Latest Odisha News

BREAKING NEWS

Yearly Archives

2022

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୨୮  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ବିଜେ ସ୍ଥଳି ଶ୍ରୀମନ୍ଦିରର ରତ୍ନସିଂହାସନ ପ୍ରଣବାତ୍ମକ ଓ ମହାପଦ୍ମ ସ୍ୱରୂପ। କାରଣ ଏହାରି ଉପରେ ପଞ୍ଚ ବୀଜ ସ୍ୱରୂପ ଶ୍ରୀବିଗ୍ରହମାନେ ଉପବେଶନ…

ବାଦଲ ଫଟା ବର୍ଷାରେ ୧୫ ଅମରନାଥ ଯାତ୍ରୀଙ୍କ ମୃତ୍ୟୁ

ଜମ୍ମୁ: ଶୁକ୍ରବାର ସନ୍ଧ୍ୟାରେ ଜମ୍ମୁ- କଶ୍ମୀର ଅମରନାଥର ପବିତ୍ର ଗୁମ୍ଫା ମନ୍ଦିର ନିକଟରେ ବାଦଲଫଟା ବର୍ଷା ହୋଇ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ଘଟିଛି।  ଏଥିସହ ଅନେକ ତୀର୍ଥଯାତ୍ରୀ ନିଖୋଜ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ।  ଉଦ୍ଧାର କାର୍ଯ୍ୟରେ ପୁଲିସ, ଏନଡିଆରଏଫ  ଓ ଭାରତୀୟ ସେନା…

ଆଗାମୀ ୫ ବର୍ଷରେ ଦେଶରେ ପେଟ୍ରୋଲ ହେବ ବ୍ୟାନ !

ମୁମ୍ବାଇ: ଦେଶରେ ପେଟ୍ରୋଲ ନିଷିଦ୍ଧ ହେବା କଥା ସାଧାରଣ ଲୋକ କଳ୍ପନା ବି କରିପାରିବେ ନି । କିନ୍ତୁ ଏବେ ଏହା ଭାବିବାକୁ ହେବ। କାରଣ ମୋଦୀ ସରକାରର ସବୁଠୁ ଭଲ ମନ୍ତ୍ରୀର ଆଓ୍ୱାର୍ଡ (ଘରୋଇ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଛି) ପାଇଥିବା ତଥା ନିଜ ପ୍ରତିଶ୍ରୁତି ପୂରଣ କରିବାରେ ବିଶ୍ୱାସ…

ଭାରତର ଜ୍ୱାଇଁ ପରେ ପୁଅ ହେବେ ବ୍ରିଟେନର ପ୍ରଧାନମନ୍ତ୍ରୀ !

ଲଣ୍ଡନ: ରିଷି ସୁନକ ହେବେ ବ୍ରିଟେନର ପ୍ରଧାନମନ୍ତ୍ରୀ । ବୋରିଶ ଜନସନ ଗତକାଲି ଏହି ପଦରୁ ଇସ୍ତଫା ଦେବା ପରେ ଆଜି ସୁନକ ଟୁଇଟ୍ କରି ସେ ବ୍ରିଟେନର ପରବର୍ତ୍ତ ପ୍ରଧାନମନ୍ତ୍ରୀ ହେବେ ବୋଲି ଦାବି କରିଛନ୍ତି। ଯଦି ସୁନକ ଏହି ପଦରେ ବସିବେ ତାହେଲେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସେ ଏହି…

[ଦେଖନ୍ତୁ ଭିଡିଓ] ଆଡପ ମଣ୍ଡପରେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଶେଷ: ସଂଧ୍ୟା ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

 ପୁରୀ : ଆଡପ ମଣ୍ଡପରେ ଶେଷ ହେଲା ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ରାତି ପାହିଲେ ଜନ୍ମବେଦୀ ଛାଡି ମହାପ୍ରଭୁ ବାହୁଡିବେ ରତ୍ନବେଦୀକୁ। ଅନ୍ୟପଟେ ଆଜି ସଂଧ୍ୟାଦର୍ଶନରେ ପ୍ରବଳ ଭକ୍ତଙ୍କ ଭିଡ଼ ହୋଇଛି । ଆଜି ଶେଷ ଆଡପ ଅଭଡ଼ା ଓ ଶେଷ ଦର୍ଶନ ହୋଇଥିବାରୁ ଭକ୍ତମାନେ ଏହି ସୁଯୋଗକୁ ହାତଛଡା…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

