ଭାଷା ଭାଗବତ : ବ୍ୟକ୍ତିତ୍ୱ ନିଶ୍ଚିହ୍ନ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଖାଦ୍ୟ, ପାନୀୟ, ପରିଧାନ
ପ୍ରତ୍ୟେକଟିରେ ଲୋକେ ଭିନ୍ନ
ହେବାକୁ କରି ପରିଶ୍ରମ
ପୋଷୁଥାଆଂତି ମହାଭ୍ରମ
ନିଜ ସଂସ୍କୃତି, ଭାଷା ଛାଡ଼ି
ଯେ ହୁଏ ଆନ ସହ ଯୋଡ଼ି
ତାହାର ବିଶ୍ବସନୀୟତା
ପୂର୍ଣତଃ ମନଗଢ଼ା କଥା
କୃତିତ୍ୱ…