Latest Odisha News

BREAKING NEWS

Yearly Archives

2022

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ପୁଣି ଆସୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏ ବର୍ଷା ହେବାର ସମ୍ଭାବନା ରହିଛି । ଏବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଏବେ ବର୍ଷା ଲାଗି ରହିଛି । ୧୩ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି ଓ କାଲି ପ୍ରବଳ ବର୍ଷା…

ଗୋଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତଙ୍କୁ ଗିରଫ କଲା ସିବିଆଇ

କୋଲକାତା: ଗୋଚାଲାଣ ମାମଲାରେ ତୃଣମୂଳ କଂଗ୍ରେସର ବାହୁବଳୀ ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ଅନୁବ୍ରତ ମଣ୍ଡଳଙ୍କୁ ସିବିଆଇ ଗିରଫ କରିଛି । ସେ ବୀରଭୂମି ଜିଲ୍ଲା ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ମାମଲାରେ ସିବିଆଇକୁ ସହଯୋଗ କରୁ ନ ଥିବା ଅଭିଯୋଗ ଆସିଥିଲା । ୨ ଥର ସମନ ପଠାଇବା…

[ଦେଖନ୍ତୁ ଭିଡିଓ] ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ପରେ ପ୍ରଦୀପ ଜେନା ହୋଇପାରନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ବରିଷ୍ଠ IAS ପ୍ରଦୀପ କୁମାର ଜେନା । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଅଗଷ୍ଟ ୩୧ରେ ସରୁଛି । ତାଙ୍କ ପରେ କିଏ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? ଏହାକୁ ନେଇ ଲୋକସେବା ଭବନ…

ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ; ଉଦଘାଟନ କରିବେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ

ବାରିପଦା: ଆସନ୍ତା କାଲି ପୂରଣ ହେବ ମୟୁରଭଞ୍ଜ ଜିଲ୍ଲାର ବହୁ ଦିନର ସ୍ବପ୍ନ । ଶୁକ୍ରବାର ମୟୂରଭଞ୍ଜ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଗସ୍ତ କରି ଦୁଇଟି ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। କରଞ୍ଜିଆ ବ୍ଲକର ହାତିବାରୀ…

ରାଜ୍ୟଗୋଷ୍ଠୀ କ୍ରୀଡା ପରେ ପାକିସ୍ତାନର ୨ ବକ୍ସର ନିଖୋଜ

କରାଚୀ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ସମାପ୍ତି ପରେ ପାକିସ୍ତାନର ସମସ୍ତ ଆଥଲେଟ ସ୍ୱଦେଶ ଫେରିଥିବା ବେଳେ ୨ଜଣ ନିଖୋଜ ଅଛନ୍ତି । ଏହି ୨ ବକ୍ସରଙ୍କ ନାମ ହେଲା ସୁଲେମାନ ବଲୋଚ ଓ ନଜୀରଉଲ୍ଲା । ଏମାନେ ୟୁରୋପରେ ଲୁଚି କରି ରହିଥିବା ଅନୁମାନ କରାଯାଉଛି । ପାକିସ୍ତାନ ବକ୍ସିଂ ଫେଡେରେଶନ…

ବିଦେଶୀ ଉପହାର ଦେବାକୁ କହି ଠକିଲେ ୩୦ ଲକ୍ଷ; ନାଇଜେରିଆ ଯୁବକ ଗିରଫ

ବାଲେଶ୍ୱର: ଗୁରୁବାର ଓଡ଼ିଶା ପୋଲିସର ସାଇବର ଶାଖା ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ନାଇଜେରିଆ ଯୁବକକୁ ଗିରଫ କରିଛି । ସୋସିଆଲ ମିଡ଼ିଆରେ ବନ୍ଧୁତା କରି ଦାମୀ ଉପହାର ଦେବା ଆଳରେ ବାଲେଶ୍ୱରର ବାଲିଆ ସ୍ଥିତ ଜଣେ ଯୁବକଙ୍କୁ ଠାରୁ ୩୦ ଲକ୍ଷ ଟଙ୍କାର ଠକେଇ ହୋଇଛି । ପୋଲିସ…

ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷିବ; ଖୋର୍ଦ୍ଧା, ପୁରୀ ଏବଂ କଟକକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ଓଡ଼ିଶାରେ ଶନିବାରଠାରୁ ବୃଷ୍ଟିପାତର ତୀବ୍ରତା ବଢ଼ିବା ଆଶଙ୍କା କରାଯାଉଛି । ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଏବଂ ଆସନ୍ତାକାଲି ଓଡିଶାର କିଛି ଅଂଶରେ  ପ୍ରବଳ ବର୍ଷା ହେବାର…

ଗଞ୍ଜାମରେ ୧୫୦ଟି ସ୍ମାର୍ଟ ହାଇସ୍କୁଲରେ ସୌରଚାଳିତ ଇନଭର୍ଟର ସ୍ଥାପନ ପାଇଁ ଚୁକ୍ତିନାମା

ବ୍ରହ୍ମପୁର: ଗୁଣାତ୍ମକ ଶିକ୍ଷାର ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ମାଧ୍ୟମରେ ଶିକ୍ଷାର ଅଭିବୃଦ୍ଧି ଲାଗି ରାଜ୍ୟ ସରକାରଙ୍କ ୫-ଟି ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଗଞ୍ଜାମ ଜିଲାରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୬୬ଟି ହାଇସ୍କୁଲ ‘ସ୍ମାର୍ଟସ୍କୁଲ’ରେ ପରିଣତ…

ମମତା ବାନାର୍ଜୀ ସରକାରର ୮ ଆଇପିଏସଙ୍କୁ ସମନ କଲା ଇଡି, ଜେରା ପାଇଁ ଦିଲ୍ଲୀ ଆସିବାକୁ ନିର୍ଦ୍ଦେଶ

କୋଲକାତା: ଇଡି ପଶ୍ଚିମବଙ୍ଗର ୮ ଜଣ ଆଇପିଏସ ଅଧିକାରୀଙ୍କୁ ସମନ କରିଛି। ସମସ୍ତଙ୍କୁ ପଚରାଉଚରା ପାଇଁ ଇଡି ଦିଲ୍ଲୀ ଡକାଯାଇଛି। କୋଇଲା ଘୋଟାଲା ସଂପର୍କରେ ଏହି ପୋଲିସ ଅଧିକାରୀଙ୍କୁ ଇଡି ପଚରାଉଚରା କରିବ ବୋଲି ସୂଚନା ରହିଛି। ବେଆଇନ କୋଇଲା ଖନନ ସମୟରେ ଏହି ଅଧିକାରୀଙ୍କ ପୋଷ୍ଟିଂ ସେହିଠାରେ…

ବରଯାତ୍ରୀ କାରରେ ଆସି ରେଡ୍ କଲା ଆଇଟି: ଟଙ୍କା, ସୁନା ଗହଣା ଦେଖି କୁବେର ବି ଆଖି ବୁଲେଇ ଦେବ !

ମୁମ୍ବାଇ: ପଶ୍ଚିମବଙ୍ଗର ଅର୍ପିତା ମୁଖାର୍ଜୀଙ୍କ ଘରେ ଇଡି ରେଡ୍ ବେଳେ ଯେଉଁ ଟଙ୍କା ଜବତ ହୋଇଥିଲା ତାହା ପୂର୍ବ ରେକର୍ଡ ଭାଙ୍ଗିଦେଇଥିଲା ବୋଲି କୁହାଯାଉଥିଲା। ଏବେ କିନ୍ତୁ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ମହାରାଷ୍ଟ୍ରରେ ଏପରି ଏକ ରେଡ୍ କରିଛି ଯାହା ନୂଆ ରେକର୍ଡ କରିବ ବୋଲି କୁହାଯାଉଛି।…