Latest Odisha News

BREAKING NEWS

Yearly Archives

2022

ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ନୂଆ କାର୍ଯ୍ୟକାରୀ ରାଷ୍ଟ୍ରପତି!

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟ ରାଜପକ୍ଷେ ଦେଶଛାଡି ଯିବାପରେ ରାନିଲ ବିକ୍ରମସିଂଘେଙ୍କୁ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି । ତାଙ୍କ ଅନୁପସ୍ଥିତରେ ରାନିଲ ରାଷ୍ଟ୍ରପତି ଭାବେ ଦାୟିତ୍ବ ତୁଲାଇବେ ବୋଲି କହିଛନ୍ତି ଗୋଟବାୟ ।…

୬ ଜଣ ଯୁବକ ଆରମ୍ଭ କରିଥିଲେ ଶ୍ରୀଲଙ୍କାର ମହା ଆନ୍ଦୋଳନ

କଲମ୍ବୋ: ଆର୍ଥୀକ ସଙ୍କଟ ବିପକ୍ଷରେ ଶ୍ରୀଲଙ୍କାରେ ଜନ ସାଧାରଣ ଆନ୍ଦୋଳନ ଏତେ ତୀବ୍ର ହୋଇଥିଲା ଯେ, ରାଜପାକ୍ଷେ ସରକାରର ପତନ ଘଟିଥିଲା । ମାଗଣାର ପ୍ରଲୋଭନ ଦେଖାଇ କ୍ଷମତା ହାତେଇଥିବା ରାଜପାକ୍ଷେ ସରକାରଙ୍କ ନୀତି ଦେଶକୁ କାଙ୍ଗାଳ କରି ଦେଇଥିଲା । ତେବେ ଏହି ଚର୍ଚ୍ଚିତ ଆନ୍ଦୋଳନ ଆରମ୍ଭ…

ଆଇଏମଡିବି ଲୋକପ୍ରିୟ ଫିଲ୍ମ: କେଜିଏଫ, ଆରଆରଆର, ଦି କଶ୍ମୀର ଫାଇଲ୍ସକୁ ପଛରେ ପକାଇଲା ବିକ୍ରମ

ମୁମ୍ବାଇ:ଚଳିତ ବର୍ଷ ଅନେକ ଫିଲ୍ମ ବକ୍ସ ଅଫିସରେ କମାଲ କରିଛନ୍ତି । ତେବେ କେଜିଏଫ ୨, ଆରଆରଆର, ଭୁଲ ଭୁଳେୟା ଓ ଦି କଶ୍ମୀର ଫାଇଲ୍ସକୁ ପଛରେ ପକାଇ କମଳା ହାସନଙ୍କ ବିକ୍ରମ ଆଇଏମଡିବି ମୋଷ୍ଟ ୱାଚ ଫିଲ୍ମ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି । ବଲିଉଡର ୬ ଫିଲ୍ମ ଏହି ତାଲିକାରେ ଥିଲେ ମଧ୍ୟ…

ମାଷ୍ଟର କ୍ୟାଣ୍ଟିନ ଗ୍ରୀନ ଚିଲ୍ଲିଜରେ ନାହିଁ ସଫା ସୁତୁରା; ସାତ ଦିନ ପାଇଁ ସିଲ୍ କଲା ବିଏମସି

ଭୁବନେଶ୍ୱର: ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଗ୍ରୀନ ଚିଲ୍ଲିଜ ରେସ୍ତୋରାଁରେ ସଫା ସୁତୁରା ନାହିଁ । ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେଉଥିଲା ଖାଦ୍ୟ । ବୁଧବାର ବିଏମସି ପକ୍ଷରୁ ଯାଞ୍ଚ ସମୟରେ ଗ୍ରୀନ ଚିଲ୍ଲିଜରେ ଅବ୍ୟବସ୍ଥା ଧରାପଡ଼ିଥିଲା । ବୁଧବାର ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ…

