Latest Odisha News

BREAKING NEWS

Yearly Archives

2022

ଗୁଜରାଟରେ ବନ୍ୟା ବିଭୀଷିକା । ଜଳବନ୍ଦୀ ଶହ ଶହ ଲୋକ

ଗୁଜରାଟ : ଗୁଜରାଟରେ ବନ୍ୟା ବିଭୀଷିକା । ରାସ୍ତା ପାଲଟିଛି ନଦୀ, ଘର ଭିତରେ ଛାତି ଉଚ୍ଚର ପାଣି । ବନ୍ୟା ପାଣି ଘେର ଭିତରେ ଜୀବନ, ଜଳବନ୍ଦୀ ଶହ ଶହ ଲୋକ । ଭୋକ ଉପାସ ଅନ୍ଧାର ଭିତରେ ଘର ଭିତରେ ଫଶି ରହିଥିବା ଲୋକମାନେ ସାହାଯ୍ୟ ଅପେକ୍ଷାରେ ଦିନ ପରେ ଦିନ କାଟୁଛନ୍ତି ।  ପ୍ରକୃତିର କରାଳ…

୩୫୦ କୋଟି ବଜେଟରେ ନିର୍ମିତ ହେବ ପୁଷ୍ପା ଦି ରୁଲ !

ମାଡ୍ରାସ: ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ପୁଷ୍ପା ଦି ରାଇଜ ଫିଲ୍ମ ସାରା ଦେଶରେ ସୁପରହିଟ ହୋଇଥିଲା । ରିପୋର୍ଟ ମୁତାବକ ଏହାର ଲୋକପ୍ରିୟତାକୁ ଦେଖି ମେକର୍ସ ଏହାର ପରବର୍ତୀ ପାର୍ଟକୁ ବିଗ ବଜେଟରେ ନିର୍ମାଣ କରିବେ । ପ୍ରଥମ ପାର୍ଟରେ ୧୯୫ କୋଟି ବଜେଟ ଥିବା ବେଳେ ଏବେ ଏହାକୁ ୩୫୦…

ବୁଢ଼ା ହୋଇଗଲିଣି କହି କୋଚ ପଦରୁ ଇସ୍ତଫା ଦେଲେ ଅରୁଣ ଲାଲ, ଏବେ ହନୀମୁନ ପାଇଁ ତୁର୍କୀ ଯିବେ

କୋଲକାତା: ଭାରତର ପୂର୍ବତନ କ୍ରିକେଟର ଅରୁଣ ଲାଲ ଆଜି ବେଙ୍ଗଲ କୋଚ ପଦରୁ ଇସ୍ତଫା ଦେଇଛନ୍ତି । ମୋତେ ଲାଗିଲାଣି ମୁଁ ବୁଢ଼ା ହୋଇ ଗଲିଣି । ଆଉ କୋଚ ଦାୟିତ୍ୱ ସୁଚାରୁରୂପେ ତୁଲାଇ ପାରିବି ନାହିଁ । ସବୁଠାରୁ ମଜା କଥା ୭୭ ଦିନ ତଳେ ୬୬ ବର୍ଷୀୟ ଅରୁଣ ଲାଲ ତାଙ୍କଠାରୁ ୨୮ ବର୍ଷ ସାନ ବୁଲବୁଲଙ୍କ…

ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କଲେ ବିଭିନ୍ନ ନିଗମ ଓ ରାଜ୍ୟ ସମବାୟ ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିଭିନ୍ନ ନିଗମ ଯଥା ଓଡିଶା କୃଷି ନିଗମ ଲିଃ, ଓଡ଼ିଶା କାଜୁ ଉନ୍ନୟନ ନିଗମ ଲିଃ ଏବଂ ଓଡିଶା ବିହନ ନିଗମ ଲିଃ ତଥା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ…

ବୁମରାହ ହେଲେ ଏକ ନମ୍ବର

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ବିଜୟରେ ହୀରୋ ସାଜିଥିବା ଯଶପ୍ରୀତ ବୁମରାହଙ୍କ ର‌୍ୟାଙ୍କିଙ୍ଗରେ ଉନ୍ନତି ଘଟିଛି । ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗରେ ବୁମରାହ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି । ୧୯ ରନରେ ୬ ୱିକେଟ ହାସଲ କରିଥିବା…

