Latest Odisha News

BREAKING NEWS

Yearly Archives

2022

ଛୁଆ ପାଇଁ ଛଅ ଦିନ ନାକେଦମ, ସିଡବ୍ଲ୍ୟୁସି କହିବ କାହା ପାଖରେ ରହିବ

ଭୁବନେଶ୍ୱର: ଛୁଆ ପାଇଁ ଛଅ ଦିନ ନାକେଦମ। ଶେଷରେ ଉଦ୍ଧାର ହୋଇଛି କୁନି ଝିଅ। ବସ୍ତିରେ ଭାବ ବିହ୍ୱଳ ପରିବେଶ। ପାଳିତ ମା'କୁ ଛାଡିବାକୁ ଛୁଆ ନାରାଜ। ଶେଷରେ ଆଇନ ବଳରେ ଛୁଆ ଉଦ୍ଧାର ହୋଇଛି। କମିଶନରେଟ ପୋଲିସ ସହାୟତାରେ ଉଦ୍ଧାର କରିଛି ଚାଇଲଡ ଲାଇନ। ତେବେ ଉଦ୍ଧାର ପରେ ଏବେ ବଡ ଦ୍ୱନ୍ଦ୍ୱ…

ବର୍ଷା ପାଇଁ ସିରିଜ ରହିଲା ଡ୍ର : ଭୁବନେଶ୍ବର ମ୍ୟାନ ଅଫ୍ ଦ ସିରିଜ୍

ବାଙ୍ଗାଲୋର: ବର୍ଷା ପାଇଁ ଟି 20 ସିରିଜ ଡ୍ର ହୋଇଛି । ଆଜି  ବାଙ୍ଗାଲୋର ଚିନ୍ନାସ୍ବାମୀ ଷ୍ଟାଡିୟମରେ 7ଟା 50ରେ ଖେଳ ଆରମ୍ଭ ହୋଇଥିଲା । ପଡିଆରେ ପାଣି ଜମିଥିବାରୁ ଖେଳ ବିଳମ୍ଭରେ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଦକ୍ଷିଣ ଆଫ୍ରିକା ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

 ୧. ଅଳ୍ପକେ ବର୍ତ୍ତିଲେ ଯାତ୍ରୀ l ମଝି ଆକାଶରେ ଲାଗିଲା ବିମାନରେ ନିଆଁ l ୧୮୫ ଯାତ୍ରୀଙ୍କୁ ନେଇ ପାଟନାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସ୍ପାଇସଜେଟର ଏକ ବିମାନରେ କୌଣସି କାରଣବଶତଃ ଗୋଟିଏ ପଟେ ନିଆଁ ଲାଗି ଯାଇଥିଲା।ଫଳରେ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଥିଲା l ତେବେ ବିମାନର…

ରାଜନୀତିରେ ଫସିଯାଉଛି ଭଲ କାମ: ମୋଦି

 ନୂଆଦିଲ୍ଲୀ: ଅଗ୍ନିପଥ ଯୋଜାନକୁ ନେଇ ଶେଷରେ ପ୍ରଧାନମନ୍ତ୍ରୀ ମୋଦି ମତ ରଖିଛନ୍ତି । ଦେଶର ଉନ୍ନତି ପାଇଁ ଦେଶବାସୀଙ୍କ ଉନ୍ନତି ପାଇଁ ବିକାଶ ପାଇଁ ଯେଉଁ ସଂସ୍କାରମୂଳକ ପଦକ୍ଷେପ ନେଲେ ବି ବିରୋଧୀମାନେ ତାହାକୁ ବିରୋଧ କରିବାକୁ ମୋଦି ନିନ୍ଦା କରିଛନ୍ତି । ରାଜନୀତିକ କାରଣରୁ ଭଲକାମକୁ…

ବଜ୍ରପାତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ

ନୂଆପଡ଼ା: ମୁଣ୍ଡ ଗୁଞ୍ଜିବାକୁ ଛାତ ଦରକାର । ଏମାନେ ବି ସେଇ ଛାତ ତିଆରି କରୁଥିଲେ ମୁଣ୍ଡ ଗୁଞ୍ଜିବାକୁ । ହେଲେ ବିଧିର ବିଧାନ ଥିଲା ଅଲଗା । ସିଡ଼ି ଘରେ ଆଜବେଷ୍ଟ୍ସ ପକାଇବା ବେଳେ ବଜ୍ରପାତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା…

