Latest Odisha News

BREAKING NEWS

Yearly Archives

2022

କାୟା ବିସ୍ତାର କରିଛି ଡେଙ୍ଗୁ, ରାଜଧାନୀରେ ବଢୁଛି ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ଡେଙ୍ଗୁ ବଢାଇଲାଣି ଡର। ଆତଙ୍କ ଖେଳାଇ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ ଜ୍ୱର। ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପୁଛି ଡେଙ୍ଗୁ ରୋଗ। ରିପୋର୍ଟ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ଶନିବାର 95 ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା…

ଲଗାଣ ବର୍ଷା ପାଇଁ ଆଜି ୨୦୦ ଟ୍ରେନ୍ ବାତିଲ

ନୂଆଦିଲ୍ଲୀ: ଆଜି ଟ୍ରେନରେ ଯିବାକୁ ଯଦି ଆପଣ ସ୍ଥିର କରିଛନ୍ତି ତେବେ ଟ୍ରେନର ଟାଇମ୍ ଟେବଲ୍ ଟିକେ ଦେଖି ନିଅନ୍ତୁ । କାରଣ ସାରା ଦେଶରେ ଲଗାଣ ବର୍ଷା ପାଇଁ ଆଜି ୨୦୦ରୁ ଅଧିକ ଟ୍ରେନ ବାତିଲ ହୋଇଛି । ବର୍ଷା ପାଇଁ  ଭାରତୀୟ ରେଳ ୨୦୩ ଟ୍ରେନକୁ ବାତିଲ କରିଥିବା ଜଣାପଡିଛି। ଏହା ସହ  ୩୮ ଟି…

ପଞ୍ଚମ ଶ୍ରେଣୀ ବହିରେ ଜାତୀୟ ସଙ୍ଗୀତରୁ ‘ଉତ୍କଳ-ବଙ୍ଗ’ ଗାଏବ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାରୀ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ହିନ୍ଦୀ ବହିରେ ଛାପିଛି ଅଧୁରା ଜାତୀୟ ସଙ୍ଗୀତ। ତ୍ରୁଟିପୂର୍ଣ୍ଣ ଜାତୀୟ ସଙ୍ଗୀତ ପଢୁଛନ୍ତି ଲକ୍ଷାଧିକ ଛାତ୍ରଛାତ୍ରୀ। ଏନେଇ ବିବାଦ ମୁଣ୍ଡ ଟେକିଛି। ଉତ୍ତରପ୍ରଦେଶ କୌଶମ୍ବୀ ଜିଲ୍ଲାରେ ଥିବା ସରକାରୀ ବିଦ୍ୟାଳୟ ଗୁଡିକର ପଞ୍ଚମ…

‘ବିରୋଧୀ ଦଳର ଚେହେରା ହେବେନି ପାଓ୍ୱାର’, ଦାଦା-ପୁତୁରା ସମ୍ପର୍କ ଠିକ୍ ଅଛି ତ?

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଟକାଟୋରା ଷ୍ଟାଡିୟମରେ ଶରଦ ପାୱାରଙ୍କ ପାର୍ଟି ଏନସିପିର ଦୁଇ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ରବିବାର ଏହି ସମ୍ମିଳନୀରେ ଏକ ବଡ଼ ଡ୍ରାମା ଦେଖିବାକୁ ମିଳିଛି। ମହାରାଷ୍ଟ୍ର ବିଧାନସଭାର ଶରଦ ପାୱାରଙ୍କ ପୁତୁରା ତଥା ବିରୋଧୀଦଳ ନେତା…

କବିତା : ମତେ ମୋ ପରି

ସାଗରିକା ଦାସ ଅଦୃଶ୍ଯ ମୋ ଇଛାର ପରିଧିରେ ମୋତେ ମୋ ପରି ରହିବାକୁ ଦିଅ , ଯେମିତି ମୁଁ ମୋତେ ବୁଝାଇ ନେଇଛି ଥାପୁଡାଇ ମନକୁ ଫୁସଲେଇ ଦେଇଛି ଯାହା ନଥିଲା ମୋର , ନପାଇବାର ହିଁ ଥିଲା...... ସବୁ ପାଇଲେ ଅବା ଜୀବନ ନଷ୍ଟ ! ତୁମ ଦୁନିଆର ଝାପସା ଆଲୋକ ସଞୁଆ ପବନରେ କିଛି ମହକ…

