Latest Odisha News

BREAKING NEWS

Yearly Archives

2022

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ଭାରତୀୟ ଇତିହାସରେ ସବୁଠୁ ଯୁବ ରାଷ୍ଟ୍ରପତି । ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ସ୍ୱାଧୀନ ଭାରତରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଦ୍ରୌପଦୀ ମୁର୍ମୁ । ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଶପଥ ନେଇଛନ୍ତି । ସଂସଦ ଭବନର…

[ଦେଖନ୍ତୁ ଭିଡିଓ] ପ୍ରକଳ୍ପ କାମ ଯୋଗୁ ଦୁର୍ବଳ ନଦୀ ବନ୍ଧରୁ ଖସୁଛି ଅତଡ଼ା। ଆତଙ୍କିତ ଅବସ୍ଥାରେ ଗାଁର ଲୋକେ

ଜଗତସିଂହପୁର  : ଦୁର୍ବଳ ନଦୀ ବନ୍ଧ। ବନ୍ଧରୁ ଖସୁଛି ଅତଡ଼ା। ଆଉ ଏନେଇ ଭୟଭୀତ ହୋଇପଡ଼ିଛନ୍ତି ଗାଁର ଲୋକେ। ବର୍ଷା ଦିନରେ ତୁହାକୁ ବର୍ଷା ସାଙ୍ଗକୁ ନଦୀ କୂଳ ଖାଉଛି । ଏପେଟେ ବନ୍ଧ କୋଉ ମହୁର୍ତ୍ତରେ ଭାଙ୍ଗିଯିବ ତାହା ବି କହିହେବନି । ଏ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଜଗତସିଂହପୁର ନାଉଗାଁ…

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ: ଗୋଟିଏ ଦିନରେ ୩ଥର ଭାଙ୍ଗିଲା ବିଶ୍ୱରେକର୍ଡ

ୟୁଜିନ: ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ସୋମବାର ୩ଟି ବିଶ୍ୱରେକର୍ଡ ଭଙ୍ଗ ହୋଇଛି । ୧୦୦ ମିଟର ହର୍ଡଲ୍ସ ଇଭେଂଟରେ ନାଇଜେରିଆ ଆଥଲେଟ ଟୋବି ଅମୁସାନୀ ଗୋଟିଏ ଦିନରେ ୨ ଥର ବିଶ୍ୱ ରେକର୍ଡ ଭଙ୍ଗ କରିଥିଲେ । ପ୍ରଥମେ ସେ ସେମିଫାଇନାଲରେ ୧୨.୧୨ ସେକେଣ୍ଡ ସମୟ ନେଇ ନୂତନ…

[ଦେଖନ୍ତୁ ଭିଡିଓ] ରାଷ୍ଟ୍ରପତି ଭାବେ ମିଳେ ଏହି ସବୁ ସୁବିଧା, ଦରମା ଏତିକି…

ନୂଆଦିଲ୍ଲୀ: ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ହେବା ପରେ ସମସ୍ତଙ୍କ ମନରେ ଉତ୍ସାହ, ଉଦ୍ଦୀପନା । ସମସ୍ତେ ଜାଣବାକୁ ଆଗ୍ରହୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ…

ଡଲାର୍ ଡରାଉଛି ଟଙ୍କାକୁ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  ଭାରତବର୍ଷର ଅର୍ଥନୀତିକୁ ଯେଉଁଦିନଠାରୁ କଳାଟଙ୍କାର କ୍ୟାନ୍‌ସର୍ ଗ୍ରାସକଲା, ସେଇଦିନଠାରୁ ଆରମ୍ଭ ହେଲା ଭାରତୀୟମାନଙ୍କର ଭାଗ୍ୟବିପର୍ଯ୍ୟୟର କାଳରାତ୍ରି ! ଆମର ସ୍ୱାଧୀନତା ବା ମୁକ୍ତିର ମଧ୍ୟରାତ୍ରିକୁ ନିହାତି ନିଷ୍ପ୍ରଭ କରିସାରିଛି ଏ…

