Latest Odisha News

BREAKING NEWS

Yearly Archives

2022

ନକଲି ଔଷଧ ମାମଲା, ଆତ୍ମସମର୍ପଣ କଲେ ୨ ଡିଷ୍ଟ୍ରିବ୍ୟୁଟର

କଟକ: ନକଲି ଔଷଧ ମାମଲାରେ କଟକ ପୋଲିସ ନିକଟରେ ୨ ଜଣ ଡିଷ୍ଟ୍ରିବ୍ୟୁଟର ଆତ୍ମସମର୍ପଣ କରିଛନ୍ତି । ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ ଟେଲମା-୪୦ ଟାବଲେଟ ନକଲି ନେଇ ଟ୍ୱିନସିଟି ସହ ଏକାଧିକ ସ୍ଥାନରେ ରେଡ୍ ହୋଇଥିଲା । ଏନେଇ ଡ୍ରଗ୍ସ ଇନ୍ସପେକ୍ଟର ମଧ୍ୟ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ ଏତଲା…

ଭୋଜନ ପରେ କରନ୍ତୁ ନାହିଁ ଏହି ଭୁଲ, ନଚେତ ହୋଇପାରନ୍ତି ଅସୁସ୍ଥ !

ଓଡିଶା ସମ୍ବାଦ ବ୍ୟୁରୋ: ଭୋଜନ ପରେ ତୁରନ୍ତ ଗାଧୋଇବାକୁ ଯାଆନ୍ତି କି ? ଯଦି ଏପରି କରନ୍ତି ତେବେ ଏଥିପ୍ରତି ରୁହନ୍ତୁ ସାବଧାନ। କାରଣ ଆୟୁର୍ବେଦ ଅନୁଯାୟୀ ଭୋଜନ କରିବା ପରେ ତୁରନ୍ତ ସ୍ନାନ କରିବା ଉଚିତ୍ ନୁହେଁ। ଏହି କାରଣରୁ, ହଜମ ସମ୍ବନ୍ଧୀୟ ଅନେକ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ। ତେବେ…

ରଣହୁଙ୍କାର ପରେ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ ଆଲୋଚନା କଲେ ସରକାର

ଭୁବନେଶ୍ୱର: ବର୍ଷାରେ ଭିଜିଲେ, ହକର ସ୍ୱର ଉଠାଇଲେ । ଲୋୟର ପିଏମଜିରେ ରବିବାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ରଣହୁଙ୍କାର ପରେ ଆଲୋଚନା କରିଛନ୍ତି ସରକାର । ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇଥିବା କୁହାଯାଇଛି । ୧୫ ଦିନ ଭିତରେ ସରକାର…

ଚଳନ୍ତା ଟ୍ରେନରେ ଛୁରାମାଡ଼ କରି ବନ୍ଧାହେଲେ ଅଭିଯୁକ୍ତ

ଭୁବନେଶ୍ୱର: ଚଳନ୍ତା ଟ୍ରେନରେ ଛୁରାମାଡ଼ । ଫାଲକନାମା ଏକ୍ସପ୍ରେସ ଫ୍ୟାଣ୍ଟ୍ରି କାର୍‌ରେ ଛୁରାମାଡ଼ ହୋଇଛି । ଛୁରାମାଡ଼ରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ରେଳବାଇ ପୋଲିସ ଆରମ୍ଭ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି । ଫାଲକନାମା…

ଦେଶର ୧୦ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ୬୦ଟି ସ୍ଥାନରେ NIA ଚଢ଼ାଉ

ନୂଆଦିଲ୍ଲୀ: ଦେଶବ୍ୟାପୀ ପ୍ରାୟ ୬୦ଟି ସ୍ଥାନରେ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (NIA) ଚଢ଼ାଉ କରିଛି । ଏହି ରେଡ୍ ୧୦ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ୬୦ରୁ ଅଧିକ ସ୍ଥାନରେ ହୋଇଛି । ଅନେକ ଗ୍ୟାଙ୍ଗଷ୍ଟର ଜେଲରେ ଥାଇ ଗ୍ୟାଙ୍ଗ ଅପରେଟ୍ କରୁଥିବା ବେଳେ ଆଉ କିଛି ପାକିସ୍ତାନୀ ଗୁଇନ୍ଦା…

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ: ଧାୱନ ନେଇ ପାରନ୍ତି ଟିମ ଇଣ୍ଡିଆର ନେତୃତ୍ୱ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଭାରତୀୟ ଦଳର ନେତୃତ୍ୱ ଶିଖର ଧାୱନ ନେଇପାରନ୍ତି । ରିପୋର୍ଟ ମୁତାବକ ଅଷ୍ଟ୍ରେଲିଆରେ ୧୬ ଅକ୍ଟୋବରର ୧୩ ନଭେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଚୟନ ହେବାକୁ ଥିବା ଖେଳାଳିମାନଙ୍କୁ ଏହି ସିରିଜରେ ବିଶ୍ରାମ…

ଚାଲିଛି ବି-ଟାଉନର ଫ୍ୟାଶନ ଟ୍ରେଣ୍ଡ, ଜାଣନ୍ତୁ ହଟ୍ ଷ୍ଟାରଙ୍କ ଟ୍ରେଣ୍ଡି ଲୁକ୍

ମୁମ୍ବାଇ: ବି-ଟାଉନ କଳାକାରଙ୍କ ନୂତନ ଫ୍ୟାଶନକୁ ଫଲୋ କରନ୍ତି ଆଜିର ଯୁବପିଢି। ବି-ଟାଉନରେ ଅନେକ ସମୟରେ ନୂଆ ଫ୍ୟାଶନ୍ ଟ୍ରେଣ୍ଡ ସେଟ୍ ହୋଇଥାଏ। ଅଭିନେତ୍ରୀଙ୍କ ଷ୍ଟାଇଲକୁ ଲୋକେ ଯେତିକି ପସନ୍ଦ କରନ୍ତି ସେତିକି ଅଭିନେତାମାନେ ଫ୍ୟାଶନରେ ନିଜର ଦବଦବା ଦେଖାନ୍ତି। ଏହି ତାରକାମାନେ ନିଜକୁ ନୂତନ…

ପୁରୀରେ କାର୍ତ୍ତିକ ହବିଷ୍ୟାଳୀମାନଙ୍କ ରହଣି ପାଇଁ କାଲିଠୁ ପଞ୍ଜିକରଣ ଆରମ୍ଭ

ପୁରୀ: ପବିତ୍ର କାର୍ତ୍ତିକ ମାସରେ ‘ରାଈଦାମୋଦର ବ୍ରତ’ ପାଇଁ ହବିଷ୍ୟାଳୀମାନଙ୍କ ଲାଗି ରହିବା ବ୍ୟବସ୍ଥା କରିବ ପୁରୀ ପ୍ରଶାସନ । ହବିଷ୍ଯାଳୀମାନଙ୍କ ରହଣି, ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯିବ ।…

RBI ରଦ୍ଦ କଲା ଏହି ବ୍ୟାଙ୍କର ଲାଇସେନ୍ସ, ଖାତାରେ ଟଙ୍କା ଥିଲେ ବି ଉଠାଇ ପାରିବେନି

ମୁମ୍ବାଇ: ଦେଶରେ ବନ୍ଦ ହେବାକୁ ଯାଉଛି ଆଉ ଏକ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନିର୍ଦ୍ଦେଶକୁ ପାଳନ ନକରିବା ଏହି ବ୍ୟାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆସନ୍ତା ସପ୍ତାହରୁ ପୁଣେର ରୂପୀ କୋ-ଅପରେଟିଭ୍ ବ୍ୟାଙ୍କ ବନ୍ଦ ହୋଇଯିବ । ଯଦି ଏହି ବ୍ୟାଙ୍କରେ ଆପଣଙ୍କ ଖାତା ଅଛି ତ…

ଟ୍ରକ୍-ବାଇକ୍ ଧକ୍କା, ୨ ଯୁବକ ମୃତ

ଅନୁଗୁଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ ୬୩ର ମାଳିବ୍ରାହ୍ମଣୀ ନିକଟରେ ଦୁର୍ଘଟଣା ହୋଇଛି । ଟ୍ରକକୁ ବାଇକ୍ ଧକ୍କା ଦେବା ଫଳରେ କୋଶଳା ଗାଁର ୨ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅନୁଗୁଳ କୋଶଳା ଗାଁର…