ଶିଶୁ ଗପ : ପରୋପକାର
କୁଞ୍ଜ ବିହାରୀ ସାହୁ
ଗୋଟିଏ ସହରର ଉତ୍ତର ମଧୁବନରେ ରହନ୍ତି ସୁକାନ୍ତି । ପ୍ରାଇମେରୀ ସ୍କଲ ଶିକ୍ଷୟତ୍ରୀ । ପିଲାଙ୍କୁ ଭଲ ପଢ଼ାନ୍ତି । ପଢ଼ା ସମୟରେ ପିଲାଙ୍କର ଭଲମନ୍ଦ ବୁଝନ୍ତି । ସେଇଥିପାଇଁ ସୁକାନ୍ତିକୁ ସମସ୍ତେ ଭକ୍ତି କରନ୍ତି ।
ସୁକାନ୍ତି ସକାଳୁ ଉଠିଲା ପରେ ନିତ୍ୟକର୍ମ ସାରି…