Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] ସିସିଟିଭି ଫୁଟେଜରୁ ଧରାପଡ଼ିଲା ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତ

ନୂଆପଡା  : ନୂଆପଡା ଜିଲ୍ଲା ସିନାପାଲିରେ ଗାଡି ପାର୍କିଂକୁ ନେଇ ବଚସା ପରେ ଗୁଳିମାଡ ।  ଛତିଶଗଡ଼ରୁ ଅଭିଯୁକ୍ତ ଗିରଫ । ଗତକାଲି ଦିନରେ ସିନାପାଲି ରାବଣ ଛକ ନିକଟରେ ଗୁଳିମାଡ଼ ହୋଇଥିଲା । ଏଥିରେ ବାପା ପୁଅ ଗୁରୁତର ହୋଇଥିବା ବେଳେ ଅଭିଯୁକ୍ତ ଛତିଶଗଡ଼ରୁ ଗିରଫ ହୋଇଛି । ଗାଡି ପାର୍କିଂକୁ…

ହୀରାକୁଦ କେଜ୍ ଫିସ୍ କଲ୍ଚର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ସିଏଫସି ଏବଂ ଜେଟ୍ଟି ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛ ଚାଷ (କେଜ୍ ଫିସ୍ କଲ୍ଚର) ଏକ ସଫଳ ମଡେଲ୍। ଏହା ଖୁବ୍ ଶୀଘ୍ର ରାଜ୍ୟର ମଧୁର ପାଣି ମାଛ ଉତ୍ପାଦନକୁ ବହୁ ପରିମାଣରେ ବୃଦ୍ଧି କରିବ। ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଉଭୟ କ୍ଷେତ୍ର ପରିଦର୍ଶନ ଏବଂ ଉଚ୍ଚ ସ୍ତରୀୟ ବୈଠକ କରି ଏହି…

[ଦେଖନ୍ତୁ ଭିଡିଓ] ମହାପ୍ରଭୁଙ୍କ ଭଉଁରୀ ଯାତ୍ରା: ଚନ୍ଦନ ଯାତ୍ରାର ଅନ୍ତିମ ଦିନରେ

ପୁରୀ:  ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ପରମ୍ପରା ଅନୁଯାୟୀ ରଥ ଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଛି । ତେବେ ଆଜି ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ । ଏହି ଅନ୍ତିମ ଦିନକୁ ଭଉଁରୀ ଯାତ୍ରା କୁହାଯାଉଥିବା ବେଳେ ଆଜିର ଦିନରେ ତିନି ରଥର ଚକ ଅଖ ଡେରା କାର୍ଯ୍ୟ ସମ୍ପନ୍ନ କରାଯାଇଥାଏ…

ନିଫ୍ଟ ଆଡ଼ମିଶନ ଯୋଗ୍ୟତା ପାଇଲେ ୬ ଓଡ଼ିଆ; ସର୍ବାଗ୍ରେ ମାମାଲି ମିଶ୍ର

ଭୁବନେଶ୍ୱର: ଗତ ନିଫ୍ଟ(ନେଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫେଶନ ଟେକ୍ନୋଲୋଜି)-୨୦୨୨ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଛାତ୍ରୀ ଚମକିଛନ୍ତି । ଭୁବନେଶ୍ୱରର ମାମାଲି ମିଶ୍ର ସର୍ବ ଭାରତୀୟ ର୍ୟାଙ୍କ-୧୧ ରଖି ରାଜ୍ୟରେ ଟପ୍ ର୍ୟାଙ୍କ ହାସଲ କରିଛନ୍ତି । ସେପଟେ ‘ଦ ଏକାଡେମୀ ଅଫ୍ ଫେଶନ ଆଣ୍ଡ ଆର୍ଟ’…

ଫ୍ଲୋରେନ୍ସ ନାଇଟଏ​‌ଙ୍ଗେଲ ପୁରସ୍କାର ପାଇବେ ଏମକେସିଜି ନର୍ସ ଶିବାନୀ ଦାଶ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସ ଶିବାନୀ ଦାଶ ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ୨୦୨୧ ବର୍ଷ ପାଇଁ ଏହି ସମ୍ମାନସ୍ପଦ ପୁରସ୍କାର ଦେବାକୁ ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ଶିବାନୀଙ୍କ…

