Latest Odisha News

BREAKING NEWS

Yearly Archives

2022

ଗଞ୍ଜେଇ ରେଡ୍ ବେଳେ ମିଳିଲା ବିପୁଳ ରୂପା ଇଟା, ଆସିକାରୁ ନିଆ ଯାଉଥିଲା ପଶ୍ଚିମବଙ୍ଗ

କଟକ: ଗଞ୍ଜେଇ ଧରିବାକୁ ଅବକାରୀ ବିଭାଗ କରିଥିବା ରେଡ୍ ବେଳେ ରୂପା ଇଟା ସହ ଅଳଙ୍କାର ମିଳିଛି । ଏଥିସହ ଗାଡ଼ିରୁ ୧୪ ଲକ୍ଷ ଟଙ୍କା ଜବତ କରାଯାଇଛି । ଟାଙ୍ଗୀ ଟୋଲଗେଟ୍ ନିକଟରୁ ଅବକାରୀ ଗୁଇନ୍ଦା ବିଭାଗ ଏସବୁ ଧରିଥିବା ବେଳେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ପଶ୍ଚିମବଙ୍ଗ ନମ୍ବର…

ଅପରାଧ ଦୁନିଆରେ ବି ଅଛି କିଛି ନିୟମ ଆଉ ମାନବିକତା

ଭୁବନେଶ୍ୱର: ଅପରାଧୀଙ୍କ ହୃଦୟ ଅଛି ? ଅଣ୍ଡରୱାର୍ଲ୍ଡ ତଥା ଅପରାଧ ଦୁନିଆରେ ବି କିଛି ନିୟମ ଅଛି ? ଏହି ପ୍ରଶ୍ନ ସର୍ବଦା ସାଧାରଣ ନାଗରିକଙ୍କୁ ଦ୍ୱନ୍ଦ୍ୱରେ ପକାଇଥାଏ । ଆଜ୍ଞା ହଁ.. ଅପରାଧୀଙ୍କ ବି ହୃଦୟ ଅଛି ଆଉ ସେମାନେ କେତେକ ନିର୍ଦ୍ଦିଷ୍ଟ ନିୟମ ମାନିଥାନ୍ତି, କାରଣ ସର୍ବଶେଷରେ ସେମାବେ…

ବିପଦ ବେଳେ ଖବର ଦେବ ପାନିକ ବଟନ, ସାରା ରାଜ୍ୟରେ ଲାଗୁ ହେବ ନିୟମ

ଭୁବନେଶ୍ୱର: ଏଣିକି ଗାଡିରେ ଲାଗିବ ପାନିକ ବଟନ ସହିତ ଟ୍ରାକିଂ ଡିଭାଇସ । ଦୁର୍ଘଟଣା ରୋକିବାକୁ ଏବଂ ନିର୍ଦ୍ଦିଷ୍ଟ ବେଗରେ ଯାଉଥିବା ଗାଡି ଉପରେ ଲଗାମ କଷିବାକୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ସେପ୍ଚେମ୍ବର ୧୯ରେ ଏ ନେଇ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ବିଭାଗୀୟ ଅଧିକାରୀ ଏବଂ…

କେବେ ଚେତିବା ? ଭୋକ ଲାଗିବାରୁ ହାତୀ ଖାଇଲା ପ୍ଲାଷ୍ଟିକ

ଭୁବନେଶ୍ୱର: ଦେଶ ସହ ରାଜ୍ୟରେ ପ୍ରଦୂଷଣ ବଢ଼ି ଚାଲିଛି । ସମସ୍ତ ପ୍ରକାର ପ୍ରଦୂଷଣ ମଧ୍ୟରେ ପ୍ଲାଷ୍ଟିକ ପ୍ରଦୂଷଣ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ପ୍ଲାଷ୍ଟିକ ପାଇଁ ପରିବେଶ ପ୍ରଦୂଷିତ ହେଉଛି । ମଣିଷ ବ୍ୟବହାର କରୁଥିବା ପ୍ଲାଷ୍ଟିକ ଯୋଗୁଁ ସମୁଦ୍ରରେ ରହୁଥିବା ଜୀବ ସହ ଜଙ୍ଗଲି…

