Latest Odisha News

BREAKING NEWS

Yearly Archives

2022

ଧରାପଡ଼ିଲେ ନବରଙ୍ଗପୁରର ଧୁମ୍ ଷ୍ଟାଇଲ ଚୋର

ଖାତିଗୁଡ଼ା: ନବରଙ୍ଗପୁର ଜିଲ୍ଲା ପୋଲିସକୁ ଏକ ଚ୍ୟାଲେଞ୍ଜିଂ ଚୋରି ଘଟଣାରେ ସଫଳତା ମିଳିଛି । ଚର୍ଚ୍ଚିତ ଖାତୀଗୁଡ଼ା ହାଇସ୍କୁଲର ଧୁମ୍ ସିନେମା ଷ୍ଟାଇଲରେ ଚୋରି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗତ ୧ ତାରିଖ ରାତିରେ ସ୍କୁଲରୁ ବିଭିନ୍ନ ଜିନିଷ ଚୋରି କରି ପୋଲିସକୁ…

ପାଣିରେ ବୁଡ଼ିଲା ସ୍କୁଲ ବସ୍, ୩୦ ଛାତ୍ରଛାତ୍ରୀ ସୁରକ୍ଷିତ ଉଦ୍ଧାର

ହାଇଦ୍ରାବାଦ: ନାଳ ପାଣିରେ ଛାତ୍ରଛାତ୍ରୀ । ତେଲେଙ୍ଗାନାର ମହବୁବନଗରରେ ଉଛୁଳା ନାଳ ପାଣିରେ ସ୍କୁଲ ବସ୍ ପଶି ଯାଇଥିଲା। ଏହାପରେ ୩୦ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବସରୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକ ପିଲାଙ୍କୁ ଉଦ୍ଧାର କରିଥିଲେ। ପରେ ବସ୍‌କୁ ପାଣି ଭିତରୁ ଟାଣି…

ବାହୁଡାଯାତ୍ରାରେ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ

ପୁରୀ : ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ସରି ସରି ଆସୁଛି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନର ଅପୂର୍ଵ ସୁଯୋଗ ।  ଆଡପମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଚତୁର୍ଦ୍ଧାମୂରତି। । ଆଡ଼ପମଣ୍ଡପରେ ନବମୀ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ । ସେପଟେ ବାହୁଡାଯାତ୍ରା ପାଇଁ ହୋଇସାରିଛି ପ୍ରସ୍ତୁତି।…

ଗୁଳିମାଡର ଶିକାର ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ

ଟୋକିଓ: ପୂର୍ବତନ ନୌସେନା ଅଧିକାରୀଙ୍କ ଗୁଳିମାଡର ଶିକାର ହୋଇ ଚିକିତ୍ସାଧୀନ ଥିବା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ । ଜାପାନର ଏନଏଚକେ ଓ୍ୱାର୍ଲଡ ନ୍ୟୁଜ ଏହି ସୂଚନା ଦେଇଛି। ଶୁକ୍ରବାର ରାସ୍ତାରେ ଲୋକଙ୍କୁ ଉଦବୋଧନ ଦେବା ବେଳେ ଗୁଳିମାଡର ଶିକାର ହୋଇଥିଲେ।…

ଉଦ୍ଧବ ଠାକରେଙ୍କୁ ଝଟକା ପରେ ଝଟକା ଦେଉଛନ୍ତି ସିନ୍ଦେ

ମୁମ୍ବାଇ: ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ଦ୍ୱାରା ନେତୃତ୍ୱାଧୀନ ଶିବସେନାକୁ ଆଉ ଏକ ଝଟକା ଦେଇଛି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା । ଥାନେ ପରେ ଏବେ ନବି ମୁମ୍ବାଇର 32 ଶିବସେନା କାଉନସିଲର ଏକନାଥ ସିନ୍ଦେଙ୍କୁ ସମର୍ଥନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଥାନେ…

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳି ମାରିଥିବା ବ୍ୟକ୍ତି କିଏ ?

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନାରା ନାମକ ସହରରେ ଉଦବୋଧନ ଦେବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଆକ୍ରମଣକାରୀ ଅତି ନିକଟରୁ ତାଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିଲା। ତେବେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି। ସିଞ୍ଜୋ ଆବେ ଗୁଳିର ଶିକାର ହେବା ପରେ…

ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କଲେ ଦ୍ରୌପଦୀ, ବିଜେଡି କହିଲା ଭଉଣୀକୁ ଉପହାର ଦେଇଛନ୍ତି ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାଇ କହି ସମ୍ବୋଧନ କଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିଧାନସଭାରେ ବିଜେଡି ବିଧାୟକ ଏବଂ ସାଂସଦଙ୍କୁ ସମ୍ବୋଧନ କରିବା ବେଳେ ଦ୍ରୌପଦୀ ଏପରି କହିଛନ୍ତି । ଏଥିସହ ସେ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିବା…

ଆତ୍ମହତ୍ୟା ନୁହେଁ ଶେଷ ପନ୍ଥା

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ ଆଜିକାଲି ପରିସ୍ଥିତି ଏମିତି ହେଇପଡ଼ିଛି ଯେ କେହି ଆଉ କାହା କଥା ଶୁଣିବାକୁ ଅଥବା ସହିବାକୁ ପ୍ରସ୍ତୁତ ନୁହଁନ୍ତି। ଧୈର୍ଯ୍ୟ ଆଉ ସହନଶୀଳତା ଶକ୍ତିର ଘୋର ଅଭାବ ଦେଖାଯାଉଛି ପ୍ରତ୍ୟକ ବୟସ ବର୍ଗର ଲୋକଙ୍କ ପାଖରେ । ଏବେ ଗୋଟିଏ ଫୋବିଆ…

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳିମାଡ, ମୋଦୀ ସମେତ ବାଇଡେନ ଏବଂ ଅନ୍ୟାନ୍ୟ ନେତା କଲେ ନିନ୍ଦା

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଏକ ସାଧାରଣ ସଭାରେ ଉଦବୋଧନ ଦେଉଥିବା ବେଳେ ହଠାତ୍ ତାଙ୍କ ପଛରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ, ଏହା ପରେ ସିଞ୍ଜୋ ଆବେ ତଳେ ପଡ଼ି ଯାଇଥିଲେ । ଏହି ସମୟରେ ତାଙ୍କୁ…

ରାଜ୍ୟସଭା ସାଂସଦ ଭାବରେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ

ଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ । ନବ ନିର୍ବାଚିତ ସାଂସଦ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ନିଜ ନିଜ ପରିବାର ସହିତ ୨ ସାଂସଦ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ସାଂସଦ ମାନସ ମଙ୍ଗରାଜ ନିଜ ପରିବାର ସହ ଶପଥ ଗ୍ରହଣ ଉତ୍ସବରେ ସାମିଲ…