Latest Odisha News

BREAKING NEWS

Yearly Archives

2022

ଜୀବନର ଶେଷ ମ୍ୟାଚରେ ରୋଜର ଫେଡରରଙ୍କ ଆଖିରେ ଲୁହ

ଲଣ୍ଡନ: ବିଶ୍ବର ପ୍ରସିଦ୍ଧ ଟେନିସ୍ ଖେଳାଳି ରୋଜର ଫେଡେରର ଲେଭର କପରେ କ୍ୟାରିୟରର ଶେଷ ଟୁର୍ନାମେଣ୍ଟ ହାରିଯାଇଛନ୍ତି ।  ଟେନିସରୁ ସନ୍ୟାସ ନେବାକୁ ଘୋଷଣା କରିଥିବା ଫେଡରର ଏହି ଅନ୍ତିମ ଟୁର୍ନାମେଣ୍ଟରେ ନିଜର ସବୁଠୁ ବଡ଼ ପ୍ରତିଦ୍ବନ୍ଦ୍ବୀ ରାଫେଲ ନାଦାଲଙ୍କ ସହ ମିଶି ଡବଲ୍ସ ମ୍ୟାଚ୍…

ହ୍ୱାଟସଆପ୍ କଲ କଲେ ଦେବାକୁ ପଡିବ ପଇସା, ଆପଣଙ୍କ ମତାମତକୁ ସରକାରଙ୍କ ଅପେକ୍ଷା

ନୂଆଦିଲ୍ଲୀ: ଏବେ ଆମେ ଇଣ୍ଟରନେଟକୁ ବହୁଳ ଭାବରେ ବ୍ୟବହାର କରୁଛେ। ତେଣୁ ଫୋନରେ ଯଦି ରିଚାର୍ଜ ପ୍ୟାକ ସରି ଯାଇଛି ତାହେଲେ ଇଣ୍ଟରନେଟ ଜରିଆରେ ହ୍ୱାଟସଆପ, ଫେସବୁକ କିମ୍ବା ଅନ୍ୟ ଆପ୍ ଜରିଆରେ ଆମେ ଫୋନ୍ କଲ କରି ଦେଉଛୁ । ତା ପୁଣି ମାଗଣା। ଏବେ ଆଗାମୀ ଦିନରେ ଏହି ସେବା ଆଉ ମାଗଣା…

ଆଜି ପୁରୀ ଠାରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଦଶମ ପରାମର୍ଶଦାତା କମିଟି ବୈଠକ

ପୁରୀ :  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ‘ଦଶମ ପରାମର୍ଶଦାତା କମିଟି’ ବୈଠକ ଆଜି ପୁରୀରେ ଅନୁଷ୍ଠିତ ହେବ । ଏହି ବୈଠକରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ଡ.…

୬୦ଟି ବିମାନ ବନ୍ଦରରେ ସିଆଇଏସଏଫଙ୍କ ସ୍ଥାନରେ ମୁତୟନ ହେବେ ପିଏସଏ ସୁରକ୍ଷା କର୍ମୀ

ଚେନ୍ନାଇ: ଭାରତ ସରକାରଙ୍କ ନିଷ୍ପତ୍ତିକ୍ରମେ, ଦେଶର ୬୦ଟି ବିମାନ ବନ୍ଦରରେ ଅଣ-ମୁଖ୍ୟ କାର୍ଯ୍ୟ ସମ୍ପାଦନ ଲାଗି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ସ୍ଥାନରେ ମୋଟ୍‌ ୧୯୨୪ ଜଣ ଘରୋଇ ସୁରକ୍ଷା ଏଜେନ୍ସି (ପିଏସଏ) ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ । ଏହି ନିଷ୍ପତ୍ତି ଦ୍ବାରା…

କଟକରେ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ର ଫାଇନାଲ ମ୍ୟାଚ୍‌

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୫ ତାରିଖରେ ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ର ଫାଇନାଲ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମଠାରେ ଆୟୋଜିତ ହେବ । ଏହି ମ୍ୟାଚ ବେଶ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି କହିଛନ୍ତି ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ର ସହପ୍ରତିଷ୍ଠାତା ଓ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଲୀଳା କ୍ଷେତ୍ର ଶ୍ରୀକ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର ତଥା ଶଙ୍ଖକ୍ଷେତ୍ର ମଧ୍ୟରେ ସର୍ବ ପୁରାତନ ସ୍ଥାନ ହିସାବରେ ଯେଉଁ କେତୋଟି ସ୍ଥାନ କଥା ମନକୁ…

ଭାଷା ଭାଗବତ : ଭାଷାର ସ୍ଥଳ, କାଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷା ତ ପ୍ରାଚୀନ ବିଜ୍ଞାନ ଏଯାଏଁ ରହି ବିଦ୍ୟମାନ ଆଚ୍ଛନ୍ନ କରେ ଜନ ମନ ମନୁଷ୍ୟ ମାତ୍ରେ ଭାଷାଧୀନ ଅନୁଭୂତିରୁ ନେଇ ଶିକ୍ଷା ଲୋକେ କରଂତି ଭାଷା ରକ୍ଷା ହେଉ କି ନ ହେଉ ପରୀକ୍ଷା ସର୍ବଦା ଚାଲୁଛି ସମୀକ୍ଷା ଭାବ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ କ'ଣ ହୋଇପାରେ ସମ୍ଭବଙ୍କର ଏ ପରିବର୍ତ୍ତନର କାରଣ ! ମନେ ମନେ ଭାଳି ହେଉଥିଲା ଆସ୍ଥା । ଏମିତି ଅନ୍ୟମନସ୍କତା ଭିତରେ ଗାଡ଼ି ଯାଇ ଲାଗିଥିଲା ,ସହରର ଜଣାଶୁଣା ମାନସିକ ଚିକିତ୍ସକ ଡ଼ଃ. କେଶବ କରଙ୍କ କ୍ଲିନିକ ଆଗରେ ! ଆସ୍ଥାର…

ଚୈତ୍ୟ-ଗବାକ୍ଷ ତଥା ବଜ୍ରମସ୍ତକ (୨)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀମନ୍ଦିର ଗଣ୍ଡିରେ ଥିବା ଚୈତ୍ୟ-ଗବାକ୍ଷ ବା ବଜ୍ରମସ୍ତକର ସ୍ଥାପତ୍ୟିକ ବିନ୍ୟାସରେ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ରୂପର ଅନନ୍ୟ ସଂଯୋଜନାର ସଠିକ୍‌ ତାତ୍ତ୍ୱିକ ସମୀକ୍ଷା କରାଯାଇନାହିଁ କାରଣ ଶ୍ରୀଜଗନ୍ନାଥ ମନ୍ଦିରର ବିମାନ…

କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଆଇନ କହି ଭାରତ ସହ ଶାନ୍ତି ସମ୍ପର୍କ ଚାହୁଁଛି କହିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପୁଣି ଥରେ ଜାତିସଂଘର ସାଧାରଣ ସଭାରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଅନ୍ତର୍ଜାତୀୟ ଫୋରମରେ ଧାରା ୩୭୦ ପ୍ରସଙ୍ଗ ଉଠାଇ ଭାରତ ସରକାରଙ୍କୁ ସମାଲୋଚନା କରିବାକୁ ଚେଷ୍ଟା କରିଛନ୍ତି 'କାଙ୍ଗାଳ' ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ। ସେ…