ବିଶିଷ୍ଟ ପାଲା କଳାକାର ପଣ୍ଡିତ ନାରାୟଣ ଦାଶଙ୍କ ପରଲୋକ

ଭୁବନେଶ୍ୱର : ବାଲିଅନ୍ତା ନିକୁଞ୍ଜବିହାରୀ ମନ୍ଦିରର ମୁଖ୍ୟ ପୂଜକ, ବିଶିଷ୍ଟ ପାଲା କଳାକାର, ଗାନ୍ଧିବାଦୀ ଚେତନାର ପ୍ରବକ୍ତା ପଣ୍ଡିତ ନାରାୟଣ ଦାଶଙ୍କର ୯୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । କିଛି ଦିନ ଧରି ବାଦ୍ଧକ୍ୟ ଜନିତ ରୋଗରେ ସେ ପୀଡ଼ିତ ଥିଲେ । ସ୍ୱର୍ଗତଃ ଦାଶଙ୍କର ପରଲୋକ ଖବର ପାଇ…

ଡଲାର ତୁଳନାରେ ୪୦ ପଇସା ହ୍ରାସ ପାଇ ସର୍ବନିମ୍ନ ସ୍ତରରେ ଟଙ୍କା

ମୁମ୍ବାଇ: ଭାରତୀୟ ଟଙ୍କା ମୂଲ୍ୟ ହ୍ରାସ ପାଇଛି । ଆଜି କାରବାର ଆରମ୍ଭରୁ ଟଙ୍କା, ଆମେରିକୀୟ ଡଲାର ତୁଳନାରେ ୪୨ ପଇସା ହ୍ରାସ ପାଇ ସର୍ବନିମ୍ନ ସ୍ତର ୮୦.୮୩ରେ ରହିଛି । ବୁଧବାର ଡଲାର ତୁଳନାରେ ଟଙ୍କା କାରବାର ୭୯.୯୭୫୦ରେ ବନ୍ଦ ହୋଇଥିଲା ।…

ମାତୃଭାଷା ଓଡ଼ିଆରେ ହେବ ଓଏଏସ ପରୀକ୍ଷା

ଭୁବନେଶ୍ୱର: ଏଣିକି ମାତୃଭାଷା ଓଡ଼ିଆରେ ଦେଇ ହେବ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା। ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ବା ଓପିଏସସି ଏହି ପରୀକ୍ଷା କରାଇଥାଏ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି ଲେଖି ଓପିଏସସିକୁ ଅବଗତ କରାଯାଇଛି। ୨୦୧୭ରୁ ଓପିଏସସି ପରୀକ୍ଷା ଓଡ଼ିଆରେ ଦେବାକୁ…

ପୁଅ ଆର୍ଯ୍ୟାନଙ୍କ ଗିରଫଦାରୀକୁ ନେଇ ନୀରବତା ଭାଙ୍ଗିଲେ ଗୌରୀ ଖାନ

ମୁମ୍ବାଇ: ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ପୁଅ ଆର୍ଯ୍ୟାନ ଖାନଙ୍କ ଗିରଫଦାରୀକୁ ନେଇ ନୀରବତା ଭାଙ୍ଗିଲେ ଗୌରୀ ଖାନ। ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଟକ୍ ଶୋ 'କଫି ୱିଥ୍ କରଣ-ସିଜନ 7' ରେ ଅତିଥି ଭାବେ ଆସିଥିବା ଗୌରୀ ଖାନ, ମନ ଖୋଲି ନିଜ ପରିବାର ସମ୍ପର୍କରେ ଆଲୋଚନା କରିଛନ୍ତି।…

ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାର ଶିକାର

କଟକ: ଅଳ୍ପକେ ବର୍ତ୍ତିଲେ ୩୦ ସ୍କୁଲ୍ ପିଲା । କଟକ ସିଡିଏ, ସେକ୍ଟର-୧୦ରେ ଏକ ଘରୋଇ ସ୍କୁଲ୍ ବସ୍ ଡିଭାଇଡରରେ ପିଟି ହୋଇଯିବାରୁ ଦୁର୍ଘଟଣାର ଶିକାର ହୋଇଛି। ବସଟି ଡିଭାଇଡରରେ ପିଟି ହେଲା ପରେ ଗଛ ଭିତରେ ପଶିଯାଇଥିଲା। ଏବେ ଅଗ୍ନିଶମ ବିଭାଗ ଆସି ବସଟିକୁ ବାହାର କରିବାକୁ ପ୍ରୟାସ କରିଛନ୍ତି।…

ମନ୍ତ୍ରୀ ସହ ଏଆଇସିସି ମୁଖ୍ୟ ହୋଇପାରିବି: ଗେହଲଟ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ପାଇଁ ଯଦି ରାହୁଲ ଗାନ୍ଧୀଙ୍କୁ ମନାଇବାରେ ବିଫଳ ହୁଅନ୍ତି ତେବେ କଂଗ୍ରେସ ସଭାପତି ପଦ ପାଇଁ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ସେ କିନ୍ତୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ରାଜି ହେଉନଥିବା ସୂଚନା…