Latest Odisha News

BREAKING NEWS

Yearly Archives

2022

ବିଭିନ୍ନ ଚୋରି ଘଟଣାରେ ୭ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଯାଜପୁର: ବିଭିନ୍ନ ସ୍ଥାନରେ ଚୋରି ଘଟଣାରେ ସମ୍ପୃକ୍ତ ୭ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ପୋଲିସ । ଗିରଫଙ୍କ ନିକଟରୁ ଚୋରି ସାମଗ୍ରୀ ସହିତ ନଗଦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଯାଜପୁର ଟାଉନ ଥାନା ଅଞ୍ଚଳରେ ହୋଇଥିବା ବିଭିନ୍ନ ଚୋରି ଘଟଣାର ତଦନ୍ତ କରି ପୋଲିସ ଏହି…

[ଦେଖନ୍ତୁ ଭିଡିଓ] ଅଣସର ପିଣ୍ଡିରେ ଚାଲିଛି ଉପଚାର ସେବା, ଦର୍ଶନ ଦେଉଛନ୍ତି ଅଲାରନାଥ

ପୁରୀ: ଦିବ୍ୟସ୍ନାନ ପରେ ଜ୍ୱରରେ ପୀଡିତ ମହାପ୍ରଭୁ।। ଚିକତ୍ସା ପାଇଁ ପ୍ରଭୁ ଅଣସର ଘଷର ଥିବା ବେଳେ ଚାଲିଛି ପଟିଦିଅଁ ପୂଜାର୍ଚ୍ଚନା। ଆଉ ଏହି ସମୟରେ ବ୍ରହ୍ମଗିରିରେ ପୂଜା ପାଉଛନ୍ତି ପ୍ରଭୁ ଅଲାରନାଥ । ତୃତୀୟ ଦିନରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ । ଶ୍ରୀକ୍ଷେତ୍ରରେ…

[ଦେଖନ୍ତୁ ଭିଡିଓ] ‘ଅଗ୍ନିପଥ’କୁ ନେଇ ତେଜୁଛି ବିରୋଧ, ଜାଣନ୍ତୁ ୫ଟି ବିନ୍ଦୁରେ ବିବାଦର କାରଣ…

ନୂଆଦିଲ୍ଲୀ: ‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶବ୍ୟାପୀ ବିରୋଧ ବ୍ୟାପିବାରେ ଲାଗିଛି । ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ହରିୟାଣାରେ ବିରୋଧ ବେଳେ ହିଂସା ଦେଖିବାକୁ ମିଳିଛି । ତେବେ ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନାକୁ ନେଇ ବିରୋଧ କଣ ପାଇଁ…

ଅଗ୍ନିପଥ ଯୋଜନା କ’ଣ?  ଯୁବ ବର୍ଗଙ୍କ ପାଇଁ ରହିଛି ଦେଶସେବା ସୁଯୋଗ

ଅଗ୍ନିପଥ ଯୋଜନାକୁ ନେଇ ଏବେ ସାରା ଦେଶରେ ଚର୍ଚା । ଅଧିକାଂଶ ଯୁବଗୋଷ୍ଠୀ ଏହାକୁ ସମର୍ଥନ କରୁଥିବାବେଳେ ଅନେକ ସ୍ଥାନରେ ଏହାକୁ କିନ୍ତୁ ବିରୋଧ କରାଯାଉଛି  । ତେବେ ଏହି ଯୋଜନାକୁ ବୁଝିଥିବା ଲୋକମାନେ ଏହା ସପକ୍ଷରେ କହୁଛନ୍ତି । ଏହା ଦ୍ବାରା ଦେଶରେ ସେନାବାହିନୀରେ ବୈପ୍ଲବିକ…

ବିରୋଧ ଭିତରେ ସେନାର ବଡ଼ ଘୋଷଣା, ଆସନ୍ତା ଶୁକ୍ରବାର ଠାରୁ ‘ଅଗ୍ନିପଥ’ ଯୋଜନାରେ ଆରମ୍ଭ ହେବ ଭର୍ତ୍ତି

ନୂଆଦିଲ୍ଲୀ: ଦେଶବ୍ୟାପୀ ‘ଅଗ୍ନିପଥ’ ଯୋଜନାକୁ ବିରୋଧ ଜାରି ରହିଛି । ବିରୋଧ ଭିତରେ ସ୍ଥଳ ସେନା ପ୍ରମୁଖ ଜେନରାଲ୍ ମନୋଜ ପାଣ୍ଡେ ବଡ଼ ଘୋଷଣା କରିଛନ୍ତି । ଖୁବଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି । ୨୦୨୨ ‘ଅଗ୍ନିପଥ’ ଯୋଜନା ଅନୁସାରେ, ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି…

[ଦେଖନ୍ତୁ ଭିଡିଓ] ନବରଙ୍ଗପୁରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ୧୫ ଲକ୍ଷ ଲୋକଙ୍କ ପାଇଁ ଅଛନ୍ତି ମାତ୍ର ୧୦୩ ଜଣ…

