Latest Odisha News

BREAKING NEWS

Yearly Archives

2022

ମହାକାଳଙ୍କ ଥାଳୀ ବିବାଦରେ କ୍ଷମା ମାଗିଲା ଜୋମାଟୋ

ନୂଆଦିଲ୍ଲୀ: ଅନଲାଇନ ଫୁଡ ଡେଲିଭେରୀ କମ୍ପାନୀ ଜୋମାଟୋ ମହାକାଳଙ୍କ ଥାଳୀ ବିବାଦ ନେଇ କ୍ଷମା ମାଗିଛି । ଆମେ ଉଜ୍ଜୈନ ଲୋକଙ୍କୁ ସମ୍ମାନ କରୁ ସେମାନଙ୍କ ପାଇଁ ବିଜ୍ଞାପନ ପ୍ରସାରଣ ମଧ୍ୟ ବନ୍ଦ କରିଦେଇଛୁ । ଜୋମାଟୋର ଏକ ବିଜ୍ଞାପନରେ ହ୍ରିତିକ ରୋଶନ ମହାକାଳ ଥାଳୀ ମଙ୍ଗାଉଥିବା ଦେଖିବାକୁ…

ବନ୍ୟାପରେ ରାଜ୍ୟବାସୀ ସରକାରଙ୍କ ଭରସାରେ ନୁହେଁ ଭଗବାନଙ୍କ ଭରସାରେ ଅଛନ୍ତି

ଭୁବନେଶ୍ୱର : ରାଜ୍ୟରେ ଆସିଥିବା ବଡଧରଣର ବନ୍ୟାରେ ଅନେକ ଧନ ଜୀବନ ନଷ୍ଟ ହୋଇଛି । ତେବେ ଏହି ବନ୍ୟାପାଇଁ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ ଦାୟୀ କରିଛି ବିଜେପି  । ଏଭଲି ବନ୍ୟା  ପ୍ରାକୃତିକ ନୁହେଁ ସମ୍ପୂର୍ଣ ଭାବେ ମନୁଷ୍ୟକୃତ ବୋଲି ଏକ ସାମ୍ବାଦିକ ସମ୍ମିଳନି କରି ବିଜେପିର ସାଧାରଣ ସମ୍ପାଦକ…

ସୁବର୍ଣ୍ଣରେଖା ବନ୍ୟା ସ୍ଥିତି ସମ୍ଭାଳିବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ପରିସ୍ଥିତି ଅସମ୍ଭାଳ । ବଡ଼ ବନ୍ୟା ସମ୍ଭାଳିବାକୁ ରାଜ୍ୟ ସରକାର ବିଭିନ୍ନ ଉପାୟ ଏବଂ ଶକ୍ତି ଲଗାଇବାରେ ଲାଗିଛନ୍ତି । ରବିବାର ଅପରାହ୍ନରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏସଆରସି ଦାୟିତ୍ୱ ମିଳିଛି ।…

ଶୈଳଶ୍ରୀ ବିହାରରରେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତ ଦେହ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମିଳିଛି । ଶୁକ୍ରବାର ପୋଲିସ ଏକ ଭଡ଼ା ଘରୁ ଉତ୍କଳ ଶ୍ୱେତା ଉତ୍କଳ କୁମାରୀଙ୍କ ଝୁଲନ୍ତା ମୃତ ଦେହକୁ ଜବତ କରିଛି । ପ୍ରେମ ବିବାଦରୁ ଶ୍ୱେତା ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ…

କୁଶଭଦ୍ରା ନଦୀରେ ଭାସିଯାଇ ପ୍ରାଣ ହରାଇଲେ ପୂଜକ

ପୁରୀ : ରାଜ୍ୟରେ  ଲଘୁଚାପ ଜନିତ ଲଗାଣ ବର୍ଷା ହୋଇଥିବାରୁ ବଡ ଧରଣର ବନ୍ୟାର ବିଭୀଷିକା ଦେଖିବାକୁ ମିଳୁଛି । କେଉଁଠି ପୋଲ ଉପରେ ପାଣି ଚାଲୁଛି ତ କେଉଁଠି ନଦୀ ବନ୍ଧ ଭାଙ୍ଗି ଗାଁ ବୁଡିଲାଣି  । ଅନେକ ଧନ ଜୀବନ ନଷ୍ଟ ହେବାର ଖବର ଆସୁଛି  ।  ପୁରୀ ଜିଲ୍ଲା କୁଶଭଦ୍ରା  ନଦୀ ବନ୍ୟା ଜଳରେ ବୁଡି…

