ଆରଏସଏସ କାର୍ଯ୍ୟାଳୟକୁ ବୋମା ପକାଇ ଉଡାଇ ଦେବାକୁ ହ୍ୱାଟସଆପରେ ଆସିଲା ଧମକ
ଲକ୍ଷ୍ନୌ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଛଅଟି କାର୍ୟ୍ୟାଳୟକୁ ବୋମା ମାଡ଼ କରି ଉଡାଇ ଦେବାକୁ ଧମକ । ଏପରି ଧମକ ମିଳିବା ପରେ ଲକ୍ଷ୍ନୌର ମାଡ଼ିଓ୍ୱାନ୍ ଥାନାରେ ଏଫ୍ଆଇଆର ରୁଜୁ ହୋଇଛି।
ପୋଲିସର କହିବା ଅନୁଯାୟୀ, ଯେଉଁ ନମ୍ବରରୁ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା ତାହାକୁ ସାଇବର ସେଲ୍…