ଆସନ୍ତୁ ଜାଣିବା ଯୁବରାଜଙ୍କ ପୁତ୍ରର ନାମ କଣ ଦିଆଗଲା

ଚଣ୍ଡୀଗଡ: ପିତୃ ଦିବସରେ କ୍ରିକେଟର ଯୁବରାଜ ସିଂ ଏବଂ ତାଙ୍କ ପତ୍ନୀ ହେଜେଲ କୀଚ ପୁଅର ନାମ କରଣ କରିଛନ୍ତି । ତାଙ୍କ ପୁଅର ନାମ ସେମାନେ ଓରିଅନ କୀଚ ସିଂ ରଖିଛନ୍ତି । ଟୁଇଟରରେ ଯୁବରାଜ ପୁଅର ଫଟୋ ଶେୟାର କରି ଏ ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଛନ୍ତି । ପୁଅର ନାମ ପ୍ରକାଶ କରିବା ପରେ…

ଥାନା ଆଗରେ ଗ୍ରାମବାସୀଙ୍କ ଧାରଣା, ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବି

ଯାଜପୁର: ମାସେ ପରେ ବି ଜଣାପଡ଼ୁନି କେମିତି ମଲା କାଳିଆ ? ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କମାରଢ଼ିହିର ଅକ୍ଷୟ ଓରଫ୍ କାଳିଆ ମୃତ୍ୟୁକୁ ମାସେ ବିତିଲାଣି । ତଥାପି ମୃତ୍ୟୁ ଉପରୁ ପରଦା ହଟୁନି । ଯାହାକୁ ନେଇ ଦିନକୁ ଦିନ ତେଜିବାରେ ଲାଗିଛି ଅସନ୍ତୋଷ । କାଳିଆକୁ ହତ୍ୟା କରାଯାଇଥିବା ଅଭିଯୋଗ…

ଡାଇମଣ୍ଡ ଲିଗ: ରେକର୍ଡ ଟାଇମିଂ ସହ ସ୍ୱର୍ଣ୍ଣ ଜିତିଲେ ୫ ବର୍ଷୀୟ ସନ୍ତାନର ମାଆ ଫ୍ରେଜର

ପ୍ୟାରିସ: ଡାଇମଣ୍ଡ ଲିଗ ଆଥଲେଟିକ୍ସ ଟୁର୍ଣ୍ଣାମେଂଟର ୧୦୦ ମିଟର ମହିଳା ରେସରେ କମାଲ କରିଛନ୍ତି ଜାମାଇକାର ଶୈଲୀ ଆନ ଫ୍ରେଜର । ୫ ବର୍ଷୀୟ ସନ୍ତାନର ମାଆ ଫ୍ରେଜର ୧୦.୬୭ ରେକର୍ଡ ଟାଇମିଂରେ ରେସ ସମ୍ପୂର୍ଣ୍ଣ କରିଥିଲେ । ସେ ୨ ଥର ଅଲିମ୍ପିକ ଚାମ୍ପିୟନ ଏଲେନ ଥମ୍ପସନଙ୍କ ରେକର୍ଡକୁ ବି ପଛରେ…

[ଦେଖନ୍ତୁ ଭିଡିଓ] ରୋହିଆ ଗାଁରେ ସେନା ପ୍ରଶିକ୍ଷଣ ଶିବିର : ତାଲିମ ନେଇ ନିଯୁକ୍ତି ଅପେକ୍ଷାରେ ଶତାଧିକ ଆଶାୟୀ

ଜଗତସିଂହପୁର : ନାଉଗାଁ ଥାନା ରୋହିଆ ଗାଁରେ ସେନା ପ୍ରଶିକ୍ଷଣ ଶିବିର । ଏହା କୌଣସି ସରକାରୀ ଅନୁଷ୍ଠାନ ନୁହେଁ, ମାତ୍ର ସେନାବାହିନୀରେ ଭର୍ତ୍ତି କରିବାକୁ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ସାମିଲ କରିଛି ବାଟାଲିୟନ କ୍ୟାମ୍ପ। । ପୂର୍ବତନ ସେନା କର୍ମଚାରୀ ଶିଲୁ ନାୟକ ଆରମ୍ଭ କରିଥିଲେ ମହାଗୁରୁ…

ବନ୍ଧାହେଲେ ଜଳେଶ୍ୱର ବିଡିଓ, ଚାକିରି ଜୀବନରେ କମାଇଛନ୍ତି ଆୟ ଠାରୁ ଅଧିକ ୪୫୦% ସମ୍ପତ୍ତି

ଭୁବନେଶ୍ୱର: ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସ ଗିରଫ । ଗିରଫ ପରେ ଅଶ୍ୱିନୀଙ୍କୁ ଆଜି ଭିଜିଲାନ୍ସ କୋର୍ଟ ଚାଲାଣ କରିଛି । ଅଶ୍ୱିନୀଙ୍କ ଠାରୁ ପ୍ରାୟ ୫ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି । ତେବେ ଅଶ୍ୱିନୀ ଏତେ ସମ୍ପତ୍ତିର ମାଲିକ କେମିତି ହେଲେ ସେନେଇ ଭିଜିଲାନ୍ସକୁ କୌଣସି ସନ୍ତୋଷଜନକ…