Latest Odisha News

BREAKING NEWS

Yearly Archives

2022

ସାମ୍ବାଦିକଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି କଲେ ବିରୋଧୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଏଏସପି ଜୟକୃଷ୍ଣ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଓ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତାଙ୍କୁ ବହିଷ୍କାର କରିବାକୁ ଦାବି ହୋଇଛି। ସାମ୍ବାଦିକଙ୍କୁ ଏଏସପି ଆକ୍ରମଣ କରିଥିଲେ। ଏଥିସହ ମହିଳାଙ୍କୁ…

ମାଟି ତଳେ ଚାପି ହୋଇଗଲା ଜୀବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: କୋରାପୁଟ ରାୟଗଡା ରେଳ ଲାଇନ ଦୋହରିକଣ ବେଳେ ଅଘଟଣ । ମାଟି ଅତଡା ଖସିବାରୁ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ଲକ୍ଷ୍ମୀପୁର ଥାନା ବୁର୍ଜା ଗାଁର ରବି ପ୍ରେପେକା ଓ ଆସାମ ବରପେଟା ଜିଲ୍ଲା ମାଜଗାଁର ଜାହରୁଦ୍ଦିନ୍। ମାଟି ତଳେ ଚାପି ହୋଇଯିବା ପରେ…

ଏସସିଓରେ ଯୋଗଦେବେ ବିଶ୍ବର ଚାରି ପ୍ରମୁଖ ନେତା: ହେବ କି ଭାରତ-ପାକିସ୍ତାନ ଆଲୋଚନା?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉଜବେକିସ୍ତାନର ସମରକନ୍ଦରେ ଆୟୋଜିତ ହେବାକୁ ଯାଉଛି ଏସସିଓ ସମ୍ମିଳନୀ ଅର୍ଥାତ୍ ସାଂଘାଇ କପୋର୍ସେନ ଅର୍ଗାନାଇଜେନ ସମ୍ମିଳନୀ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅପରାହ୍ନରେ ସମରକନ୍ଦ ଗସ୍ତ କରିବେ।…

ଟାର୍ଗେଟ ହତ୍ୟାର ପ୍ରତିଶୋଧ ନେଉଛି ସେନା: ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଟାର୍ଗେଟ ହତ୍ୟାର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ । ଶ୍ରୀନଗରରେ ପୁଣି ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ ।  ଶ୍ରୀନଗର ଜିଲ୍ଲାର ନୌଗାମ୍‌ ଅଞ୍ଚରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର୍‌ରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଆର୍ମି ଏବଂ ପୋଲିସ ପକ୍ଷରୁ ଶ୍ରୀନଗରର…

ଏଥର ଶୀତ ଆସିବ ବିଳମ୍ବରେ !

ଭୁବନେଶ୍ୱର: ଅକ୍ଟୋବର ଏବଂ ନଭେମ୍ବରରେ ଯେପରି ତାପମାତ୍ରା ରହିବା କଥା ଚଳିତ ଥର ପୂର୍ବ ଅପେକ୍ଷା ଅଧିକ ଗରମ ରହିବ। ତେଣୁ ଏଥର ଶୀତ ବିଳମ୍ବରେ ଆସିବ। ଏପରି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ପଶୁପାଳକ। ଏଲ୍-ନିନୋ, ଇଣ୍ଡିଆନ ଓସେନ ଡାଇପୋଲ ଏହଂ ଏମଏଜେଓକୁ ଅନୁଧ୍ୟାନ କରିବା…

ଗଛରୁ ଦୁଇ ଦଳିତ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଲକ୍ଷ୍ନୌ: ପୁଣି ଦୁଷ୍କର୍ମର ଶିକାର ହେଲେ ଦୁଇ ଦଳିତ ନାବାଳିକା। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଝୁଲାଇଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏଭଳି ଜଘନ୍ୟ କାଣ୍ଡ ଘଟିଛି ଉତ୍ତର ପ୍ରଦେଶର ଲଖିମପୁର ଜିଲ୍ଲାରେ। ନିଘାସାନ ଥାନା ଅନ୍ତର୍ଗତ ତାମୋଲି ପୂର୍ବା ଗ୍ରାମ ନିକଟସ୍ଥ…

ମାସୁଦ ଆଝାର ରହିଛି ପାକିସ୍ତାନରେ : ଆଫଗାନିସ୍ତାନ

କାବୁଲ: ୟୁଏନ୍ ପକ୍ଷରୁ ଆତଙ୍କବାଦୀ ଘୋଷଣା କରାଯାଇଥିବା ମାସୁଦ ଆଝାରକୁ ନେଇ ଏବେ  ତାଲିବାନ ଏବଂ ପାକିସ୍ତାନ ମଧ୍ୟରେ କଥା କଟାକଟି ଚାଲିଛି । ଏହି ଆତଙ୍କବାଦୀ ଆଫଗାନିସ୍ତାନରେ ଥିବା ପାକିସ୍ତାନ ପକ୍ଷରୁ ଚିଠିରେ ଦର୍ଶାଯାଇଥିଲା । ତେବେ ଏହାକୁ ନେଇ ପାକିସ୍ତାନକୁ କଡା ସମାଲୋଚନା କରିଛି…

ବ୍ୟାପୁଛି କୋଭିଡର ଆଉ ଏକ ଭ୍ୟାରିଆଣ୍ଟ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାରା ବିଶ୍ୱରେ କରୋନା ଶିଥିଳ ପଡିଥିବା କୁହାଯାଉଛି । ବିଶ୍ବ ଏବେ ସ୍ବାଭାବିକ ମୁହାଁ ହୋଇଥିବା ବେଳେ ଆଉ ଏକ କରୋନା ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ଯାହା ଓମିକ୍ରନ ଭ୍ୟାରିଆଣ୍ଟର ସବ୍ ଭ୍ୟାରିଆଣ୍ଟ ବୋଲି କୁହାଯାଉଛି। ଆମେରିକାରେ ଏହି ଭ୍ୟାରିଆଣ୍ଟ BA.4.6…

ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ଦୁର୍ଘଟଣାର ଶିକାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ଏକ କାର ଦୁର୍ଘଟଣାରର ଶିକାର ହୋଇଛନ୍ତି। ତେବେ ସେ ସୁରକ୍ଷିତ ରହିଛନ୍ତି । ସାମାନ୍ୟ ଆହତ ହୋଇଛନ୍ତି। ୟୁକ୍ରେନ ମିଡିଆ ପୋର୍ଟାଲ ଦି କିଭ୍ ଇଣ୍ଡିପେଣ୍ଡେଣ୍ଟ ଜେଲେନସ୍କିଙ୍କ ମୁଖପାତ୍ରଙ୍କ ପ୍ରତିକ୍ରିୟାକୁ ଆଧାର କରି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ "ପୁରୁଣା କ୍ଷତକୁ ଆଉ ନଉଖାରି ବରଂ ମଲମ ଲଗେଇବା ପାଇଁ ଲାଗିପଡ଼ିଲି ; ନିଜେ ନିଜର ପିଠି ଥାପୁଡ଼େଇ । ନିଜେ ଗୋଟିଏ ଛୋଟ ଏନ୍ . ଜି .ଓ ଖୋଲିଲି । ସମାଜର ମଙ୍ଗଳ ପାଇଁ ଯଦି କିଛି କାମରେ ଆସି ପାରିଲି ତାହେଲେ ମୋର ଭାଗ୍ୟ ଭାବି ମୋ' ସହରରେ…