ଲାଞ୍ଚ ନେଇ ଧରାପଡ଼ିଲେ ବେଗୁନିଆ ବ୍ଲକ୍ ଜେଇ; ଗିରଫ କଲା ଭିଜିଲାନ୍ସ

ବେଗୁନିଆ: ବେଗୁନିଆ ବ୍ଲକର ଜେଇ(କନିଷ୍ଠ ଯନ୍ତ୍ରୀ) ସଂଘମିତ୍ରା ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ଜଣେ ଠିକାଦାରଙ୍କ ଠାରୁ ବିଲ୍ କରେଇଦେବା ପାଇଁ ସଂଘମିତ୍ରା ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବ ସୂଚନା ମୁତାବକ…

ଆଦିବାସୀ ମହିଳାଙ୍କୁ ଏସଡିପିଓ ମାଡ଼ ମାରିବା ଘଟଣାର ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ

ଭୁବନେଶ୍ୱର: ଚିତ୍ରକୋଣ୍ଡାରେ ଆଦିବାସୀ ମହିଳାଙ୍କୁ ଏସଡିପିଓ ମାଡ଼ ମାରିବା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି । ବିରୋଧୀଙ୍କ ହୋ-ହଲ୍ଲା ପରେ ମନ୍ତ୍ରୀ କ୍ରାଇମ ବ୍ରାଞ୍ଚ ତଦନ୍ତ କରିବା କଥା କହିଛନ୍ତି…

ବାଲେଶ୍ୱରରେ ହେବ ବ୍ୟାଙ୍କ ନୋଟ୍ କାଗଜ କଳ; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଏନପିଏମ ଅଧିକାରୀ

ବାଲେଶ୍ୱର: ଓଡ଼ିଶାରେ ହେବ ବ୍ୟାଙ୍କ ନୋଟ୍ କାଗଜ କଳ । ବ୍ୟାଙ୍କ ନୋଟ୍ ପେପର ମିଲ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଏସ. ଥଲିକେରାପ୍ପା  ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ବାଲେଶ୍ୱରରେ ହେବାକୁ ଥିବା ଏହି ପ୍ରକଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା…

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ଦିଆଯିବ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ୍  

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । କେନ୍ଦ୍ରର ମୋଦି ସରକାର ସମସ୍ତଙ୍କ ଲାଗି ବୁଷ୍ଟର ଡୋଜ୍ ମାଗଣାରେ ଯୋଗାଇ ଦେବେ । ୧୮ ବର୍ଷରୁ ଅଧିକ ବୟସ୍କ ମାଗଣାରେ ନେଇ ପାରିବେ କୋଭିଡ୍ ଭ୍ୟାକ୍ସିନର ବୁଷ୍ଟର ଡୋଜ୍ । ଏନେଇ…

ଜଳୁଛି ଶ୍ରୀଲଙ୍କା, ଅଧ ରାତିରେ ଲୁଚି କରି ମାଳଦ୍ୱୀପ ପଳାଇଲେ ଗୋଟାବାୟା  

କଲମ୍ବୋ: ଶ୍ରୀଲଙ୍କାରେ ସଂହାର ଲୀଳା । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ଚାଲିଯିବା ପରେ ଅଶାନ୍ତ ଶ୍ରୀଲଙ୍କାରେ ହିଂସାର ସୁନାମି ମାଡ଼ି ଆସିଛି । ପ୍ରଧାନମନ୍ତ୍ରୀଙ୍କ ଆୱାସ, ସଂସଦ ଭବନ କବଜା କରିବା ପରେ ଆନ୍ଦୋଳନକାରୀ ସରକାରୀ ନ୍ୟୁଜ୍ ଚ୍ୟାନେଲରେ ପଶିଛନ୍ତି । ଏପରିକି ନ୍ୟୁଜ୍…