Latest Odisha News

BREAKING NEWS

Yearly Archives

2022

ସପ୍ତମରୁ ପଞ୍ଚମ ସ୍ଥାନକୁ ଲମ୍ଫ ମାରିଲା ଭାରତ

ଭାରତ ଏବେ 9ଟି ସ୍ବର୍ଣ୍ଣ ପଦକ ଜିତିବା ସହ 5 ମ ସ୍ଥାନରେ ରହିଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ 9ଟି ସ୍ବର୍ଣ୍ଣ ଭାରତ ଜିତିଥିବା ବେଳେ 11ଟି ରୈାପ୍ୟ ଏବଂ 10ଟି କାଂସ୍ୟ ପଦକ ଜିତିଛି । ତେବେ ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି । ଅଷ୍ଟ୍ରେଲିଆ 55 ଟି ସ୍ବର୍ଣ୍ଣ, 45 ଟି ରୈାପ୍ୟ ଏବଂ 46ଟି…

ଜେଡିୟୁରୁ ଇସ୍ତଫା ଦେଲେ ଆରସିପି ସିଂ

ପାଟନା: ପୂର୍ବ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂ ଆଜି ଜେଡିୟୁରୁ ଇସ୍ତଫା ଦେଇଛନ୍ତି । ନୀତିଶ କୁମାରଙ୍କ ପାର୍ଟି ଆରସିପିଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଥିଲା । ୨୦୧୩ରୁ ୨୨ ମଧ୍ୟରେ ତୁମେ କିପରି ଏତେ ସମ୍ପତି କଲ ବୋଲି ପାର୍ଟି ପକ୍ଷରୁ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଏଥିରେ ସେ ବିଗିଡି…

ରତ୍ନ ସିଂହାସନ ପଛ ପାର୍ଶ୍ଵରୁ ଖସିଥିବା ଲାଇମ ପ୍ଲାଷ୍ଟର କାମ ଆସନ୍ତା ରଥଯାତ୍ରା ସମୟରେ କରିବ ASI

ପୁରୀ: ସମ୍ପୂର୍ଣ୍ଣ ସୁରକ୍ଷିତ ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନ । କେବଳ ରତ୍ନ ସିଂହାସନ ପଛ ପାର୍ଶ୍ଵରୁ ଲାଇମ ପ୍ଲାଷ୍ଟର ଖଣ୍ଡ ଖସିଛି । ଏଏସ୍ଆଇ ଏହାର ଅନୁଧ୍ୟାନ କରିଛି । ଆସନ୍ତା ବର୍ଷ ରଥଯାତ୍ରା ସମୟରେ ପୁନଃ ପ୍ଲାଷ୍ଟରିଂ କାର୍ଯ୍ୟ କରାଯିବ । ଗତ କିଛି ମାସ ଧରି ଶ୍ରୀମନ୍ଦିର…

ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ସେ ବିଜୟୀ ହୋଇଛନ୍ତି ।  ଭୋଟଗ୍ରହଣ ପରେ  ଫଳାଫଳ ଘୋଷଣା କରାଯାଇଛି । https://twitter.com/ANI/status/1555922124111392768 528 ଭୋଟ ପାଇ ଧନଖଡ ବିଜୟୀ ହୋଇଛନ୍ତି ।…

ଦୂତି, ଶ୍ରାବଣୀଙ୍କ ପ୍ରଦର୍ଶନ ବଳରେ ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା ରିଲେ ଟିମ

ବର୍ମିଂହାମ: ଓଡିଶାର ୨ ଷ୍ଟାର ଆଥଲେଟ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା ୪ ଗୁଣନ ୧୦୦ ମିଟର ରିଲେର ଫାଇନାଲରେ ପ୍ରବେଶ କରିଛି । ଦୂତି, ଶ୍ରାବଣୀଙ୍କ ବ୍ୟତୀତ ଏଥିରେ ହିମା ଦାସ ଓ ଜ୍ୟୋତି ୟାରାଜି ମଧ୍ୟ ଅଂଶଗ୍ରହଣ କରିଥିଲେ…

[ଦେଖନ୍ତୁ ଭିଡିଓ] ନୂଆପଡ଼ାର ୯ ଗାଁରେ ବୁଲୁଛି ମହାବଳ ବାଘ ! ଲୋକେ ଭୟଭୀତ

ନୂଆପଡ଼ା: ନୂଆପଡ଼ାରେ ବାଘ ମାତିଛି । ମହାବଳ ବାଘ ଗାଁକୁ ଗାଁ ଘୁରି ବୁଲୁଛି । ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଘାଟମାଳ ଅଞ୍ଚଳରେ ବାଘକୁ ନେଇ ଭୟଭୀତ ୯ଟି ଗାଁର ଲୋକ । ସିନାପାଲିର ଘାଟମାଲ, ଯୋଗଭଟା, ବଡ଼ମାଲ, ପଲନାପଡ଼ା, ପଣ୍ଡରିପାଣି, ଅରମେଳା, ମାନ୍ଦଳପଖାନ ଆଦି ୯ଟି ଗାଁରେ ୪ଟି ମହାବଳ…

ଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ, ଏଥର ଟାର୍ଗେଟ ସ୍ୱର୍ଣ୍ଣ ପଦକ

ବର୍ମିଂହାମ: ଭାରତୀୟ ମହିଳା କ୍ରିକେଟ ଟିମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଇତିହାସ ରଚିଛନ୍ତି । ଶନିବାର ଅନୁଷ୍ଠିତ ସେମି ଫାଇନାଲ ମୁକାବିଲାରେ ଭାରତ ୪ ରନରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଥର ପାଇଁ ଟି୨୦ କ୍ରିକେଟକୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ସାମିଲ କରା ଯାଇଥିଲା ।…

ବୁଷ୍ଟର ଡୋଜ୍ ନେଇ ସୁସ୍ଥ ରହିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କୋଭିଡ୍ ମହାମାରୀ ବିରୋଧୀ ଲଢ଼େଇକୁ ମଜଭୁତ୍ କରିବା ପାଇଁ ଭାରତ ସରକାର ପଦକ୍ଷେପ ନେଇଛନ୍ତି । ଅମୃତ ମହୋତ୍ସବ ଅବସରରେ ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ୭୫ ଦିନିଆ ସ୍ୱତନ୍ତ୍ର ଅଭିଯାନରେ ସାମିଲ୍ ହୋଇ ଖୁବଶୀଘ୍ର ବୁଷ୍ଟର ଡୋଜ୍ ନେଇ ସୁସ୍ଥ ରହିବା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଏକ…

୮ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର: ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ପ୍ରକାରେ ୮ ତାରିଖ ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ orissaresults.nic.in ୱେବସାଇଟ ମାଧ୍ୟମରେ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ବର୍ଷାରେ ବେହାଲ୍ ଓଡ଼ିଶା । ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗିରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ…