Latest Odisha News
Yearly Archives

2022

ବ୍ରଜରାଜନଗରରେ ଜିତିଲା ବିଜେଡି, ଦ୍ୱିତୀୟ ସର୍ବାଧିକ ବ୍ୟବଧାନରେ ଜିତିଲେ ଅଳକା

ଭୁବନେଶ୍ୱର : ବ୍ରଜରାଜନଗରରେ ବିଜେଡିର ବାଜିମାତ । ବିପୁଳ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ପାଖରୁ ଅଳକା ୬୫ ହଜାରରୁ ଅଧିକ ଭୋଟରେ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି ବିଜୟୀ ହୋଇଛନ୍ତି।କଂଗ୍ରେସର ବିଧାୟକ…

ବ୍ରଜରାଜନଗର ଭୋଟ୍ ଗଣତି : ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ଆଗୁଆ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ଅଳକା ମହାନ୍ତିଙ୍କୁ ୨୯୮୮୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡା ୭୮୧୮ ଖଣ୍ଡ ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି । କଂଗ୍ରେସର କିଶୋର ପଟେଲ ୬୦୮୮ ଖଣ୍ଡ ଭୋଟ୍…

ୟୁରୋପରେ ମାତିଛନ୍ତି ଛୁଂଚି ଫୋଡା ଗ୍ୟାଙ୍ଗ

ପ୍ୟାରିସ: ଫ୍ରାନ୍ସ, ବ୍ରିଟେନ ସମେତ ୟୁରୋପା ଅନେକ ଦେଶରେ ଏବେ ମାତିଛନ୍ତି ଛୁଂଚିଫୋଡା ଗ୍ୟାଙ୍ଗ । ନାଇଟ କ୍ଲବ, କନସର୍ଟ୍ସ ଏବଂ ଗହଳିପୂର୍ଣ୍ଣ ସ୍ଥାନରେ ଲୋକଙ୍କୁ କୌଣସି ଅଜଣା ବ୍ୟକ୍ତି ଛୁଂଚି ଫୋଡିବା ପରେ ଖସି ପଳାଉଛି । ଏହା ପରେ ବ୍ୟକ୍ତିଜଣଙ୍କୁ ମୁଣ୍ଡ ବୁଲାଇହେବା, ବାନ୍ତି ଲାଗିବା ଏବଂ…

ସୋନିଆଙ୍କ ପରେ ପ୍ରିୟଙ୍କାକୁ କରୋନା

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କ ପରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜକୁ ଆଇସୋଲେଶନ କରିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଟେଷ୍ଟ କରାଇନେବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ପୂର୍ବରୁ ଗୁରୁବାର ସୋନିଆ କରୋନା…

କଶ୍ମୀର ପ୍ରସଙ୍ଗରେ ନର୍ଥ ବ୍ଲକରେ ଶାହଙ୍କୁ ଭେଟିଲେ ଡୋଭାଲ, ଆଜି ଉପରାଜ୍ୟପାଳଙ୍କ ସହ ବୈଠକ

ନୂଆଦିଲ୍ଲୀ: ଆଜି ଗୃହମନ୍ତ୍ରୀ ଅମିତ ଶାହ କଶ୍ମୀର ଉପରାଜ୍ୟପାଳଙ୍କ ସହ ବୈଠକ କରିବେ । କଶ୍ମୀରରେ ଆତଙ୍କବାଦୀଙ୍କ ପ୍ରାଦୁର୍ଭାବ ବଢିବା ପରେ କେନ୍ଦ୍ର ସରକାରଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏହାପୂର୍ବରୁ ଗୁରୁବାର ନର୍ଥ ବ୍ଲକରେ ଅମିତ ଶାହଙ୍କୁ ଭେଟିଛନ୍ତି ଦେଶର ସୁରକ୍ଷା…

