Latest Odisha News

BREAKING NEWS

Yearly Archives

2022

ଅଟା, ଚାଉଳ ଓ ଡାଲି… ପ୍ୟାକେଟ୍ କିଣିଲେ ଦେବାକୁ ପଡ଼ିବ GST

ନୂଆଦିଲ୍ଲୀ: ଅଟା, ଚାଉଳ ଓ ଡାଲି… ପ୍ରତିଦିନ ଘରେ ବ୍ୟବହାର ହେଉଥିବା ଏହି ଖାଦ୍ୟ ସାମଗ୍ରୀ ଆଜିଠୁ ଆହୁରି ମହଙ୍ଗା ହୋଇଛି । ପୂର୍ବରୁ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ଯୋଗୁ ଘରର ବଜେଟ୍ ବିଗିଡ଼ି ଯାଇଥିବା ବେଳେ ଏବେ ବୋଝ ଆହୁରି ବଢ଼ିଛି । ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଜିଏସଟି (GST)…

[ଦେଖନ୍ତୁ ଭିଡିଓ] ଶ୍ରାବଣ ପ୍ରଥମ ସୋମବାରରେ ଅଷ୍ଟଶମ୍ଭୁଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ସୁବର୍ଣ୍ଣପୁର  : ଶ୍ରାବଣର ପ୍ରଥମ ସୋମବାର  ।  ସୁବର୍ଣ୍ଣପୁର ସହର ଆଜି ଉତ୍ସବମୂଖର ହୋଇ ଉଠିଛି । ବିଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଶ୍ରାବଣ ମାସରେ ଅଷ୍ଟସମ୍ଭୁଙ୍କ ଏହି ସହର ଖାଁ ଖାଁ ଲାଗୁଥିବା ବେଳେ ଚଳିତ ବର୍ଷ କଟକଣା କହୋଳ ହୋଇଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ…

ବିବେକ ଅନୁସାରେ ମାଟିର ଝିଅକୁ ଭୋଟ୍ ଦେଲି: ମହମ୍ମଦ ମୋକିମ୍

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ ମହମ୍ମଦ ମୋକିମ । ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି । ଦ୍ରୌପଦୀଙ୍କୁ ଭୋଟ୍ ଦେବା ପରେ ବିଧାୟକ ମୋକିମଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ‘ମୁଁ ମାଟିର ଝିଅକୁ ଭୋଟ୍ ଦେଲି’ ।…

ମୋବାଇଲରେ ପ୍ରେମରୁ ମର୍ଡର, ପଥରରେ ଛେଚି ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ଜି.ଉଦୟଗିରି: ମୋବାଇଲରୁ ପ୍ରେମ, ତା'ପରେ ଦୁଷ୍କର୍ମ କରି ହତ୍ୟା । ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟା ମାମଲାରେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୋଲିସକୁ ସଫଳତା ମିଳିଛି । ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ପଙ୍କଜ ଦିଗାଲ ପୂର୍ବରୁ ସ୍ତ୍ରୀକୁ ହତ୍ୟା…

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଜାରି । ସଂସଦ ଭବନରେ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ : ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ସଂସଦ ଭବନରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍ ଦେଇଛନ୍ତି । ଏଥି ସହିତ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଭୋଟ୍ ଦେଇଛନ୍ତି । ସେହିଭଳି, ଦେଶର ବିଭିନ୍ନ ରାଜ୍ୟର ବିଧାନସଭାରେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ…

ଯୋଜନା ଫର୍ଦ୍ଦରେ ବିକାଶର ସ୍ୱପ୍ନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ସ୍ୱାଧୀନତା ପରବର୍ତ୍ତୀ ୧୯୫୧ ମସିହାରୁ ଆରମ୍ଭ କରି ଭାରତର ପ୍ରଥମ ପାଞ୍ଚ ବର୍ଷର ଯୋଜନା ମୁଖ୍ୟତଃ (ନଦୀ ) ବନ୍ଧ ଏବଂ ଜଳସେଚନରେ ବିନିଯୋଗ ସମେତ କୃଷି କ୍ଷେତ୍ର ଦ୍ୱାରା ପରିଚାଳିତ ହୋଇଥିଲା । ପରେ ୧୯୫୨ ର ସମ୍ପ୍ରଦାୟ ବିକାଶ କାର୍ଯ୍ୟକ୍ରମ…

ରାୟଗଡା କାଶୀପୁର ବ୍ଲକରେ ଡାଇରିଆ ଆତଙ୍କ। ସ୍ଥିତି ପରିଖିବାକୁ ପହଞ୍ଚିଲେ RMRC ଟିମ୍

ରାୟଗଡ଼ା  : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଛି ଡାଇରିଆ ।  ୭ ଜଣ ମୃତ ଏବଂ ୭0ରୁ ଉର୍ଦ୍ଧ ଆକ୍ରାନ୍ତ ପରେ ସ୍ଥିତି ପରିଖିବା ପାଇଁ ଟିକିରିରେ ପହଞ୍ଚିଲେ RMRC ର ବିଶେଷଜ୍ଞ ଦଳ ।   ବର୍ତ୍ତମାନ ସୁଦ୍ଧା ଏଥିରେ ୭୦ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା…

ଶ୍ରାବଣ ସୋମବାର, ଜଳାଭିଷେକ ଲାଗି ଚଳଚଞ୍ଚଳ ଧବଳେଶ୍ୱର ପୀଠ

ଆଠଗଡ଼  : ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠ ଚଳଚଞ୍ଚଳ । ୨ ବର୍ଷର କୋଭିଡ କଟକଣା ପରେ ବାବା ଧବଳେଶ୍ୱରଙ୍କ ପୀଠରେ କାଉଡ଼ିଆଙ୍କୁ ଜଳ ଲାଗି କରିବାର ସୁଯୋଗ ମିଳିଛି । ବାବା ଧବଳେଶ୍ବର ପୀଠରେ ଭୋର ୩ ଟାରୁ ମନ୍ଦିର ଫିଟାଯାଇ ଦର୍ଶନ ଓ ଜଳଲାଗି…

ରାଷ୍ଟ୍ରପତି ନିର୍ବାଚନ: ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପାଇଁ ମଦତାନ ଆରମ୍ଭ ହୋଇଛି । ଦେଶର ସଂସଦ ସହ ପ୍ରତି ରାଜ୍ୟର ବିଧାନସଭାରେ ମତଦାନ ଚାଲିଛି । ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ଚାଲିଛି । ଜଣଙ୍କ ପରେ ଜଣେ ବିଧାୟକ ଆସି ମତ ସାବ୍ୟସ୍ତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ୍…

ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୧୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଲଗାତର ଭାବେ କିଛି ଦିନ ହେଲା ଏକ ହଜାର ଉପରେ ରହୁଥିଲା କରୋନା । କିନ୍ତୁ ଏହା ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୭୭ ଜଣ…