Latest Odisha News

BREAKING NEWS

Yearly Archives

2022

ଫିଟ ହେଲେ ବୁମରାହ, ହର୍ଷଲ

ବାଙ୍ଗାଲୋର: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଟି୨୦ ବିଶ୍ୱକପ ପୂର୍ବରୁ ଦୁଇ ଆଘାତପ୍ରାପ୍ତ ବୋଲି ଯଶପ୍ରୀତ ବୁମରାହ ଓ ହର୍ଷଲ ପଟେଲ ଫିଟ ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସେମାନେ ଫିଟନେସ ଟେଷ୍ଟ କ୍ଲିୟର କରିଛନ୍ତି । ବାଙ୍ଗାଲୋରରେ ଏନସିଏରେ ସେମାନେ ବୋଲିଂ ଅଭ୍ୟାସ ମଧ୍ୟ…

ଓଦା ମୁଣ୍ଡ ଥିଲେ ଏହି ଭୁଲ କରନ୍ତୁନି, ନଚେତ ଝଡିଯିବ କେଶ

ଓଡିଶା ସମ୍ବାଦ ବ୍ୟୁରୋ: ନାରୀର ସୌନ୍ଦର୍ଯ୍ୟ ବଢାଏ ନିଜର କେଶ। ଆଜିକାଲି ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ କେଶ ସମସ୍ୟା ବହୁ ସଂଖ୍ୟାରେ ଦେଖାଯାଉଛି  ତେଣୁ କେଶକୁ ସଠିକ ଭାବେ ଯତ୍ନ ନେବା ଉଚିତ୍। ତେବେ ଆସନ୍ତୁ ଜାଣିବା କେଶକୁ କିପରି ଯତ୍ନ ନେବା। ଯେତେବେଳେ ବି ଆମେ ମୁଣ୍ଡ ଧୋଇଥାଉ, କୋଶକୁ…

ସମାନ କାମକୁ ସମାନ ଦରମା ଦାବିରେ ବର୍ଷାରେ ଭିଜି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଲଘୁଚାପ ବର୍ଷାରେ ସାରା ରାଜ୍ୟ ଭିଜୁଛି  ।  ହେଲେ ରାଜଧାନୀ ଭୁବନେଶ୍ୱର ବିଧାନସଭା ସମ୍ମୁଖର ଗାନ୍ଧୀ ମାର୍ଗରେ ହଜାର ହଜାର ଚୁକ୍ତି ଭିତ୍ତିକ କର୍ମଚାରୀ ନିଜର ହକ ପାଇଁ ଭିଜୁଥିଲେ  । ପ୍ରବଳ ବର୍ଷା ହେଉଥିଲେ ମଧ୍ୟ , ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାକୁ ଉଚ୍ଛେଦ କରି ସ୍ଥାୟୀ…

ରୋଷେଇ ବେଳେ ପ୍ରେସର କୁକର କାମ ନକଲେ ଆପଣାନ୍ତୁ ଏହି ଟିପ୍ସ !

ଓଡିଶା ସମ୍ୱାଦ ବ୍ୟୁରୋ: ସମସ୍ତଙ୍କ ରୋଷେଇ ଘରେ ପ୍ରେସର କୁକର ଏକ ଗୁରୁତ୍ୱପୂର୍ଣ୍ଣ ରୋଷେଇ ପାତ୍ର। ଏହା ବିନା ଅନେକ ରେସିପି ତିଆରି କରିବା କଷ୍ଟକର। ପ୍ରେସର କୁକର ଗ୍ୟାସ୍ ଏବଂ ସମୟକୁ ବହୁ ପରିମାଣରେ ସଞ୍ଚୟ କରିଥାଏ। କିନ୍ତୁ ପ୍ରାୟ ସମୟରେ ଦେଖାଯାଏ ପ୍ରେସର କୁକରରେ ରୋଷେଇ କରୁଥିବା ବେଳେ…

