ଆସାମରେ ୮ ଆଦିବାସୀ ଉଗ୍ରପନ୍ଥୀ ସଂଗଠନ ସହ ସ୍ୱାକ୍ଷର ହେଲା ଶାନ୍ତି ଚୁକ୍ତି
ନୂଆଦିଲ୍ଲୀ: ଆସାମରେ ଗୁରୁବାର ୮ ଆଦିବାସୀ ଉଗ୍ରପନ୍ଥୀ ସଂଗଠନଙ୍କ ସହ ତ୍ରିପାକ୍ଷିକ ଶାନ୍ତି ଚୁକ୍ତିନାମା ହୋଇଛି । ଏହା ଦ୍ୱାରା ଆସାମରେ ଶାନ୍ତି ସ୍ଥାପିତ ହୋଇପାରିବ ବୋଲି ଆଶା କରାଯାଉଛି । ଏହି ଉଗ୍ରପନ୍ଥୀ ସଂଗଠନଗୁଡିକ ମଧ୍ୟରେ ଅଲ ଆଦିବାସୀ ନ୍ୟାଶନାଲ ଲିବରେଶନ ଆର୍ମି, ଆଦିବାସୀ କୋବ୍ରା…