୧୯ ଜଣଙ୍କ ଜୀବନ ବଞ୍ଚାଇଲେ ଭାରତୀୟ ତଟରକ୍ଷୀ
ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ନିକଟ ଆରବ ସାଗରରେ ୧୦୨ ମିଟର ଲମ୍ବା ବିଦେଶୀ ମାଲ ପରିବହନ ଜାହାଜ ବୁଡ଼ିଯାଉଥିବା ବେଳେ ଏଥିରେ ଥିବା ସଦସ୍ୟମାନଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରିଛନ୍ତି।
ବୁଡ଼ି ଯାଉଥିବା ଜାହାଜ ଓମାନରୁ ଭାରତକୁ ଆସୁଥିଲା। ରତ୍ନଗିରି ନିକଟରେ ପହଞ୍ଚିବା ପରେ…