Latest Odisha News

BREAKING NEWS

Yearly Archives

2022

ବ୍ୟଙ୍ଗ : ସ୍ୱାମୀ ନିବୃତ୍ତାନନ୍ଦଙ୍କ ଭିତିରି କଥା

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  ବେଶ୍ କିଛି ବର୍ଷ ପୂର୍ବେ ଅପୂର୍ବ ଗାଁରେ ବାବୁ ବିଚିତ୍ରାନନ୍ଦ ବୋଲି ଜଣେ ବୟସ୍କ ମଣିଷ ଥିଲେ । ଇଂରେଜ ଅମଳର ପାଠ ପଢିଥିବାରୁ ତାଙ୍କର ବେଶ ଗର୍ବ । ଯାହାକୁ ଏକା ଦେଖିଲେ ତାକୁ ପାଠ କଥାରୁ ଆରମ୍ଭ କରି ଦେଶ ବିଦେଶର ସାଧାରଣ ଜ୍ଞାନ ପଚାରିବା…

କବିତା : ଜୀବନକୁ ଭଲ ପାଉଥିବା ଝିଅ

ସୁଜାତା ମିଶ୍ର  ଜୀବନକୁ ଭଲ ପାଉଥିବା ଝିଅ.. ଚଢ଼େଇଟିଏ ହୋଇ ଟୁବ୍ କିନା ବୁଡି ଯାଉଥାଏ କଇଁ ଫୁଲ ଫୁଟା ପାଣି କୁଣ୍ଡରେ.., କଷି ଜହ୍ନି ହୋଇ ଓହଳି ପଡ଼େ ରଞ୍ଜ ଦିଆ ଲତାରେ, ଗୋବର ଖତ କାଦୁଅ ଭିତରେ ଝରି ଯାଏ ହୋଇ ମାଟିର ବାସ୍ନା, ବ୍ରହ୍ମ କମଳ ପାଖୁଡ଼ାରେ ଟଳମଳ ହୁଏ ଲୁହ…

ଭାଷା ଭାଗବତ : ସଂଖ୍ୟା ଜଡ଼ିତ ଶବ୍ଦାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୧ ଏକତା ଏକତ୍ର ଏକତ୍ବ ଏକଦା ଏକାଗ୍ର ଏକାଂତ ପ୍ରତ୍ୟେକ ଶବ୍ଦରେ ଏ ' ଏକ ' ମିଶିଛି ଗଢ଼ିଛି ଅନେକ ଦୋତାଲା ଦୋମୁହାଁ ଦୋଭାଷୀ ' ଦୋ ' ସହ ଅନ୍ୟ ଶବ୍ଦ ମିଶି କରଂତି ନୂତନ ସର୍ଜନ ଦ୍ବିଜ ଦ୍ବିଧା ଓ ଦ୍ବିବଚନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୭୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଦାରବୀ ପ୍ରତିମାଟିଏ ବୋଲି ବିବେଚନା ନକରି ଆତ୍ମ ସ୍ୱରୂପରେ ପରମାତ୍ମା ଜ୍ଞାନ କରିବା। କାରଣ ଯେଭଳି ସମସ୍ତ ଜୀବଙ୍କର ଜଡ ଶରୀରରେ ପ୍ରାଣ (ଆତ୍ମା )ର ଉପସ୍ଥିତି…

ରାଜ୍ୟରେ ଆଜି କରୋନା ସୁସ୍ଥଙ୍କ ସଂଖ୍ୟା ୩୪୨୯

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଦିନକୁ ଦିନ କରୋନା ସଂକ୍ରମଣ ଗ୍ରାଫ ତଳକୁ ତଳକୁ ଖସୁଥିବା ବେଳେ ସୁସ୍ଥ ହାର ବଢିବାରେ ଲାଗିଛି । ମଙ୍ଗଳବାର ରାଜ୍ୟରେ ୩୪୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୨ ଲକ୍ଷ ୪୫ ହଜାର ୨୬ ଜଣ ଆକ୍ରାନ୍ତ…

ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀ ଆଜି ସନ୍ଧ୍ୟା ୫ଟା ବେଳେ ଘରୁ ବାହାରି କୁଆଡେ ଯାଇଥିଲେ । ବାହାରକୁ ଯାଇ ସେ ଆଉ ଘରକୁ ଫେରି ନାହାନ୍ତି । ତାଙ୍କ ମୋବାଇଲ ମଧ୍ୟ ସ୍ୱିଚ…

ଓଡ଼ିଶା ଆସିବେ ରାଷ୍ଟ୍ରପତି !

ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀର ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ଶ୍ରୀଚୈତନ୍ୟ ଗୌଡ଼ିୟ ମଠର ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀଙ୍କ ୧୫୦ ତମ ଜନ୍ମୋତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଶରଧା ବାଲି କାର୍ୟ୍ୟକ୍ରମରେ ଯୋଗଦେବେ…

ଲତାଙ୍କ ସ୍ମୃତିକୁ ମନେ ରଖିବା ପାଇଁ ସ୍ୱତନ୍ତ୍ର ଷ୍ଟାମ୍ପର ପ୍ରଚଳନ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସ୍ୱର ସାମ୍ରାଜ୍ଞୀଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । ଏହି କ୍ରମରେ ଲତାଙ୍କୁ ଅମର ରଖିବା ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଷ୍ଟାମ୍ପ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ କେନ୍ଦ୍ର ସରକାର ଡିଜାଇନ୍ ଚୟନ କରୁଥିବା କେନ୍ଦ୍ର ରେଳମନ୍ତ୍ରୀ…

[ଦେଖନ୍ତୁ ଭିଡିଓ] କର୍ଣ୍ଣାଟକ ହିଜାବ୍ ବିବାଦ: ଯୁବଗୋଷ୍ଠୀ ଦେଲେ ଜୟ ଶ୍ରୀରାମ ନାରା, ଯୁବତୀ କହିଲେ ଅଲ୍ଲା-ହୁ-ଅକବର୍‌

ଭୁବନେଶ୍ୱର: କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ପ୍ରତିଦିନ ଘନେଇବାରେ ଲାଗିଛି । କଲେଜରେ ବୁର୍ଖା ପିନ୍ଧା ଯୁବତୀଙ୍କୁ ପ୍ରବେଶ ନିଷେଧ ଘଟଣା ସବୁଠୁ ଅଧିକ ଚର୍ଚ୍ଚା ସାଉଣ୍ଟିଥିଲା । ତେବେ ଏହାରି ମଧ୍ୟରେ ଜଣେ ଇସଲାମଧର୍ମୀଙ୍କ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଭିଡିଓରେ ଏକ କଲେଜ…

ଛତିଶଗଡ ସୀମାନ୍ତ ବିଜାପୁରରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୪ ସିଆରପିଏଫ ଯବାନ ଆହତ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଜଣ ସିଆରପିଏଫ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଯବାନ ହେଲେ ପଲବନ କୁମାର ବିଶ୍ବାସ, ସଦାଶିବ ଯାଦବ, ଓମପ୍ରକାଶ ଓ ରାଜିବ ରଞ୍ଜନ ।…