Latest Odisha News

BREAKING NEWS

Yearly Archives

2022

ଲୋୟର ପିଏମଜିରେ ଗର୍ଜିଲେ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ

ଭୁବନେଶ୍ୱର: ଲୋୟର ପିଏମଜିରେ ଗର୍ଜିଲେ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ ସାମୟିକ କଳା ଓ କ୍ରୀଡ଼ା ପଶିକ୍ଷକମାନଙ୍କୁ ପାର୍ଟ-ଟାଇମ୍ ଶବ୍ଦର ଉଚ୍ଛେଦ କରି ଶିକ୍ଷକତା ମାନ୍ୟତା ପ୍ରଦାନ ଦାବିରେ ଗଣଧାରଣା ଦେଇଛନ୍ତି ।…

RWSS ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆରଡବ୍ଲୁଏସ୍ଏସ୍ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ । ୫ ଜଣ…

୪ ପ୍ରାଥମିକ ଶିକ୍ଷକ ପଢ଼ାଉଛନ୍ତି ହାଇସ୍କୁଲ ପାଠ, ଛାତ୍ରଛାତ୍ରୀ ପରୀକ୍ଷା ଦେବେ କେମିତି ?

ନୂଆପଡ଼ା : ଚାରିଜଣ ଶିକ୍ଷକରେ ଚାଲୁଛି ହାଇସ୍କୁଲ । ଶିକ୍ଷକ ଅଭାବରୁ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ ।  ଶିକ୍ଷାର ବିକାଶ ପାଇଁ ସରକାର ୫ଟି ସ୍କୁଲରେ ଅନ୍ତର୍ଭୁକ୍ତ କରିଥିଲେ ମଧ୍ୟ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ  । ଏହି ଦୃଶ୍ୟ ହେଉଛି ନୂଆପଡ଼ା ଜିଲ୍ଲା…

ରାଜ୍ୟରେ ଅକ୍ଟୋବର ୩୧ରୁ ଭାରତ ଯୋଡୋ ଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥିରେ ରାଜ୍ୟ କଂଗ୍ରେସ ଆରମ୍ଭ କରିବ ଭାରତ ଯୋଡୋ ଯାତ୍ରା। ଏଥିପାଇଁ ଆଜି ପୋଷ୍ଟର ରିଲିଜ କରିଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଭୁବନେଶ୍ବର ସ୍ଥିତ ଆଇଜି ପାର୍କରୁ ଆରମ୍ଭ ହେବ ଏହି ଭାରତ ଯୋଡୋ…

ମାତୃ ମୃତ୍ୟୁହାର ଓ ଅସୁରକ୍ଷିତ ଗର୍ଭପାତ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ ନିକଟରେ ରିଲିଜ ହୋଇଛି ଡ଼କ୍ଟର ଜୀ ସିନେମା । ସିନେମାଟି ଦେଖିଲା ବେଳେ କିଛି ସିନର ଚିତ୍ର ପୁରା ଆମ ସମାଜରେ ଘଟୁଥିବା କିଛି ଘଟଣାକୁ ଯେମିତି ଦେଖlଯାଉଛି ତାହା ଲାଗୁଥିଲା। ସିନ ପରେ ସିନ ମତେ ଯୋଡି ଦେଉଥିଲା ଏକସତ ଘଟଣା ସହିତ ।…

ଭାରତକୁ ବିଶ୍ୱକପ ଜିତାଇବେ କି ‘ସୂରବୀର’

ଭୁବନେଶ୍ୱର: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତର ପ୍ରଦର୍ଶନ ଉତ୍ସାହଜନକ ରହିଛି । ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ବିପକ୍ଷ ଶିବିରରେ ଭୟ ସଂଚାର କରୁଛି । ବୋଲର ଦିଗହୀନ ହୋଇ ପଡୁଛି । ମିଡିଲ ଅର୍ଡରରେ ଏବେ ଏହି ଯୋଡି ସୁରବୀର ଭାବେ ପରିଚିତ ହୋଇ ସାରିଲେଣି…

