ଅନୁବାଦ କବିତା : ଘୋଡ଼ା ସବାରର ଗୀତ
ମୂଳ ରଚନା : ଫେଡେରିକା ଗାର୍ସିଆ ଲୋରକା
କର୍ଡୋବା
ଏକାକୀ ଓ ସୁଦୂର
ଛୋଟ କଳା ଘୋଡ଼ା
ବିଶାଳ ଜହ୍ନ
ଅଲିଭ କୋଳିରେ
ଭରା ମୋର ଥଳି।
ରାସ୍ତା ମତେ ଜଣାଅଛି
କର୍ଡୋବାରେ ତଥାପି ବି
ମୁଁ କେବେ ପହଞ୍ଚିବିନି
ପବନକୁ ଚିରି , ସମତଳ ଭୂଇଁ ଡେଇଁ
ମୋର ଏଇ କଳା ଘୋଡ଼ା
ନାଲି ଜହ୍ନ,…