ଆମ୍ବୁଲାନ୍ସ ପହଞ୍ଚିପାରୁନି ଗାଁ ଦାଣ୍ଡ, ଏବେ ବି ଖଟିଆ ଭରସା ମୁଣ୍ଡାପଡାବାସୀଙ୍କୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ସରକାର କହୁଛନ୍ତି। ହେଲେ ଏବେ ବି ଓଡିଶାର ଏମିତି ଏକ ଗାଁ ଅଛି ଯେଉଁଠି ଆମ୍ବୁଲାନ୍ସ ସେବା ପହଞ୍ଚିପାରୁନି। ଅର୍ଥାତ ଅପହଞ୍ଚ। ତେଣୁ ରୋଗୀ ଠିକ୍ ସମୟରେ ଚିକିତ୍ସା ନପାଇ ମୃତ୍ୟୁ ବରଣ କରୁଥିବାର ଅଭିଯୋଗ ରହିଛି। ସମ୍ବଲପୁର…

ଆଜିଠୁ ଓଜେଇଇ କାଉନ୍‌ସେଲିଂ

ଭୁବନେଶ୍ବର: ଆଜିଠୁ ଓଜେଇଇ କାଉନ୍‌ସେଲିଂ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ରାଜ୍ୟରେ ବିଭିନ୍ନ ଇଞ୍ଜିନିୟରିଂ ଓ ବୃତ୍ତିଗତ ପାଠ୍ୟକ୍ରମରେ ନାମ ଲେଖିବା ପାଇଁ  ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପକ୍ଷରୁ କାଉନ୍‌ସେଲିଂ ଆରମ୍ଭ ହେବ । ଟେକ୍ନିକାଲ୍‌ ଓ ବୃତ୍ତିଗତ…

ଧାରା ୩୭୦ ପୁଣିଥରେ ଲାଗୁ ହୋଇପାରିବନି : ଗୁଲାମ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେଉଥିବା ଧାରା ୩୭୦ ଏବଂ ୩୫-ଏ ପୁଣିଥରେ ଲାଗୁ ହେବ ବୋଲି ଯେଉଁମାନେ ପ୍ରତିଶ୍ରୁତି ଦେଉଛନ୍ତି ନେତାମାନେ ତାହା କେବେ ହୋଇପାରିବ ନାହଁ। ଏହା କହିଛନ୍ତି ନିକଟରେ କଂଗ୍ରେସ ଛାଡି ନୂଆ ଦଳ ଗଢିବାକୁ ଥିବା ଗୁଲାମ ନବୀ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ ( ୨ )

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ ଦିନେ ମାଆଙ୍କର ଦେହ ଖରାପ ହୋଇଗଲା। ଆସ୍ଥା ଫୋନରେ ମାଆଙ୍କ ଦେହ ଖରାପ କଥା ସ୍ୱପ୍ନିଳକୁ ଜଣାଇଲା। ସ୍ୱପ୍ନିଳ ଆସି ଆସ୍ଥା ଘରେ ଅପ୍ରତ୍ୟାଶିତ ଭାବରେ ପହଞ୍ଚି ଗଲା । ଭିତର ଘରେ ଥିଲା ଆସ୍ଥା। ଶୁଣି ପାରିଲା ଦମ୍ଭିଲା ସ୍ୱରଟିଏ।"ମୁଁ…

ସୁପ୍ରିମକୋର୍ଟ ମାରିବେ ଡବଲ ସେଞ୍ଜରୀ, ଆଜି ବିଭିନ୍ନ ମାମଲାର ଶୁଣାଣି

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଅନେକ ଆବେଦନ ସମେତ ସୁପ୍ରିମକୋର୍ଟ ସୋମବାର ୨୦୦ରୁ ଅଧିକ ଜନସ୍ୱାର୍ଥ ମାମଲା (ପିଆଇଏଲ) ଶୁଣାଣି କରିବେ। ପ୍ରଧାନ ବିଚାରପତି ୟୁ. ୟୁ ଲଳିତଙ୍କ ନେତୃତ୍ୱରେ ଏକ ବେଞ୍ଚ ସିଏଏର ବୈଧତାକୁ…