ଏବେ ବି ଫିଟ ହୋଇ ନାହାନ୍ତି କୋହଲି, ଖେଳି ନ ପାରନ୍ତି ଦ୍ୱିତୀୟ ଦିନିକିଆ

ଲଣ୍ଡନ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଭାଗ୍ୟ ମଧ୍ୟ ସହାୟ ହେଉ ନାହିଁ । ଫର୍ମ ପରେ ଏବେ ଫିଟନେସ ତାଙ୍କୁ ଠକୁଛି । ରିପୋର୍ଟ ମୁତାବକ କୋହଲି ଆଘାତ ସମସ୍ୟା ଯୋଗୁ ପ୍ରଥମ ଦିନିକିଆରେ ଖେଳି ପାରି ନ ଥିଲେ । ଏହି ମ୍ୟାଚରେ ଖରାପ ଫର୍ମରେ ଥିବା ରୋହିତ ପୁରୁଣା ଲୟକୁ…

ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି। ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ।

 ଭୁବନେଶ୍ୱର : ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି, କରୋନା ବିପଦ ଟଳି ନାହିଁ, ସୁରକ୍ଷିତ ରହିବା ପାଇଁ…

ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଚାର୍ଜସିଟ ଦାୟର କଲା NCB

ମୁମ୍ବାଇ: ଅଡ଼ୁଆରେ ଫସିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ଆଜି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ ଦାୟର କରିଛି ଏନସିବି ।ପରଲୋକଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଲାଗି ସେ ବେଆଇନ ସାମଗ୍ରୀ ଯୋଗାଇବା ସହ ସୁଶାନ୍ତଙ୍କୁ ଅତ୍ୟଧିକ ନିଶାସକ୍ତ କରାଇବା ଲାଗି ସେ ଚେଷ୍ଟା…

ଲଘୁଚାପ ପ୍ରଭାବ: ପ୍ରବଳରୁ ଅତିପ୍ରବଳ ବର୍ଷିବ । ୬ଜିଲ୍ଲାକୁ ଅରେଞ୍ଜ ,୧୫ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଏବଂ ତତ୍‌ସହିତ ଜଡିତ ସାମୁଦ୍ରିକ ଘୂର୍ଣ୍ଣିିବଳୟ ସମୁଦ୍ର ପତନର ୭.୬ କିଲୋମିଟର ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଦିଗକୁ ଅଗ୍ରସର ହେଉଛି । ଏଥିସହ ମୌସୁମୀ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ପଡ଼ୋଶୀ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଶ୍ରୀଲାଙ୍କାରେ ଜରୁରୀ କାଳୀନ ପରିସ୍ଥିତି ,  ଆର୍ଥିକ-ରାଜନୈତିକ ସଙ୍କଟ ଗଭୀର  । ରାଜରାସ୍ତାରେ ଜନସାଧାରଣ ।  ଦେଶ ଛାଡି ମାଳଦ୍ୱୀପ ପଳାଇଲେ  ଗୋଟବାୟା ରାଜପକ୍ଷେ  । ଯାହାକୁ ନେଇ ତେଜିଛି ଅସନ୍ତୋଷ । ଗୋଟବାୟା ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି । ଯେଉଁ କାରଣରୁ ଲୋକେ ଆଜି ସଂସଦ ଗୃହ…

ବୁମରାହଙ୍କୁ ନେଇ ଜାଫରଙ୍କ ଟୁଇଟ ହେଲା ଭାଇରାଲ

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଯଶପ୍ରୀତ ବୁମରାହଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଏବେ ସବୁଠାରେ ତାଙ୍କୁ ନେଇ ଚର୍ଚ୍ଚା । ଭାରତର ପୂର୍ବତନ ଓପନର ୱାସିମ ଜାଫର ବୁଧବାର ବୁମରାହଙ୍କ ପ୍ରଦର୍ଶନ ନେଇ ଏକ ଟ୍ୱିଟ କରିଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଜାଫର ଟୁଇଟ କରିଥିଲେ…