‘ମୁନଲାଇଟିଂ’ ପାଇଁ ୩୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଲା ଓ୍ୱିପ୍ରୋ, ମୁନଲାଇଟିଂ କ’ଣ?
ନୂଆଦିଲ୍ଲୀ: ମୁନଲାଇଟିଂରେ ସଂପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ ଆଇଟି କମ୍ପାନୀ ଓ୍ୱିପ୍ରୋ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ୩୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି। ଓ୍ୱିପ୍ରୋର ଅଧ୍ୟକ୍ଷ ରିଶଦ ପ୍ରେମଜୀ କହିଛନ୍ତି ଯେ, ଗତ କିଛି ମାସ ମଧ୍ୟରେ କମ୍ପାନୀ ୩୦୦ ଜଣଙ୍କୁ…