[ଦେଖନ୍ତୁ ଭିଡିଓ] ହାତୀ ଛୁଆକୁ ସଂଘବଦ୍ଧ ଭାବେ ମାରିଦେଲେ ହାତୀପଲ
କାମାକ୍ଷାନଗର: ହାତୀ ଛୁଆର ମୃତଦେହ ଉଦ୍ଧାର । କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି ଗାଁ ଜରିତଇଳା ସାହି ନିକଟରେ ଥିବା ଦନାର ପୋଖରୀ ପାଖରୁ ଏକ ଶିଶୁ ହାତୀର ମୃତଦେହ ମିଳିଛି । ମୃତ ହାତୀ ଛୁଆର ଆନୁମାନିକ ବୟସ ପ୍ରାୟ ୪ ବର୍ଷ । ହାତୀପଲଙ୍କ ମଧ୍ୟରେ…