ତମାନ ଚିନ୍ତାର କାରଣ ସାଜିଛି । ଗିରଫ ବ୍ୟକ୍ତି ଜଣଙ୍କ କହିଛନ୍ତି,…

ଫରେଷ୍ଟ ଗାର୍ଡଙ୍କ ସାହସକୁ ସଲାମ, ଜୀବନକୁ ବାଜି ଲଗାଇ ଦନ୍ତା ସହ ମୁହାଁମୁହିଁ

ସମ୍ବଲପୁର : ଫରେଷ୍ଟ ଗାର୍ଡଙ୍କ ଦୁଃସାହସ। ଗାଁର ଲୋକଙ୍କୁ ରକ୍ଷା କରିବାକୁ ଯାଇ ଦନ୍ତା ସହିତ ମୁହାଁମୁହିଁ। ନିଜ ଜୀବନକୁ ବାଜି ଲଗାଇ ହାତରେ ମଶାଲ ଧରି ଜଙ୍ଗଲୀ ଦନ୍ତା ସହିତ ମୁକାବିଲା କରୁଛନ୍ତି ଫରେଷ୍ଟ ଗାର୍ଡ ଜଣକ। ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।ଫରେଷ୍ଟ…

ସାଲେପୁରରେ ସମିତିସଭ୍ୟ ପ୍ରାର୍ଥୀଙ୍କ ଘରକୁ ବୋମାମାଡ, ଦିଲ୍ଲୀପଙ୍କ ପତ୍ନୀ ଗୁରୁତର

ସାଲେପୁର : ସାଲେପୁରରେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଘରକୁ ବୋମାମାଡ । ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ପ୍ରାର୍ଥୀ ଦିଲ୍ଲୀପ କୁମାର ଦାସଙ୍କ ଘରକୁ ବୋମାମାଡ ହୋଇଛି ।ତାଙ୍କ ଶିଶୁଆ ସ୍ଥିତ ବାସ ଭବନକୁ ବୋମାମାଡ ହୋଇଛି ।ବୋମାମାଡରେ ଦିଲ୍ଲୀପଙ୍କ ପତ୍ନୀ ନିରୁପମା ଆହତ ହୋଇଛନ୍ତି ।ଗତକାଲି…

୯୯,୯୯୯ ଟଙ୍କାରେ ନିଲାମ ହେଲା ଗୋଲ୍ଡେନ ପର୍ଲର ଚା

ଗୌହାଟୀ: ଆସାମରେ ଗୌହାଟୀରେ ଟି ଅକ୍ସନ ସେଂଟରରେ ଗୋଲ୍ଡେନ ପର୍ଲ ଚା ପତି ନିଲାମ ରେକର୍ଡ ଦରରେ ହୋଇଛି । ଆସାମ ଟି ଟ୍ରେଡର୍ସ ଡିବ୍ରୁଗଡର ଏହି ସ୍ପେଶାଲକୁ ଚାକୁ ୯୯,୯୯୯ ଟଙ୍କାରେ ନିଲାମ ନେଇଛନ୍ତି । ମାତ୍ର ୨ ମାସ ମଧ୍ୟରେ କୌଣସି ଏକ କମ୍ପାନୀ ଚା ପତିକୁ ଏତେ ମାତ୍ରା ଟଙ୍କାରେ କ୍ରୟ କରିଛି…