ପଲ୍ଲୀ କବିଙ୍କ ପଲ୍ଲୀରେ ବର୍ଷା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଆଧୁନିକ ଓଡ଼ିଆ ସାହିତ୍ୟରେ ନନ୍ଦକିଶୋର ବଳ ଏକ ଅମଳିନ ପ୍ରତିଭା । ସୃଷ୍ଟି ପ୍ରକ୍ରିୟାର ସ୍ୱତନ୍ତ୍ର ମୌଳିକ ଦୃଷ୍ଟିକୋଣରୁ ସେ ସାରସ୍ଵତ ଜଗତରେ ଅନ୍ୟାନ୍ୟ । ସମୟର ପ୍ରାଣ ସ୍ପନ୍ଦନରେ ତାଙ୍କ ସାହିତ୍ୟ ବେଶ୍ ଉର୍ଜସ୍ୱଳ ଓ ପ୍ରାଣବନ୍ତ । ଜାତୀୟ ଭାବଧାରାର…

ମଝି ସମୁଦ୍ରରେ ନିଆଁ : ପାରାଦ୍ୱୀପ ନିକଟ ସମୁଦ୍ରରେ ମାଛଧରା ଟ୍ରଲରରେ ନିଆଁ

ପାରାଦ୍ୱୀପ  : ପାରାଦ୍ୱୀପ ସମୁଦ୍ର ମଝିରେ ପୁଣି ଅଘଟଣ । ରବିବାର ଅପରାହ୍ନରେ ମଝି ସମୁଦ୍ରରେ ଏକ ମାଛଧରା ଟ୍ରଲରରେ ନିଆଁ ଲାଗିଯାଇଥିବା ଜଣାପଡିଛି । କୂଳଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଏହି ଅଘଟଣ ଘଟିଛିା ବୋଟରେ ୯ ଜଣ ମତ୍ସ୍ୟଜୀବୀ ଥିଲେ । ଟ୍ରଲରଟି ହୁତୁହୁତୁ ହୋଇ ଜଳିବାରୁ ସେଥିରେ ଥିବା…

ବିଚାର ଭାରତୀ ଟ୍ରଷ୍ଟ ପକ୍ଷରୁ ଛାତ୍ରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ‘ସାଥୀ’ ଆୟୋଜିତ

ଭୁବନେଶ୍ୱର : ଜଣାଶୁଣା ସାମାଜିକ ସଙ୍ଗଠନ ବିଚାର ଭାରତୀ ଟ୍ରଷ୍ଟ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ସ୍ଥାନୀୟ ମହର୍ଷି ମହିଳା ମହାବିଦ୍ୟାଳୟରେ ‘ସାଥୀ' ଶୀର୍ଷକରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ସଙ୍ଗଠନ ପକ୍ଷରୁ ବାଲ୍ୟ ବିବାହ,…

ବଦଳିଲା ଏଟିଏମରୁ ଟଙ୍କା ଉଠାଇବାର ପଦ୍ଧତି

ଏସବିଆଇ ବ୍ୟାଙ୍କ ଏଟିଏମ୍: ଏଟିଏମରୁ ଟଙ୍କା ଉଠାଇବା ବେଳେ ହେଉଥିବା ଠକେଇକୁ ଆଖି ଆଗରେ ରଖି ଭାରତର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବଡ଼ ପରିବର୍ତ୍ତନ କରିଛନ୍ତି। ଯଦିଓ ଏବେ ଅଧିକାଂଶ ଲୋକ ୟୁପିଆଇ ଜରିଆରେ ନେଣଦେଣ କରୁଛନ୍ତି କିନ୍ତୁ ଗାଁ ଗୁଡିକରେ ଏବେ ବି…

‘ଭାରତରେ ଗରିବ ସ୍ୱପ୍ନ ବି ଦେଖିପାରେ , ତାକୁ ପୂରଣ ବି କରିପାରେ’ : ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଦିଲ୍ଲୀ: ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ସାରା ଦେଶକୁ ସମ୍ବୋଧନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଭାରତ ବର୍ଷରେ ଗଣତନ୍ତ୍ରର ମହତ୍ୱ ଓ ଜଣେ ଗରୀବର ଜୀବନ ଉପରେ ଆଲୋକପାତ କରିଛନ୍ତି ଦୌପଦୀ ମୁର୍ମୁ । ସେ ଓଡିଶାର ଯେଉଁ ଏକ ଛୋଟ…