Latest Odisha News

BREAKING NEWS

Yearly Archives

2022

ମୂଳଲେଖାର ଭାବ ସହ ସାମଞ୍ଜସ୍ୟ ହିଁ ସଫଳ ଅନୁବାଦର ସୂତ୍ର : ଶାରଦା ରଥ

ସାହିତ୍ୟର କ୍ଷେତ୍ର ସବୁବେଳେ ଅପରିସୀମ । ଏହା କୌଣସି ଗୋଟିଏ ଅଞ୍ଚଳର ଭାଷା ମଧ୍ୟରେ ସୀମିତ ନୁହେଁ ବରଂ ପୃଥିବୀର ସବୁ ଅଞ୍ଚଳର ଭାଷା, ସଂସ୍କୃତି, ସାମାଜିକ ଚଳଣି ସହ ପରୋକ୍ଷ ଭାବରେ ଜଡ଼ିତ । ହେଲେ ସବୁ ଭାଷାର ସାହିତ୍ୟକୁ ପଢ଼ିବା ସମ୍ଭବ ନୁହେଁ। ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ, ନିଜ…

ହେୟାର ଡ୍ରାୟର ବ୍ୟବହାର କରୁଥିଲେ ସାବଧାନ, ଘଟିପାରେ ଏହି ଅଘଟଣ !

ଓଡିଶା ସମ୍ୱାଦ ବ୍ୟୁରୋ: ହେୟାର ଡ୍ରାୟର ସାଜିଲା କାଳ। ଚୁଟିକୁ ଡ୍ରାଏ କରୁଥିବା ବେଳେ ମୁଣ୍ଡରେ ଲାଗିଲା ନିଆଁ। ଏପରି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଷ୍ଟାଇଲିସ ଲୁକ୍ ପାଇଁ ଆଜିର ଯୁବପିଢି ବିଭିନ୍ନ ପ୍ରକାରର ଜିନିଷ ବ୍ୟବାହର କରନ୍ତି। ଯେପରିକି ହେୟାର ଡ୍ରାୟର, ଷ୍ଟ୍ରେଟନର।…

ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା, ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଂକେତ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ତତସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର…

ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନାଁରେ ହ୍ୱାଟ୍ସଆପରେ ଟଙ୍କା ମାଗୁଛନ୍ତି ଠକ

ଭୁବନେଶ୍ୱର: ସାଇବର ଲୁଟେରାଙ୍କ ଟାର୍ଗେଟରେ IPS । ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନାଁରେ ସାଇବର ଲୁଟେରା ଟଙ୍କା ମାଗୁଛନ୍ତି । ଏନେଇ ଖୋଦ୍ ଆଇପିଏସ୍ ସାରା ଶର୍ମା ଫେସବୁକରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଭିଜିଲାନ୍ସ ଏସପି ସାରା ଶର୍ମା ଲେଖିଛନ୍ତି, କେହି ଜଣେ ଅଜଣା…

ବିଶ୍ୱର ପେଟ ଭରୁଛି ‘ରାଇସ ମ୍ୟାନ’ଙ୍କ ଚାଉଳ

ଓଡ଼ିଶା ସମ୍ବାଦ ବ୍ୟୁରୋ: କୃଷି ହେଉଛି ଅର୍ଥନୀତିର ମେରୁଦଣ୍ଡ। ଆଉ ଭାରତ ଏକ କୃଷିପ୍ରାଧାନ୍ୟ ଦେଶ। ବିକାଶଶୀଳ ଦେଶମାନଙ୍କରେ ସବୁଜ ବିପ୍ଳବ ଗୁରୁତ୍ୱପୂର୍ଣ୍ଣ । ଏହି ସବୁଜ ବିପ୍ଳବ ଯୋଗୁଁ ନୂଆ କିସମ ଖାଦ୍ୟ ଶସ୍ୟ ଚାଷ କରାଯାଏ । ଭାରତରେ ଯେବେ ବି ସବୁଜ ବିପ୍ଳବ ସମ୍ପର୍କରେ ଆଲୋଚନା କରାଯାଏ…