ସରକାରୀ ହସ୍ପିଟାଲରେ ଦଲାଲଙ୍କୁ ସାବାଡ଼ କରିବାକୁ କଡ଼ାକଡ଼଼ି ହେବ ମନିଟରିଂ

ଭୁବନେଶ୍ୱର: ସାବାଡ଼ ହେବେ ଦଲାଲ୍ । ସରକାରୀ ହସ୍ପିଟାଲରେ କଡ଼ାକଡ଼ି ହେବ ମନିଟରିଂ । ସରକାରୀ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କୁ ଦଲାଲ୍ ମାନେ ବିଭିନ୍ନ ଘରୋଇ ହସ୍ପିଟାଲକୁ ଭଲ ଚିକିତ୍ସା ମିଳିବ କହି ନେଇ ଯାଉଛନ୍ତି । ଏହାକୁ ରୋକିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ମେଡିକାଲ କଲେଜ…

ଖୁବ ଶୀଘ୍ର ଓଟିଟି ରେ ନଜର ଆସିବ ଫିଲ୍ମ ‘ଥ୍ୟାଙ୍କ୍ ଗଡ୍’

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦିପାବଳୀ ଅବସରରେ ମୁକ୍ତିଲାଭ କରିଥିବା ଅଜୟ ଦେବଗନ ଏବଂ ସିଦ୍ଧାର୍ଥ ମଲହୋତ୍ରା ଅଭିନୀତ 'ଥ୍ୟାଙ୍କ ଗଡ୍' ବକ୍ସ ଅଫିସରେ କିଛି ବିଶେଷ ପ୍ରଦର୍ଶନ କରିପାରି ନାହାଁନ୍ତି। ନିର୍ଦ୍ଦେଶକ ଇନ୍ଦ୍ର କୁମାର ୭୦ କୋଟି ଟଙ୍କର ବଜେଟରେ ଏହି ଚଳଚ୍ଚିତ୍ର ନିର୍ମାଣ କରିଥିଲେ।…

ରଣଭୀର ସିଂଙ୍କୁ ମାରାକେଶ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ କରାଯିବ ସମ୍ମାନିତ

ମୁମ୍ବାଇ: ବଲିଉଡ ଅଭିନେତା ରଣଭୀର ସିଂ ତାଙ୍କର ଦମଦାର ଅଭିନୟ ସହ ତାଙ୍କର ଅତରଙ୍ଗି ଫ୍ୟାଶନ ସେନ୍ସ ପାଇଁ ଜଣାଶୁଣା। ଅଭିନେତା ଯେଉଁଆଡେ ଯାଆନ୍ତି ସମସ୍ତଙ୍କୁ ନିଜର କର ନିଅନ୍ତି। ରଣଭୀର ସିଂଙ୍କୁ ବଲିଉଡର ମୋଷ୍ଟ ଏନାର୍ଜେଟିକ ଅଭିନେତା ମଧ୍ୟ କୁହାଯାଏ। ରଣଭୀର ପ୍ରତ୍ୟେକ କାର୍ଯ୍ୟ ପାଇଁ…

ଚଳଚ୍ଚିତ୍ର ନିର୍ମାତା କମଲ କିଶୋର ମିଶ୍ରା ଗିରଫ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା କମଲ କିଶୋର ମିଶ୍ରା ଗତ ଦୁଇ ଦିନ ଧରି କ୍ରମାଗତ ଭାବରେ ଚର୍ଚ୍ଚାରେ ଅଛନ୍ତି। ନିର୍ମାତା ତାଙ୍କ ପତ୍ନୀ ଯାସ୍ମିନଙ୍କ ଉପରେ କାର ଚଢାଇ ହତ୍ୟା ଉଦ୍ୟମ କରିଥିଲେ। କମଲଙ୍କ ଏହି କାର୍ଯ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହା ସହିତ ଯାସ୍ମିନ୍ ମଧ୍ୟ ଥାନାରେ…