Latest Odisha News

BREAKING NEWS

Yearly Archives

2022

କେଜିଏଫ ଷ୍ଟାର ୟଶଙ୍କ ସହ ରୋମାନ୍ସ କରିବେ ପୂଜା

ମୁମ୍ବାଇ: ହିନ୍ଦୀ, ତାମିଲ ଓ ତେଲୁଗୁ ପରେ ଏବେ ପୂଜା ହେଗେଡ କନ୍ନଡ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ କେଜିଏଫ ଷ୍ଟାର ୟଶ ଏବଂ ପୂଜାଙ୍କୁ ନେଇ ନର୍ତନ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଏକ ଲଭଷ୍ଟୋରୀ । ଆକ୍ସନ ପରେ ୟଶଙ୍କ ରୋମାନ୍ସ ଅବତାର…

ବୟୋଜ୍ୟେଷ୍ଠ ଭାରତୀୟ ଭାବେ ଆନ୍ତର୍ଜାତୀୟ ଟି୨୦ରେ ଅର୍ଦ୍ଧଶତକ ହାସଲ କଲେ କାର୍ତିକ

ରାଜକୋଟ: ଏଠାରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚରେ ଦୀନେଶ କାର୍ତିକଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ୧୭୦ ରନର ବିଜୟ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଛି । ଏହି ମ୍ୟାଚରେ କାର୍ତିକ ୨୭ ବଲରେ ୫୫ ରନ ସଂଗ୍ରହ କରିଥିଲେ । ୧୬ ବର୍ଷ ଆନ୍ତର୍ଜାତୀୟ ଟି୨୦ କ୍ୟାରିୟରରେ କାର୍ତିକଙ୍କ ଏହା…

ବଗେଇପଦା ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ଜୟପୁର: କୋରାପୁଟ ସଦର ଥାନା ବଗେଇପଦର ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ କେ. ସୂର୍ଯ୍ୟ ପ୍ରକାଶ ରାଓଙ୍କୁ ଶୁକ୍ରବାର ଗିରଫ ହୋଇଥିବା ଖବର ଅତିରିକ୍ତ ଏସପି ଉକ୍ରଳ କେଶରୀ ଦାସ ସୂଚନା ଦେଇଛନ୍ତି । ଗତ ମାସ ୨୮ ତାରିଖରେ ଜୟପୁର ପାୱାର ହାଉସ କଲୋନୀର ଅମୂଲ୍ୟ ତ୍ରିପାଠୀଙ୍କୁ…

ବାହା ହେବାକୁ ଆସିଲେନି ବିଧାୟକ, ଅପେକ୍ଷା କରି ଫେରିଲେ ସୋମାଲିକା

ଜଗତସିଂହପୁର: ବାହା ହେବାକୁ ପ୍ରତିଶ୍ରୁତି ଦେଇ ଠକିଦେଲେ ବିଧାୟକ ! ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ପୁରୁଣା ପ୍ରେମିକା ସୋମାଲିକା ଦାଶଙ୍କୁ ବିଜୟ ବିବାହ କରିବେ କି ନାହିଁ ତାକୁ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିଛି । କାରଣ ବିଜୟ ଓ ସୋମାଲିକା ବିବାହ କରିବା ନେଇ…

ପ୍ରଥମ ଥର ପାଇଁ ୩ଟି ଦେଶ ମିଳିତ ଭାବେ ଆୟୋଜନ କରିବେ ଫିଫା ବିଶ୍ୱକପ

ଜ୍ୟୁରିକ: ୨୦୨୬ ଫିଫା ବିଶ୍ୱକପ ଆମେରିକା, ମେକ୍ସିକୋ ଓ କାନାଡା ମିଳିତ ଭାବେ ଆୟୋଜନ କରିବେ । ଫିଫା (ଇଂଟରନ୍ୟାଶନାଲ ଫେଡେରେଶନ ଅଫ ଆସୋସିଏଶନ ଫୁଟବଲ) ଇତିହାସରେ ପ୍ରଥମ ଥର ପାଇଁ ୩ଟି ଦେଶକୁ ଆୟୋଜନ ଅଧିକାର ପ୍ରଦାନ କରାଯାଇଛି । ଆୟୋଜକ ଦେଶ ପକ୍ଷରୁ ୧୬ ସହରର ନାମ ମଧ୍ୟ ଘୋଷଣା କରାଯାଇଛି ।…

ଫଡନାଭିସଙ୍କ ମିଶନ 45, ଶିବସେନାକୁ ଟକ୍କର ଦେବ ବିଜେପି!