1. ଆତତାୟୀଂକ ଗୁଳିମାଡରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ । ସେ ଜାପାନର ନାରା ସହରରେ ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ ତାଂକ ଉପରକୁ ଅତର୍କିତ ଗୁଳିମାଡ ହୋଇଥିଲା । ଘଟଣା ସ୍ଥଲରେ ହିଁ ଟଳି ପଡିଥିଲେ ସିଞ୍ଜୋ ଆବେ l ଶ୍ରୀ ଆବେଂକ ପରଲୋକରେ ବିଶ୍ବବାପୀ…

ନୂପୁର ଏବଂ ମହୁଆଙ୍କୁ ବିବାଦୀୟ ମନ୍ତବ୍ୟ ପାଇଁ କାହିଁକି ସମର୍ଥନ କଲାନି ନିଜ ଦଳ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଦୁଇ ପ୍ରମୁଖ ବିରୋଧୀ ବିଜେପି ଏବଂ ଟିଏମସି ଏବେ ନିଜ ନିଜର ଦଳୀୟ ନେତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଫସିଯାଇଛନ୍ତି । ଆଉ ଦେଶରେ ରାଜନୈତିକ ମାହୋଲ ଏବଂ ଭୋଟ୍ ବିଭାଜନ ଭୟରେ ଦଳୀୟ ନେତାଙ୍କ ସମର୍ଥନ କରିନାହାନ୍ତି। ଯଦିଓ ପରଦା ଆଢୁଆଳରେ ସଂପୃକ୍ତ…

ଜଗନମୋହନଙ୍କ ଦଳରୁ ଇସ୍ତଫା ଦେଲେ ମା ବିଜୟଲକ୍ଷ୍ମୀ; ତେଲେଙ୍ଗାନାରେ ଝିଅକୁ କରିବେ ସାହାଯ୍ୟ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ମା' ବିଜୟଲକ୍ଷ୍ମୀ ୱାଇଏସଆର କଂଗ୍ରେସ ସମ୍ମାନୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଗୁଣ୍ଟୁର ଠାରେ ହେଉଥିବା ଦୁଇ ଦିନିଆ ମେଗା ସମାବେଶରେ ବିଜୟାମ୍ମା ଇସ୍ତଫା ଘୋଷଣା କରିଥିଲେ । ଏହା ସହ ୱାଇଏସଆର କଂଗ୍ରେସରୁ…

୫୦ ହଜାର ହେକ୍ଟର ଜମିରେ ଚାଷ ହେବ ଡାଇବେଟିସ ରୋଗୀଙ୍କ ପାଇଁ ହିତକର ନାଗଫେଣୀ ଫଳ

ନୂଆଦିଲ୍ଲୀ: ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଚାଷ ହେଉଥିବା ନାଗଫେଣୀ ଫଳ (ଡ୍ରାଗନ ଫ୍ରୁଟ୍ ଇଂରାଜୀରେ)କୁ ଅଧିିକରୁ ଅଧିକ ଚାଷ କରାଯିବ। କଣ୍ଟାଯୁକ୍ତ ଏହି ଫଳକୁ ଅଧିକରୁ ଅଧିକ ଚାଷ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନିକଟରେ ଗୁଜରାଟ ଓ ହରିଆଣା ସରକାର ଏପରି ନିଷ୍ପତ୍ତି…

[ଦେଖନ୍ତୁ ଭିଡିଓ] ନବୀନ ନିବାସରେ ଏକାଠି ଖାଇଲେ ନବୀନ-ଦ୍ରୌପଦୀ : ସାକ୍ଷାତ ପରେ ଭାବବିହ୍ୱଳ ହେଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର  : ଓଡ଼ିଶା ମାଟିରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦରରେ ଦ୍ରୌପଦୀଙ୍କୁ  ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।  ନବୀନ ନିବାସରେ ଏକାଠି ଖାଇଲେ ନବୀନ-ଦ୍ରୌପଦୀ । ମଧ୍ୟାହ୍ନ ଭୋଜନ ପାଇଁ ଭାବି ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ ନବୀନ…