ହୋମଗାର୍ଡଙ୍କୁ ମାସିକ ୯ ହଜାର ଟଙ୍କା ଦେଇ ରାଜ୍ୟ ସରକାର ଶୋଷଣ କରୁଛନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଓଡ଼ିଶା ସରକାର କରୁଛନ୍ତି ଶୋଷଣ । ହୋମଗାର୍ଡ ମାନଙ୍କୁ ମାସିକ ୯ ହଜାର ଟଙ୍କା ଲେଖାଏଁ ବେତନ ଦେଇ ଶୋଷଣ କରିବା ଛଡା ଆଉ କିଛି କରୁ ନାହାନ୍ତି। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଏପରି ଟିପ୍ପଣୀ କରିଛନ୍ତି । ଗତ ୧୫ ବର୍ଷରୁ ଅଧିକ ସମୟ ଧରି ରାଜ୍ୟ ଗୃହ ବିଭାଗ ଅଧୀନରେ…

ରାଜଧାନୀରେ ଗଛ କଟାକୁ ନେଇ ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ: ରାଜଧାନୀରେ ବିଧାୟକଙ୍କ କ୍ୱାଟର୍ସ ନିର୍ମାଣ ପାଇଁ ଗଛ କଟା ପ୍ରସଙ୍ଗରେ ରିପୋର୍ଟ ଦେବେ ସରକାର । ଗୁରୁବାର ହାଇକୋର୍ଟ ଏହି ପ୍ରସଙ୍ଗରେ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକ କ୍ୱାଟର୍ସ ନିର୍ମାଣ, ଗଛ କଟା,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୯୨  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଭାବ ଭକ୍ତି ଡୋରିରେ ବାନ୍ଧିବାକୁ ଭକ୍ତିସାଧନା କରିବା ବିଧେୟ। ଏହି ଭକ୍ତି ସାଧନାର ମାର୍ଗ କଣ ତାହା ନିଶ୍ଚୟ ଆଲୋଚନା କରିବା। କିନ୍ତୁ ପ୍ରଥମେ ନିଜକୁ…

ଭାଷା ଭାଗବତ : ଭାଷାର ଏ ପରିସ୍ଥିତି, ଭାଷାର ଏପରି ସ୍ଥିତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୫   ଅନୁଶୀଳନ ଅଧ୍ୟୟନ ତଥ୍ୟ ସମୃଦ୍ଧ ବିଶ୍ଳେଷଣ ନ କରି ଦିଅଂତି ଭାଷଣ ଦେଖାଂତି ଗ୍ରଂଥ ଉଦ୍ଧରଣ ଏହା ହିଁ ପ୍ରଧାନ କାରଣ କେବଳ ପ୍ରଶଂସା ଭାଜନ ନିମଂତେ ହୁଏ ଲେଖାମାନ ଅଗ୍ରାହ୍ୟ ତ୍ରୁଟି ସଂଶୋଧନ ନାହିଁ ଯୋଜନା କିଂବା ନୀତି…

ଅରବିନ୍ଦ ପଟ୍ଟନାୟକଙ୍କ ସାରସ୍ୱତ କୃତି ସଙ୍କଳନ ‘ଅରବିନ୍ଦାୟନ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଅରବିନ୍ଦ ପଟ୍ଟନାୟକଙ୍କ ‘ସାରସ୍ୱତ ସୌନ୍ଦର୍ଯ୍ୟ ଓ ସୌରଭର ଏକ ସଙ୍କଳନ ‘ଅରବିନ୍ଦାୟନ' ସ୍ଥାନୀୟ ଲୋହିଆ ଭବନଠାରେ ଉନ୍ମୋଚିତ ହୋଇଯାଇଛି । ଏହି ସଙ୍କଳନଟି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଲକ୍ଷ୍ମୀକାନ୍ତ ଖୁଣ୍ଟିଆଙ୍କର ସମ୍ପାଦନାରେ ପ୍ରକାଶିତ ହୋଇଛି ।…