Latest Odisha News

BREAKING NEWS

Yearly Archives

2022

ବୋଲୋଗଡ ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ରେଳ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଷଡଙ୍ଗୀ

ଭୁବନେଶ୍ୱର : ବୋଲୋଗଡ଼ରୋଡ ଷ୍ଟେସନର ନାମ ପରିବର୍ତ୍ତନ ହୋଇ ମାଣିକଗୋଡା ଷ୍ଟେସନ ହେବ । ଅନେକ ଦିନ ଧରି ବୋଲୋଗଡ଼ରୋଡ ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ଅଞ୍ଚଳବାସୀ ଦାବି କରିଆସୁଥିଲେ  । ଏହି ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ବୋଲଗଡ଼ ଜନସାଧାରଣଙ୍କ ଆଗ୍ରହ କ୍ରମେ ରେଳ ମନ୍ତ୍ରୀ ଅଶ୍ୱିନୀ…

ଡି ଗ୍ରୁପ ସଦସ୍ୟ, ଦାଉଦଙ୍କ ବିଷୟରେ ସୂଚନା ଦେଲେ ଏନଆଇଏ ଦେବ ୨୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ ଓ ତାର ସଦସ୍ୟଙ୍କ ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେବ ବୋଲି ଘୋଷଣା କରାଯାଇଛି । ଏନଆଇଏ ରିପୋର୍ଟ ଅନୁସାରେ ଡି ଗ୍ରୁପ ଏବେ ଭାରତରେ ନକଲି ଟଙ୍କା, ଅସ୍ତ୍ରଶସ୍ତ୍ର, ବିସ୍ଫୋଟକ ଓ…

କାମାକ୍ଷାନଗର ମହିମା ଆଶ୍ରମରେ ନୂଆଁଖାଇ ପାଳିତ

କାମାକ୍ଷାନଗର: ମଢି ସ୍ଥିତ ମହିମା ଆଶ୍ରମ ଠାରେ କୌପୁନି ଧାରୀ ମହିମା ସମାଜ ପକ୍ଷରୁ ଗଣପର୍ବ ନୂଆଁ ଖାଇ ପାଳିତ ହୋଇଯାଇଛି। ଭୋର ସମୟରୁ ମହିମା ଧର୍ମର ନୀତି ଅନୁଯାୟୀ ମହିମା ସନ୍ୟାସୀ ମାନେ ଏହି ପର୍ବ ସଂପନ୍ନ ହୋଇଛି । ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଅଂଶ…

କାନପୁରା ଗାଁରେ ପିଡିଏସ ଦୁର୍ନୀତି ଅଭିଯୋଗ; ଭୂତ ନାଁରେ ଚାଉଳ ହଡ଼ପ କଲେ ସମ୍ପାଦିକା!

କାମାକ୍ଷାନଗର: କାନପୁରା ଗାଁରେ ପିଡିଏସ ଚାଉଳ ବଣ୍ଟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ସଂଘର ସମ୍ପାଦିକା ଜ୍ୟୋସ୍ନାମୟୀ ବିଶ୍ୱାଳଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ଭୂତ ନାଁରେ ଚାଉଳ ହଡପ…

ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ପାଇଁ ବିଜେଡିର ବଡ଼ ପ୍ରସ୍ତୁତି

ଭୁବନେଶ୍ୱର : ନୂଆଦିଲ୍ଲୀର କ୍ୟାପିଟାଲ ପାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ। ଆସନ୍ତା ୪ ତାରିଖ ଦିନ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ । ଆସନ୍ତା ୬ ତାରିଖରେ…

ଗଳ୍ପ : ପାର୍ସଲ

ଶ୍ୱେତପଦ୍ମା ପାଢୀ ଡେଲିଭରୀ ବୟଟି ପାର୍ସଲ ଧରେଇ ଦେଇ ଚାଲିଗଲା । ପ୍ରାପ୍ତେଷୁ ସ୍ଥାନରେ ବାପାଙ୍କ ନାଁ ଲେଖା ହେଇଛି କିନ୍ତୁ ପ୍ରେରକ ସ୍ଥାନରେ ନାଁ ସହ ସଂଜ୍ଞାଟି ନଥିଲା । ନଥିଲା ବି ପ୍ରେରକର ଠିକଣା । ବାପା ଘରେ ସମସ୍ତଙ୍କୁ ପଚାରିଲେ କାହାର ଅନଲାଇନ୍ କିଛି ଜିନିଷ ଆସିବାର ଥିଲା କି ?…

ନୂଆଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା

ନୂଆ ଖାଇ ପାଇଁ  ଆଜି ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ।  କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ପ୍ରତି ଘରେ ଘରେ ପାଳନ ହେଉଛି ପର୍ବ ପର୍ବାଣି। ନୂଆଖାଇ ହେଉଛି ସାଂସ୍କୃତିକ ଜୀବନବୋଧ ଏବଂ ଜନଜୀବନ ସହିତ ଜଡିତ ପର୍ବ । ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ନୂଆପଡ଼ା, ଦେବଗଡ଼,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ନାରାୟଣ ସ୍ୱରୂପ ଧାରଣ କରି ଯେଉଁ ସ୍ଥାନରେ ପ୍ରଭୂ ଚକ୍ର ନାରାୟଣ ପୂଜା ପାଆନ୍ତି। ସେହି ସ୍ଥାନଟି ଏତେ ପବିତ୍ର ଯେ ମହୋଦଧି କୂଳରେ ଅବସ୍ଥିତ ଏହି ଅଞ୍ଚଳ…

ହଂକଂକୁ 40 ରନରେ ହରାଇଲା ଭାରତ

ଏସିଆ କପର ଲିଗମ୍ୟାଚରେ ହଂକଂକୁ 40 ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ହଂକଂ  ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ । https://twitter.com/BCCI/status/1565028427807219718 ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୯୨ ରନ…

ଶିଳ୍ପପତିମାନଙ୍କୁ ଭେଟି ମେକ୍ ଇନ ଓଡ଼ିଶା ସମ୍ମିଳନୀକୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ନୂଆଦିଲ୍ଲୀରେ ରାଷ୍ଟ୍ରଦୂତ ଏବଂ ଶିଳ୍ପପତିମାନଙ୍କୁ ଭେଟି ମେକ-ଇନ-ଓଡ଼ିଶା ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଛନ୍ତି ।  ରାଷ୍ଟ୍ରଦୂତ, ଶିଳ୍ପପତି ଏବଂ ନିବେଶକମାନଙ୍କୁ  ନୂଆଦିଲ୍ଲୀର ଲି’ ମେରିଡିଆନ ହୋଟେଲରେ ଆୟୋଜିତ ମେକ ଇନ ଓଡ଼ିଶା…