ନବରଙ୍ଗପୁର: ଭଲ ନାହିଁ ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ । ରହିବ ବା କେମିତି ? ଏଠି ୧୫ ଲକ୍ଷ ଲୋକଙ୍କ ପାଇଁ ଅଛନ୍ତି ମାତ୍ର ୧୦୩ ଜଣ ଡାକ୍ତର । ଜିଲ୍ଲାରେ ୨୬୫ ଅନୁମୋଦିତ ଡାକ୍ତର ପଦବୀ ରହିଥିବା ବେଳେ ଅଧାରୁ ଅଧିକ ପଦ ଖାଲି । ଧର୍ମକୁ ଆଖିଠାର ଭଳି ନବରଙ୍ଗପୁର ଜିଲ୍ଲାରେ ନାଁକୁ ମାତ୍ର…

[ଦେଖନ୍ତୁ ଭିଡିଓ] କେନ୍ଦ୍ରର ‘ଅଗ୍ନିପଥ’ ଯୋଜନାକୁ ନେଇ କଟକରେ ଆକ୍ରୋଶ

କଟକ: ‘ଅଗ୍ନିପଥ’କୁ ନେଇ ନିଆଁ ଜଳୁଛି । ବିହାର, ରାଜସ୍ଥାନ ଓ ହରିୟାଣା ପରେ ଓଡ଼ିଶାରେ ବି ‘ଅଗ୍ନିପଥ’ ସ୍କିମକୁ ନେଇ ଆକ୍ରୋଶ ଦେଖିବାକୁ ମିଳିଛି । ଆଜି କଟକ ଆର୍ମି ନିଯୁକ୍ତି ଅଫିସ୍ ପାଖରେ ‘ଅଗ୍ନିପଥ’କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଯୁବଗୋଷ୍ଠୀ । ଶତାଧିକ ଯୁବକ ରାସ୍ତା…

ବନ୍ୟା ଜଳରେ ଭାସୁଛି ଆସାମ, ୧୧ ଲକ୍ଷ ଲୋକ ପ୍ରଭାବିତ

ଗୌହାଟି: ଆସାମରେ ଜଳ ପ୍ରଳୟ । ବନ୍ୟା ଯୋଗୁଁ ଏକାଧିକ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ୪ ଜଣଙ୍କ ଜୀବନ ଯାଇଛି । ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଧସିବାରେ ଲାଗିଛି ମାଟି ଅତଡ଼ା । ବନ୍ୟାରେ ଆସାମର ୨୫ ଜିଲ୍ଲାର ୧୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବଜଲି ଜିଲ୍ଲା…

ୟୁପି ପୋଲିସ ହେବ ହାଇଟେକ୍, ହେଲିକପ୍ଟର, ଡ୍ରୋନ ରଖିବ ଅପରାଧିଙ୍କ ଉପରେ ନଜର

ୟୁପି ପୋଲିସକୁ ଯୋଗୀ ଆଦିତ୍ୟନାଥ କରୁଛନ୍ତି ଆଧୁନିକୀକରଣ । ଆମେରିକା, ଇସ୍ରାଏଲ, ସିଙ୍ଗାପୁର ପୋଲିସ ପରି ହାଇଟେକ ହେବାକୁ ଯାଉଛି ୟୁପି ପୋଲିସ । ଏଥିପାଇଁ ଯୋଜନା କରୁଛନ୍ତି ଯୋଗୀ ସରକାର । ଏଥିରେ ପ୍ରଥମ ସହାୟତା ଇସ୍ରାଏଲ ଦେବ ବୋଲି ପ୍ରତିଶ୍ରୁତି ଦେଇଛି । ଇସ୍ରାଏଲ, ସିଙ୍ଗାପୁର,…

ଆଇଏସ ଆତଙ୍କବାଦୀଙ୍କୁ ହେଲିକପ୍ଟରରେ ଆସି ଉଡାଇନେଲା ଆମେରିକା ସେନା

ଫିଲ୍ମ ଷ୍ଟାଇଲରେ ଆଇଏସ ଆତଙ୍କବାଦୀକୁ ଟେକି ନେଇଗଲା ଆମେରିକା ସେନା । ଆମେରିକାକୁ ଧମକ ଦେଉଥିବା ଏକ ଆତଙ୍କବାଦୀକୁ ସିରିଆରୁ ତାର ଘରେ ପଶି ଆମେରିକାର ସୁରକ୍ଷାକର୍ମୀ ତାକୁ ଉଠାଇନେଇଥିବା ଖବର ଏବେ ଚର୍ଚା ହେଉଛି । ଦୁଇଟି ସାମରିକ ହେଲିକପ୍ଟର ସିରିଆର ଅଲ-ହୁମାଇରାରେ ଅବତରଣ କରିବା ପରେ…