Latest Odisha News

BREAKING NEWS

Yearly Archives

2022

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୩  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ, ଗରୁଡ଼ଙ୍କ ଜନ୍ମ ବୃତ୍ତାନ୍ତ। ଜାଣିବା ପରେ ନୀତିଜ୍ଞ ଚାଣକ୍ୟଙ୍କ ଗୋଟିଏ ଉକ୍ତି ମନେ ପଡେ , ଶୁଦ୍ଧ ଓଡ଼ିଆରେ ତାର ଅନୁବାଦ ଏହିପରି…

ଭାଷା ଭାଗବତ : ଭାଷା ଅବିନାଶୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୬  ଅତୀତ ଆଉ ବର୍ତମାନ ଭାଷାରେ ହୋଇଲେ ବିଲୀନ ସାହିତ୍ଯ ସାଗରେ ତରଂଗ ଦେଖାଏ ନିତି ନୂଆ ରଂଗ କାଳ ଓ ସ୍ଥଳର ବୃତ୍ତାଂତ ନୁହଇ ଚିରଂତନ ସତ ଯାହା ବି ଅଟେ ତତ୍କାଳୀନ ସେହି କାଳରେ ହୁଏ ଲୀନ ବ୍ୟକ୍ତି, ଅଂଚଳ ଘେନି ଭାଷା ହେଲେ…

ଅନୁବାଦ କବିତା : ପୋଦିନା

ମୂଳ ରଚନା : ସେମୁସ୍ ହିନି ଘରକୁ ଲାଗିଥିବା ତିନିକୋଣିଆ ଜାଗାଟିରେ, ଯେଉଁଠି ଆମେ ଯାବତୀୟ ଅଳିଆ ଓ ଖାଲି ବୋତଲ ଜମା କରୁଥିଲୁ, ମେଞ୍ଚାଏ ଅରମା ଘାସ ଭଳି ଛୋଟ ଛୋଟ ଧୂଳି ଧୂସରିତ ବିଛୁଆତି ଚାରାଗୁଡ଼ିକ ଆମ ନଜର ଏଡାଇ ଅସବୁଜ ଆବର୍ଜନା ପରି ଅତି ବିରକ୍ତିକର ଭାବରେ ମୁଣ୍ଡ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୦)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ମହାରାଣୀ ମନ୍ଦୋଦରୀ ଅତ୍ୟନ୍ତ ଭୟଭୀତା ହୋଇ କ୍ରନ୍ଦନ କରିବାକୁ ଲାଗିଲେ ଏବଂ ରାବଣକୁ ଅନୁନୟ ହୋଇ କହିଲେ, " ହେ ନାଥ ! ଶ୍ରୀରାମଙ୍କୁ ଏକ ସାଧାରଣ ମନୁଷ୍ୟ ଭାବିବାର ଭୁଲ କରନ୍ତୁ ନାହିଁ। ଜିଦ୍ ତ୍ୟାଗ କରି ରଘୁକୁଳ ଶିରୋମଣି…

ଦୀପିକା ଦାଶଙ୍କ ପ୍ରଥମ କବିତା ସଙ୍କଳନ ‘ଅସ୍ତରାଗ’ ଉନ୍ମୋଚିତ

ଭୁବନେଶ୍ୱର : ନବ ପ୍ରଜନ୍ମର ଯୁବ କବୀ ଦୀପିକା ଦାଶଙ୍କର ପ୍ରଥମ କବିତା ସଙ୍କଳନ 'ଅସ୍ତରାଗ' ସ୍ଥାନୀୟ ଏକ ଘରୋଇ ହୋଟେଲରେ ଉନ୍ମୋଚିତ ହୋଇ ଯାଇଛି । ବିଶିଷ୍ଟ କଥାକାର ଆର୍ଯ୍ୟ ଜଜ୍ଞଦତ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଏହି ସାରସ୍ଵତ ସମାରୋହରେ ରାଜେନ୍ଦ୍ର କିଶୋର ପଣ୍ଡା ମୁଖ୍ୟ ଅତିଥି…

ମମତା ଦାର୍ଜିଲିଂରେ ରାଜ୍ୟପାଳ ଜଗଦୀପଙ୍କୁ ଭେଟିଲେ, କହିଲେ ରାଜନୀତି ନାହିଁ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦିନ ଦାର୍ଜିଲିଂରେ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କୁ ଭେଟିବାକୁ ନେଇ ଏବେ ଚର୍ଚା ଜୋର ଧରିଛି । ନିକଟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବି ବସିଥିବା ଦେଖିବାକୁ ମିଳିଛି । ତେବେ ମମତା ବାନାର୍ଜୀ…

ମାଗଣା ବୁଷ୍ଟର ଡୋଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵାଗତ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ସମସ୍ତ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ମାନଙ୍କୁ ମାଗଣା କୋଭିଡ ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ଜୁଲାଇ ୧୫ ତାରିଖ ଠାରୁ ଦେଶରେ ୧୮ ବର୍ଷରୁ ୫୯ ବର୍ଷ ପର୍ଯ୍ୟନ୍ତ ବୟସର ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ଦିଆଯିବ ।…

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ଋଷି ସୁନକ ସମସ୍ତଙ୍କଠୁ ଆଗରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ବୋରିସ ଜନସନଙ୍କ  ଇସ୍ତଫା ପରେ  କଞ୍ଜର୍ଭେଟିଭ୍ ପାର୍ଟିର ନେତା ଏବଂ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଗରେ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ। ପ୍ରଥମ ରାଉଣ୍ଡ ଭୋଟରେ ସେ ଆଗରେ ଅଛନ୍ତି । …

ଗଞ୍ଜାମ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରିରେ ଚଢ଼ଉ; ଦୁଇ ଗିରଫ

ବ୍ରହ୍ମପୁର: ଅବକାରୀ ବିଭାଗ ପକ୍ଷରୁ ରାଳବ ଗ୍ରାମରେ ଚାଲିଥିବା ଏକ ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନାରେ ଚଢଉ କରାଯାଇଛି । ସେଠାରୁ ବିପୁଳ ପରିମାଣର ନକଲି ମଦ ଓ କଞ୍ଚାମାଲ ଜବତ କରାଯାଇଛି । ନକଲି ମଦ ପ୍ରସ୍ତୁତି ଓ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ବିଭାଗ ପକ୍ଷରୁ ଗିରଫ କରାଯାଇଛି ।…

ଅଶ୍ଲୀଳ ଫଟୋ ଭାଇରାଲ ପରେ ନାବାଳିକାଙ୍କ ଆତ୍ମହତ୍ୟା; ୩ ଜଣ ଗିରଫ

ବ୍ରହ୍ମପୁର: ଅଶ୍ଲୀଳ ଫଟୋ ଭାଇରାଲ ପରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ଆତ୍ମହତ୍ୟା ଏବଂ ପରେ ଏହି ଘଟଣାକୁ ନେଇ ୩ ଜଣ ଗିରଫ। ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଜଡ଼ାହାଟୁଣି ଗ୍ରାମରେ ଏହି ଘଟଣା ଘଟିଛି । ଗତ ୮ ତାରିଖରେ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ବେଳେ ବୁଧବାର ପୋଲିସ…