ପେଟ୍ରୋଲ, ଡିଜେଲ ଦରକୁ ନେଇ ମୋଦି ସରକାରଙ୍କୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଖସୁଛି । ହେଲେ ଦେଶରେ କାହିଁକି କମୁନି ପେଟ୍ରୋଲ ଓ ଡିଜେଲ୍ ଦର । ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରର ମୋଦି ସରକାଙ୍କୁ ଘେରିଛି କଂଗ୍ରେସ । ଦଳୀୟ ମୁଖପାତ୍ର ଗୌରବ ବଲ୍ଲଭ କହିଛନ୍ତି ଦେଶର ବିକାଶ ଦର ବଢ଼ୁ ନାହିଁ କି ଗ୍ୟାସ୍ ଓ ପେଟ୍ରୋଲ,…

୫ ରୁ ୧୮ ବର୍ଷର ପିଲାମାନଙ୍କ ଖୁବଶୀଘ୍ର ବଜାରକୁ ଆସିବ ନାଜାଲ କୋଭିଡ ଟୀକା

ନୂଆଦିଲ୍ଲୀ : କୋରନା ଭାଇରସ୍  ରୁ ସାରା ବିଶ୍ୱ ଏଯାବତ ସମ୍ପୂର୍ଣ ଭାବେ ରକ୍ଷା ପାଇନାହିଁ ।  ବର୍ତ୍ତମାନ  ସୁଦ୍ଧା ଏହାକୁ କିପରି ମାତ  ଦେଇ ହେବ ତାହା ଉପରେ ଅଧୟନ ପରୀକ୍ଷଣ ଚାଲିଛି । ତେବେ କିଛି  ଦିନ ତଳେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ୧୮ ବର୍ଷରୁ ଅଧିକ ଲୋକଙ୍କ…

ପ୍ରତିଦିନ ତିନି ଟଙ୍କାରେ କିପରି ଫିଟ୍ ରହିବେ ଜାଣନ୍ତୁ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରତିଟି ଭାରତୀୟ ଲେମ୍ବୁ ଖାଇବାକୁ ପସନ୍ଦ କରନ୍ତି । କିଏ ଆଚାର କରି ଖାଏ ତ ଆଉ କିଏ ଲେମ୍ବୁ ସରବତ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଲେମ୍ବୁର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଯାହା ଶରୀରକୁ ଅନେକ ଲାଭ ପ୍ରଦାନ କରିଥାଏ । ଲେମ୍ବୁ ବା କାଗେଜି ଔଷଧୀୟ…

ରାଉରକେଲାରୁ ୧୬ ଲକ୍ଷରୁ ଅଧିକ ମୂଲ୍ୟର ଜାଲ୍ ନୋଟ ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଉରକେଲାରୁ ଲକ୍ଷାଧିକ ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ରାଉରକେଲା ପୋଲିସ ସହାୟତାରେ ଏସଟିଏଫ୍ ସହରର ସେକ୍ଟର-୧୭ ଅଞ୍ଚଳରେ ରେଡ୍ କରିଥିଲା । ରେଡ୍ ବେଳେ ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ କରାଯାଇଛି । ମାମଲାରେ STF ଦିଲ୍ଲୀର ଏସକେ ଅହମ୍ମଦଙ୍କୁ ଗିରଫ କରିଛି ।…

ଆପର ବଢ଼ିଲା ଅଡୁଆ: ଲୋ ଫ୍ଲୋର ବସ କିଣା ଦୁର୍ନୀତିର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଅଡୁଆ ବଢ଼ିବାରେ ଲାଗିଛି । ଏକ ହଜାର ଲୋ ଫ୍ଲୋର ବସ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଅସିବା ପରେ ଏବେ ଉପ ରାଜ୍ୟପାଳ ଭିକେ ସକ୍ସେନା ଏହାକୁ ସିବିଆଇ ତଦନ୍ତ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଜୁନରେ ଏଲଜି ଅଫିସକୁ ଆସିଥିବା ଅଭିଯୋଗ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ: ମାଟି ଅତଡା ଖସିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଧଉରାଖମଣ ନିକଟରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ଛେଣ୍ଡିପଦା ବ୍ଲକରେ ନାଗାର୍ଜୁନ କମ୍ପାନୀ ପକ୍ଷରୁ ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଛେଣ୍ଡିପଦାରୁ…