ବାଲେଶ୍ୱର, ମୟୂରଭଞ୍ଜରେ ବନ୍ୟା ଅଧିକ ହେବ: ଏସଆରସି

ଭୁବନେଶ୍ୱର: ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି । ଲଗାଣ ବର୍ଷା ପରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ଝାଡ଼ଖଣ୍ଡରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ପାଣିକୁ ସଂରକ୍ଷଣ କରିବାକୁ ଅସମର୍ଥ ହେବା ପରେ ଗାଲୁଡିହି…

ବିଶ୍ୱ ଫଟୋଗ୍ରାଫି ଦିବସ : ଫଟୋ ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ଫଟୋଗ୍ରାଫର

ଭୁବନେଶ୍ୱର: ନବୀନ ସୂତ୍ରଧର(ନୂତନ ଭବିଷ୍ୟତ ନିର୍ମାଣ ର ସୂତ୍ରଧର )ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଓଡିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଆଧାରିତ ଦୁଇଦିନ ବ୍ୟାପି ଆୟୋଜିତ ଫଟୋପ୍ରଦର୍ଶନୀ ଗତକାଲି ଉଦଯାପୀତ ହୋଇଯାଇଥିଲା  । ଉଦଯାପନୀ ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମର…

ଆସନ୍ତା ୨୭ରେ ହେବ ଏଏସଓ ଲିଖିତ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଏଏସଓ (ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଆଜି ଅର୍ଥାତ୍ ଅଗଷ୍ଟ ୨୧ରେ ଏହି ଲିଖିତ ପରୀକ୍ଷା କରିବାକୁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ରାଜ୍ୟରେ ଭୀଷଣ ବନ୍ୟା ସ୍ଥିତି ପାଇଁ…

ଅନ୍ ଲାଇନ୍ ଇନଷ୍ଟାଣ୍ଟ ଲୋନକୁ ସାବଧାନ ! ୨୨ ଗିରଫ, ଚୀନକୁ ପଠାଉଥିଲେ ପଇସା

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଇନଷ୍ଟାଣ୍ଟ ଲୋନ୍ ଆପ୍ସର ଏକ ରାକେଟରେ ସାମିଲ ଥିବା ସଦସ୍ୟଙ୍କୁ ଗିରଫ କରିଛି। ପାଖାପାଖି ଦୁଇ ମାସ ଧରି ଏ ନେଇ ସ୍ୱତନ୍ତ୍ର ଅପରେସନ କରିବା ପରେ ଶେଷରେ ବିଭିନ୍ନ ରାଜ୍ୟରୁ ଏହି ବେଆଇନ କାରବାରକୁ ଉଜାଗର କରିବାରେ ଦିଲ୍ଲୀ ପୁଲିସ ସଫଳ ହୋଇଛି । କୁହାଯାଉଛି ଯେ…

କାରରେ ଯାଉଥିଲେ, ପାଣି ସୁଅରେ ଭାସିଗଲେ ଶଳା, ଭିଣୋଇ

ସମ୍ବଲପୁର: ସମ୍ବଲପୁରର କୁଚିଣ୍ଡା ଅଞ୍ଚଳର ଏକ କେନାଲରେ କାର ଭାସିଯାଇଛି। କାରରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ତାପସ ନାୟକ ଏବଂ ତାଙ୍କ ଭିଣୋଇ ପ୍ରତାପ ପଟେଲ ବୋଲି ଜଣାପଡିଛି। ଉଭୟଙ୍କ ଘର ଗୁଣ୍ଡୁରୁଚୁଆଁ ଗାଁ । ଲଗାତର ବର୍ଷା ହେତୁ ସମ୍ବଲପୁରରେ ନଦୀରେ ପ୍ରବଳ ବନ୍ୟା…