ମୁମ୍ବାଇ:  ମହାରାଷ୍ଟ୍ରରେ ବିଜେପି ଠିଆ ହେବ ନିଜ ଗୋଡରେ । ସେଥିପାଇଁ ରାତିଦିନ ପରିଶ୍ରମ କରୁଛି ବିଜେପି ।  ନିଜ ଗୋଡ଼ରେ ଠିଆ ହେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଫଡନାଭିସ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଆଗାମୀ 2024 ନିର୍ବାଚନ ପାଇଁ ମିଶନ 45 ଲକ୍ଷ୍ୟ…

ରଜନୀକାନ୍ତଙ୍କ ଆଗାମୀ ଫିଲ୍ମର ନାମ ଜେଲର, ପ୍ରଶଂସକ ଉତ୍ସାହିତ

ମାଡ୍ରାସ: ଭାରତୀୟ ଫିଲ୍ମ ଦୁନିଆର ଲୋକପ୍ରିୟ ହୀରୋ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମର ନାମ ଆଜି ଘୋଷଣା କରାଯାଇଛି । ଏହାର ନାମ ଜେଲର ରଖାଯାଇଛି । ପୋଷ୍ଟରରେ ଏକ ରକ୍ତ ଭିଜା ଛୁରୀ ଦେଖିବାକୁ ମିଳିଛି । ପୂର୍ବରୁ ନେଲସନ ଦିଲୀପ କୁମାର ନିର୍ଦ୍ଦେଶିତ ଏହି ଫିଲ୍ମର ନାମ ଥାଲାଇଭା ୧୬୯ ରଖା ଯାଇଥିଲା…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

Top Headlines ନଜର ପକାଇବା କଣ ରହିଛି ଆଜି ଦିନ ତମାମ ଖବର:  ଓଡ଼ିଶାରେ ଅଗ୍ନିପଥ ଯୋଜନା ନିଆଁ ।  କଟକରେ ବି ଜୋରଦାର ବିକ୍ଷୋଭ କରାଯାଇଛି , କେନ୍ଦ୍ର ବିରୋଧରେ ଦେଶବ୍ୟାପୀ ଜଳୁଛି ଅସନ୍ତୋଷର ନିଆଁ । ଅଗ୍ନିପଥ ଯୋଜନାରେ ସେନାରେ ଭର୍ତ୍ତି ପାଇଁ…

ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ବଡ ସ୍କୋର କଲା ଇଂଲଣ୍ଡ

ଲଣ୍ଡନ: ନେଦରଲାଣ୍ଡ ବିପକ୍ଷରେ ଆଜି ଇଂଲଣ୍ଡ କ୍ରିକେଟ ଦଳ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଇଂଲଣ୍ଡ ୪ ୱିକେଟ ବିନିମୟରେ ୪୯୮ ରନ କରି ଆନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ବଡ ସ୍କୋର କରିବା ଗୌରବ ଅର୍ଜନ କରିଛି । ଫିଲ ସାଲ୍ଟ (୧୨୨), ଡେଭିଡ ମଲାନ (୧୨୫) ଓ ଜୋସ ବଟଲର ୧୬୨ ରନର ଇନିଂସ…

କୋହଲି, ବାବର ଗୋଟିଏ ଟିମରୁ ଖେଳିବେ !

ମୁମ୍ବାଇ: ବିରାଟ କୋହଲି ଓ ବାବର ଆଜାମ ଗୋଟିଏ ଟିମ ପକ୍ଷରୁ ଖେଳିବେ । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ୨୦୨୩ରେ ଏସିଆ ଓ ଆଫ୍ରିକା ଏକାଦଶ ମଧ୍ୟରେ ଏକା ମ୍ୟାଚ ଖେଳାଯିବା ନେଇ ଯୋଜନା ଚାଲିଛି । ଭାରତ ଓ ପାକିସ୍ତାନର ଏହି ଦୁଇ ଷ୍ଟାର ଖେଳାଳି ଏସିଆ ଏକାଦଶ ପକ୍ଷରୁ ପ୍ରତିନିଧିତ୍ୱ କରିବେ ।…