ଗ୍ୟାସ୍ ଲଗେଇ ଆତ୍ମହତ୍ୟା କଲେ ପୂରା ପରିବାର; ମିଳିଲା ଛାତିଥରା ସୁଇସାଇଡ ନୋଟ୍

ଭୁବନେଶ୍ୱର: ଜାତୀୟ ରାଜଧାନୀ ଦିଲ୍ଲୀର ବସନ୍ତ ବିହାରରେ ଶନିବାର ଗୋଟିଏ ପରିବାର ଏକତ୍ର ଆତ୍ମହତ୍ୟା କରିଛନ୍ତି । ଜଣେ ୫୦ ବର୍ଷୀୟ ମହିଳା ଏବଂ ତାଙ୍କର ଦୁଇ ଝିଅ ଏକା ସାଙ୍ଗେ ଆତ୍ମହତ୍ୟା କରିଛନ୍ତି । ସେମାନେ ହେଉଛନ୍ତି- ମଞ୍ଜୁ ଶ୍ରୀବାସ୍ତବ ଏବଂ ତାଙ୍କ ଝିଅ ଅଂଶିକା ଓ ଅଙ୍କୁ । ଆତ୍ମହତ୍ୟାର…

[ଦେଖନ୍ତୁ ଭିଡିଓ] ପୁରୀରେ ରାତି ଅଧିଆ GPR ସର୍ଭେ ! ଚଞ୍ଚକତା କରି ରାତି ଅଧରେ ସର୍ଭେ କରୁଥିବା ଅଭିଯୋଗ

ପୁରୀ  : ଲୁଚା ଛପା ଓ ରାତି ଅଧିଆ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର GPR ସର୍ଭେ। OBCC ଚଞ୍ଚକତା କରି ରାତି ଅଧରେ GPR ସର୍ଭେ କରୁଥିବା ଅଭିଯୋଗ ହୋଇଛି । ଫଳରେ ପୁଣି ଥରେ ବିବାଦ ଭିତରକୁ ଟାଣି ହୋଇଛି ପ୍ରଶାସନ। ରାତି ୧୨ଟା ପରେ କିଛି ବ୍ୟକ୍ତି ଶ୍ରୀମନ୍ଦିରର ପୂର୍ବ-ଦକ୍ଷିଣ କୋଣ…

ପୁସ୍ତକର ପ୍ରକୃତ ମୂଲ୍ୟାୟନ ପାଠକଙ୍କ ହାତରେ : ରାଜ କିଶୋର ଦାସ

ଲେଖକ ହୁଅନ୍ତୁ ବା କବି ଅବା ଆଲୋଚକ, ଯେକୌଣସି ପୁସ୍ତକ ପ୍ରକାଶନ ପଛରେ ପ୍ରକାଶକଙ୍କର ସବୁଠାରୁ ବଡ଼ ଦାୟିତ୍ୱ ରହିଥାଏ। ପ୍ରକାଶକ ହିଁ ପୁସ୍ତକ ଆଉ ଲେଖକର ମଧ୍ୟରେ ଯୋଗସୂତ୍ରର ଦାୟିତ୍ୱ ନିର୍ବାହ କରିଥାନ୍ତି। ତେବେ ପ୍ରକାଶକ ଯଦି ଜଣେ ଲେଖକ ହୋଇଥାନ୍ତି ତେବେ ତାହା ମଣିକାଞ୍ଚନର ସଂଯୋଗ ବୋଲି…

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ , ୨ ମୃତ

ବ୍ରହ୍ମଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ , ୨ ମୃତ । ପୁରୀ ସାତପଡ଼ା ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଡ୍ରାଇଭର ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଶନିବାର ବିଳମ୍ବିତ ରାତିରେ କାରରେ ପୁରୀ ପଟୁ ସାତପଡ଼ା ଅଭିମୁଖେ ନିଜ ଗାଁକୁ…

ସକାଳୁ ସକାଳୁ ଅଘଟଣ: ନଦୀରେ ଚାଲିଗଲା ଆଈ ଓ ନାତୁଣୀଙ୍କ ଜୀବନ

ଖୋର୍ଦ୍ଧା  : ସକାଳୁ ସକାଳୁ ଘଟିଛି ଅଘଟଣ। ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଘଟିଛି ଖୋର୍ଦ୍ଧା ବାଣପୁର ଶ୍ରୀନିବାସପୁର ଗାଁରେ । ମୃତକ ଦୁଇଜଣ ହେଉଛନ୍ତି ଆଈ ନାତୁଣୀ। ରବିବାର ସକାଳୁ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀପଠାରେ ଅଚେତ ଅବସ୍ଥାରେ…