Latest Odisha News

BREAKING NEWS

Yearly Archives

2022

କୁଳାଙ୍ଗାର ଉବାଚ : ପୂଜା ପଞ୍ଚ୍

କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା ସବୁ ପୁରୁଷମାନଙ୍କୁ ମୋ ତରଫରୁ ହୃଦୟରୁ ହାପି ପୂଜା ; ଆପଣଙ୍କଠାରେ ମହିଷାସୁର ଗୁଣ ଥିଲେ ଦେବୀଙ୍କ ଦ୍ବାରା ହତ୍ୟା ହେବାକୁ କରନ୍ତୁନି ଲଜ୍ଜା! ଏବେ ଘରେ ଘରେ ଏପଟ ସେପଟ ହୋଇ ସମ୍ପର୍କ ଯାହା ହେଲାଣି; ପତ୍ନୀ ନିସନ୍ଦେହରେ ପତିଦେବକୁ ମହିଂଷାସୁର…

ଦେଶରେ ଆରମ୍ଭ ହେଲା ୫ଜି ଯୁଗ, ପ୍ରଗତି ମୈଦାନରୁ ପ୍ରଧାନମନ୍ତ୍ରୀ କଲେ ଉଦଘାଟନ

ନୂଆଦିଲ୍ଲୀ: ଦେଶରେ ବହୁ ପ୍ରତୀକ୍ଷିତ ୫ଜି ସେବା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଏହି ୫ଜି ସେବା ଆରମ୍ଭ କରିଛନ୍ତି। ଟେକ୍ନୋଲୋଜିର ଏହି ନୂଆ ପିଢିରେ ଭାରତ ପ୍ରବେଶ କରି ଚୀନ, ଦକ୍ଷିଣ କୋରିଆ, ଆମେରିକା ଆଦି ଦେଶ ସହିତ ସାମିଲ ହୋଇଛି।…

କମିଲା ଏଲପିଜି ସିଲିଣ୍ଡର ରୋଷେଇ ଗ୍ୟାସ ଦାମ

ନୂଆଦିଲ୍ଲୀ: ପାର୍ବଣ ବେଳେ କମିଲା ଏଲପିଜି ସିଲିଣ୍ଡରର ଦାମ। ଯଦିଓ ତୈଳ କମ୍ପାନୀଗୁଡିକ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି, କିନ୍ତୁ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ହ୍ରାସ ଘଟିଛି। ଆଜିଠାରୁ ଦିଲ୍ଲୀରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୨୫ ଟଙ୍କା…

ଶ୍ରୀକ୍ଷେତ୍ରରେ ଦୂର୍ଗାମାଧବ ଉପାସନା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀକ୍ଷେତ୍ରରେ ଶକ୍ତିସ୍ୱରୂପିଣୀ ମା’ ବିମଳାଙ୍କ ପୀଠରେ ଆଶ୍ୱିନ ମୂଳାଷ୍ଟମୀଠାରୁ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଶାରଦୀୟ ଦୂର୍ଗୋତ୍ସବ ଅନୁଷ୍ଠିତ ହୋଇଥାଏ । ମା’ ବିମଳାଙ୍କ ପ୍ରତିଷ୍ଠା, ମହିମା, ରହସ୍ୟମୟ ପୂଜାପଦ୍ଧତି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ହେଲେ ....ହେଲେ କଣ ସାଗର ବାବୁ ! ଆପଣ ତାଙ୍କ ବିଷୟରେ ଯାହା କହିଦେବେ ମୁଁ ବିଶ୍ବାସ କରିଯିବି !! ନୋ ....ନଟ୍ ଆଟଲ ! ଶୁଣନ୍ତୁ ସାଗର ବାବୁ ଏମିତି ରେ ବି ମୁଁ ବହୁତ ଡିଷ୍ଟର୍ବ ଅଛି ,ତେଣୁ ପ୍ଲିଜ ଆଉ ଅଧିକ ଡିଷ୍ଟର୍ବ…

କବିତା : ଦେବୀ

ଜୟନ୍ତୀ ବିଶ୍ବାଳ ବେହୁରିଆ  ଦେବୀ ନୁହେଁ ... . ନାରୀଟିଏ ହେବାକୁ ଚାହେଁ ! ଚଉଷଠି ଭୋଗ ଉପଚାର ଧୂପ ଓ ଦୀପର ବର୍ଣ୍ଣବିଭା ଝୁଣାର ସେ ଧୂମାୟିତ ଇତସ୍ତତଃ ନିରୁତା ମହକ କେଉଁଥିରେ ମନ ନାହିଁ ..! ତଥାସ୍ତୁ ମୁଦ୍ରାରେ ବସି ଦେଖିବିନି ମୋହମୟ ମଣିଷ ଆଶାୟୀ ମସ୍ତକ ନଇଁଗଲେ ଥରେ…

ମା’ କାତ୍ୟାୟନୀ

ନବରାତ୍ରର ନବସ୍ୱରୂପର ଷଷ୍ଠ ରୂପ ‘ମା’ କାତ୍ୟାୟନୀ ’ ଆଜି ନବରାତ୍ରୀର ଷଷ୍ଠ ଦିନ। ଶାସ୍ତ୍ର ଅନୁସାରେ ଏହି ଦିନ ଆଦି ଶକ୍ତି ମା' ଦୁର୍ଗାଙ୍କୁ କାତ୍ୟାୟନୀ ରୂପରେ ପୂଜା କରାଯାଏ। ଦେବୀଙ୍କର ଏହି ସ୍ଵରୂପକୁ କନ୍ୟାମାନେ ପୂଜା କଲେ ଯୋଗ୍ୟ ଜୀବନସାଥୀ ପ୍ରାପ୍ତ ହୋଇଥାଏ ବୋଲି ମାନ୍ୟତା ଅଛି ।…

ଭାଷା ଭାଗବତ : ସ୍ବଦେଶର ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସ୍ବଦେଶ ହେବାରୁ ସ୍ବତଂତ୍ର ଚଳିଲା ଏଠି ଗଣତଂତ୍ର ଅଜଣା ଯେଣୁ ସୂତ୍ର, ମଂତ୍ର ହୋଇନି ଏବେ ବି ଏକତ୍ର ଦେଶକୁ ଏକ ବୋଲି ଭାବି ଗୋଟେ ତାଲାକୁ ଗୋଟେ ଚାବି ରଖିବା ପାଇଁ ନୀତି, ବିଧି ଚଳିପାରିନି ଅଦ୍ୟାବଧି ଅନେକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୨ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ଥିବା ଚାରି ଆଶ୍ରମ ମଧ୍ୟରେ ସର୍ବ ପୁରାତନ ଆଶ୍ରମ ଶ୍ରୀମନ୍ଦିରର ଉତ୍ତର ପଶ୍ଚିମ କୋଣରେ ଅବସ୍ଥିତ ମାର୍କଣ୍ଡ ସରୋବର କୂଳରେ ଅବସ୍ଥିତ। ଏହି…

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ମେଘାଳୟ ରାଜ୍ୟପାଳ ଅବସର ନେଲେ

ନୂଆଦିଲ୍ଲୀ: ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅବସର ନେଇଛନ୍ତି । ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଚର୍ଚାରେ ରହୁଥିବା ସତ୍ୟପାଲ ମଲ୍ଲିକଙ୍କର କାର୍ଯ୍ୟକାଳ ସରିଛି । ଆଜିଠାରୁ ସେ ଆହୁରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିପାରନ୍ତି । ଆସନ୍ତାକାଲି ସେ କୃଷକ ସମ୍ମିଳନୀରେ…