ଘରେ ଲୁଟ୍ ପରେ ବୃଦ୍ଧାଙ୍କୁ ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲାର ଦିଗପହଣ୍ଡି ଥାନା ଭୀଷ୍ମଗିରି କଲେଜ ଛକ ନିକଟରେ ଘରେ ପଶି ଲୁଟ୍ ପରେ ବୃଦ୍ଧାଙ୍କୁ ହତ୍ୟା କରଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତ ବୃଦ୍ଧା ଜଣଙ୍କ ହେଲେ ବି.ଆଡ଼ି ପାତ୍ର(୭୦)। ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ସ୍ଵାମୀ ଘର ବାରଣ୍ଡାରେ ଏବଂ ଆଡି ଘର…

ଅମ୍ରିତା ଓ ସୈଫଙ୍କ ଲଭ ଷ୍ଟୋରୀ କେମିତି ଆରମ୍ଭ ହୋଇଥିଲା ?

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଚର୍ଚ୍ଚିତ ଅଭିନେତା ଓ ଅଭିନେତ୍ରୀଙ୍କ ବ୍ୟକ୍ତିଗତ କାହାଣୀ କୌଣସି ଫିଲ୍ମଠାରୁ କମ ନୁହେଁ। ସେଲିବ୍ରିଟିଙ୍କ ଅସଲ ଜୀବନଶୈଳୀ ଏହି ଫିଲ୍ମ ଜଗତରୁ ଆରମ୍ଭ ହୁଏ। ନିଜର ଦକ୍ଷତା ଓ ଲୋକପ୍ରିୟତା ସତ୍ତ୍ୱେ ବୈବାହିକ ଜୀବନ ସେମାନଙ୍କ ଅଭିନୟ ଜୀବନର ଶତ୍ରୁ…

କବିତା : ନିବେଦନ

ଗଦାଧର ସାହୁ  ହେ ପ୍ରଭୁ ! ମୋ ଗର୍ବ ମୋ ଅହଂକାର ଅତି ଦାନର ବଡିମା, ତୁମର ଗୋଟିଏ ପାଦ ତଳକୁ ନିଅଣ୍ଟ । ଥରେ ତୁମେ ଚାପିଥିଲ ତୁମ ପାଦ ବଳି ରାଜା ମଥା ପରେ, ଲଭିଥିଲେ ଶାନ୍ତି, ମୁକ୍ତି ମୋକ୍ଷ ପ୍ରାପ୍ତି ସେ ପାଦ ସ୍ପର୍ଶରେ । ଏବେ ତୁମେ ଆଉଥରେ ଚାପିଦିଅ ସେହି ପାଦ ସକଳ…

ଆପ ମାଧ୍ୟମରେ ଚାଲିଛି ଲୁଟ୍: ୧୭ କୋଟି ନଗଦ ଜବତ କଲା ଇଡି

କୋଲକତା: ଆପ୍ ମାଧ୍ୟମରେ ବିଭିନ୍ନ ଲୋଭ ଦେଖାଇ ଲୋକଙ୍କଠାରୁ ଲୁଟ କରାଯାଉଛି  । ଏଭଳି ଅଭିଯୋଗ ପରେ କୋଲକାତାର ED ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ କୋଲକତାର ଆମିର ଖାନ ନାମକ ବେପାରୀଙ୍କ ଘରୁ ନଗର ୧୭ କୋଟି ଟଙ୍କା ମିଳିଛି ।…

ଅନୁବାଦ ଗଳ୍ପ : ନଦୀ ଓ ସେତୁ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୯  ମୂଳ ହିନ୍ଦୀ : ମହୀପ ସିଂହ  ଲାହୋର ଷ୍ଟେସନରୁ ଯେତେବେଳେ ଟ୍ରେନ୍ ଛାଡ଼ିଲା, ମୋ ମନ ଭାରାକ୍ରାନ୍ତ ହୋଇଉଠିଲା । ଏବେ ଆମେ ଯେଉଁ ସ୍ଥାନ ଆଡ଼କୁ ଅଗ୍ରସର ହେଉଥିଲୁ, ସେଠାରେ ଆଜକୁ ଚଉଦବର୍ଷ ପୂର୍ବେ ଏକ ଅଭାବନୀୟ ସଂହାରଲୀଳ ସଂଘଟିତ…